ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୪୩ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୪୩ ହଜାର ୬୮୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୦ ଲକ୍ଷ ୩୯…

IAS ଅଧିକାରୀ ସ୍ତରରେ ଅଦଳବଦଳ

ରାୟପୁର: ଛତିଶଗଡ଼ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସରକାର ୯ କଲେକ୍ଟରଙ୍କ ସମେତ ୨୯ ଅଧିକାରୀଙ୍କୁ ଅଦଳବଦଳ କରିଥିବା ଜଣାପଡ଼ିଛି । କୃଷି ବିଭାଗ ସଚିବ…

ମୃତ୍ୟୁସଂଖ୍ୟାରେ ୧ ଲକ୍ଷ ପାର୍ କରିଛନ୍ତି ୭ଟି ଦେଶ: ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ର ସେଇ ଅଲୋଡ଼ା ସ୍ଥାନରେ ପହଞ୍ଚିବ

ମୁମ୍ବାଇ: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଧିରେଧିରେ ଶିଥିଳ ପଡ଼ୁଥିବା ଦେଖିବାକୁ ମିଳିଲାଣି । ମହାରାଷ୍ଟ୍ର ଦ୍ୱିତୀୟ ଲହରରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି । ପୃଥିବୀର ୭ଟି ଦେଶରେ ୧ ଲକ୍ଷରୁ ଅଧିକ ଲେଖାଏଁ ଲୋକ…

‘ଲୋକମାନେ ବିବାହ କାହିଁକି କରନ୍ତି?’ ନୋବେଲ୍ ବିଜୟିନୀ ମଲାଲାଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ଇସଲାମାବାଦ: ବିଶ୍ୱର ସର୍ବକନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫୁଜାଇ ବିବାହକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ମଲାଲା କହିଛନ୍ତି ଯେ- ‘ଲୋକମାନେ ବିବାହ କାହିଁକି କରନ୍ତି, ମୋତେ…

ଦେଶରେ କରୋନା ସଂକ୍ରମଣ ନିମ୍ନମୁଖୀ: ଆଜି ୨୬୭୭ ଜଣଙ୍କ ମୃତ୍ୟୁ, ୧.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୬୭୭ ଜଣଙ୍କ…

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର, (ଓଡିଶା ଭାସ୍କର): ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ପିଜିଟିଭ୍ ରିପୋର୍ଟ ଆସିବା ପରେ ସେ ରାଜଧାନୀ ଭୁବନେଶ୍ୱରର ସମ୍…

ହସ୍ପିଟାଲରେ ଭର୍ତ୍ତିହେଲେ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…

ହୀନମନ୍ୟତାର ସୀମା ଟପିଲା: ଟାଇଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ମହିଳା ସାଂସଦଙ୍କୁ ପାର୍ଲାମେଣ୍ଟରୁ ତଡ଼ି ଦିଆଗଲା

ଡୋଡୋମା: ଆଜି ଆମେ ୨୦୨୧ରେ ଉପନୀତ ହୋଇସାରିଛେ । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଚଳଣି ଆଦି କ୍ଷେତ୍ରରେ ଆମେ ବହୁ ଆଗରେ ପହଞ୍ଚିଛେ । ତଥାପି ଏବେ ମଧ୍ୟ ଅନେକ ସ୍ଥାନରେ ମହିଳାଙ୍କ ବେଶ ପୋଷାକକୁ…

ଓଡ଼ିଶାରେ ହଟିବ ଲକଡାଉନ୍? ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇ ପାରନ୍ତି ସରକାର

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ଅପରପକ୍ଷେ ସରକାର ଟିକାକରଣକୁ ଜୋରଦାର କରିବାରେ ଲାଗିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ…

ଆଜି ଓଡ଼ିଶାରୁ ୪୨ ଜଣ କରୋନାରେ ପ୍ରାଣ ହରାଇଲେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…