ବଦଳିଲା ଭାଗ୍ୟ: ଦିନେ ରାସ୍ତାକଡ଼ରେ ବିକୁଥିଲେ ଅଣ୍ଡା, ଏବେ ବୁଲିବେ ସରକାରୀ ଗାଡ଼ିରେ

ନୂଆଦିଲ୍ଲୀ: ଜଣେ ଅଣ୍ଡା ବିକାଳିଙ୍କ ମୁଣ୍ଡରେ ବିଧାତା ସୁନା କଳସ ଢାଳିଛି । ବିହାରର ଜଣେ ଅଣ୍ଡା ବିକାଳି ରାଜ୍ୟ ପ୍ରଶାସନିକ ଅଧିକାରୀ ହୋଇଛନ୍ତି । ପିତୃମାତୃହୀନ ବିରେନ୍ଦ୍ର କୁମାର ଦାରିଦ୍ର୍ୟର କଷାଘାତକୁ ଖାତିର…

୫୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ରାଜଧାନୀରୁ ବାଲେଶ୍ୱର ଲମ୍ବିଛି ଚେର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଧଳା ଜହରର କାରବାର ବଢ଼ି ଚାଲିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୫୭୫ ଗ୍ରାମ୍ ବ୍ରାଉନ୍ ସୁଗର ଜବତ ହୋଇଛି । ଜବତ ବ୍ରାଉନ୍ ସୁଗରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ…

ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଚାପୁଡ଼ା ମାରିଥିବା ବିଜେପି ନେତାଙ୍କ ରହସ୍ୟଜନକ ମୃତ୍ୟୁ, ହତ୍ୟା ନେଇ ବଢ଼ିଲା ସନ୍ଦେହ

ନୂଆଦିଲ୍ଲୀ: ୨୦୧୫ ମସିହାରେ ଏକ ଉତ୍ସବରେ ଦେବାଶିଷ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ଏମପି ଅଭିଶେଷ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିଲେ । ଆଜି…

ଦେଶରେ ୨ ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ମୃତ୍ୟୁ ୨ ହଜାର ତଳକୁ ଖସିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୯୭…

ଆମେରିକାରେ ଉଦଘାଟିତ ହେଲା ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର ଉଦଘାଟିତ ହୋଇଛି ଆମେରିକାରେ । ଆମେରିକାର ମିନ୍ନେସୋଟା ସ୍ଥିତ ମାପେଲ ଗ୍ରୋଭ ସହରର ହିନ୍ଦୁ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ହୋଇଛି ଶ୍ରୀ…

ମାଡ଼ି ଆସୁଛି କରୋନାର ନୂଆ ଭାରିଆଣ୍ଟ ‘ଲାମ୍ବଡା’, ୨୯ଟି ଦେଶରେ କାୟା ମେଲାଇଥିବା ନେଇ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ଦେଶବାସୀ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ଏହି ସମୟରେ ପୁଣି କରୋନାର ଏକ ନୂଆ ଭାରିଆଣ୍ଟ ସାମନାକୁ ଆସିଛି । ଏହି ଭାରିଆଣ୍ଟ…

ରାଜ୍ୟରେ ପୁଣି ବଢ଼ିଲା କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣ: ଆଜି ଚିହ୍ନଟ ହେଲେ ୩୮୦୬ କରୋନା ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି ।…

କଡ଼ା ସୁରକ୍ଷା ମଧ୍ୟରେ ଯାଉଥିଲେ ମୁଖ୍ୟମନ୍ତ୍ରୀ, ହଠାତ୍ ଜଣେ ମହିଳାଙ୍କୁ ଦେଖି ମଝି ରାସ୍ତାରେ ଅଟକାଇଲେ ଗାଡ଼ି, ଜାଣନ୍ତୁ ଏହାପରେ କ’ଣ ହେଲା

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ‘ମୁଖ୍ୟମନ୍ତ୍ରୀ ହେବ ତ ଏମିତି’ ଏହି ଦୁଇପଦ କଥା ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି । ସମସ୍ତେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୫୭ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୫୭ ହଜାର ୩୦୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୮୧ ଲକ୍ଷ ୭୯…