ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ: ୩୦ ଜଣଙ୍କ ମୃତ୍ୟୁ, ୫୦ ଗୁରୁତର

କାବୁଲ, ୯ା୫: ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏକ ଗାର୍ଲସ୍ ସ୍କୁଲ ନିକଟରେ ଏହି ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ଘଟିଛି । ୫୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ…

ଦନ୍ତାହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର, ୮ା୫ (ଓଡିଶା ଭାସ୍କର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଦନ୍ତାହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ଦୁଇଜଣ ମହିଳା ଓ ଜଣେ ନାବାଳିକାଙ୍କୁ…

୯ ଜଣ ସନ୍ତାନଙ୍କୁ ଏକସଙ୍ଗେ ଜନ୍ମଦେଲେ ୨୫ ବର୍ଷୀୟା ମହିଳା

ନୂଆଦିଲ୍ଲୀ, ୮ା୫: ଆଫ୍ରିକା ମହାଦେଶର ମାଲିରେ ଏକ ବିସ୍ମୟକର ଘଟଣା ଘଟିଛି । ଜଣେ ୨୫ ବର୍ଷୀୟା ମହିଳା ହଲିମା ଏକସଙ୍ଗେ ୯ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଝିଅ ଓ ୪ ଜଣ ପୁଅ ରହିଛନ୍ତି ।…

ଏଣିକି କରୋନା ରୋଗୀଙ୍କୁ ଦେଖି ପାରିବେ ସମ୍ପର୍କୀୟ: ମାଲକାନଗିରିରେ ଆରମ୍ଭ ହେଲା ଦେଶର ପ୍ରଥମ ‘ଇ-ସାକ୍ଷାତ’

ମାଲକାନଗିରି, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ ଜାରି ରହିଥିବା କରୋନା ସଂକ୍ରମଣ ଯୋଗୁଁ ରୋଗୀ ଓ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୋଗୀଙ୍କ ବିଷୟରେ ପରିବାରବର୍ଗ ତଥା ସମ୍ପର୍କୀୟମାନେ କୌଣସି…

କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସର୍ବାନନ୍ଦ ନା ହିମନ୍ତ

ନୂଆଦିଲ୍ଲୀ, ୮ା୫: କିଏ ପିନ୍ଧିବ ଆସାମର ରାଜ ମୁକୁଟ? ସର୍ବାନନ୍ଦ ସୋନୋୱାଲ ନା ହିମନ୍ତ ବିଶ୍ୱ ଶର୍ମା? ଏ ଦୁହିଁଙ୍କ ମଧ୍ୟରେ ଜଣେ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବାର…

ପଥର ଖାଦାନରେ ବିସ୍ଫୋରଣ: ୧୦ ମୃତ

ଅମରାବତୀ, ୮ା୫: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି । କଡ଼ପ୍ପା ଜିଲ୍ଲାର ଏକ ପଥର ଖାଦାନରେ ଏହି ଭୟଙ୍କର ଘଟଣା ଘଟିଛି । ଏହି ବିସ୍ପୋରଣରେ ମୃତ୍ୟୁବରଣ କରିଥିବା ମୃତକମାନେ ଶ୍ରମିକ…

ଯୁକ୍ତଦୁଇ ନାମଲେଖା ପାଇଁ ଦଶମ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ ନା ନାହିଁ, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୮ା୫ (ଓଡିଶା ଭାସ୍କର): 'ରାଜ୍ୟରେ ଯୁକ୍ତଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ମେଧାବୀ ଛାତ୍ରଛାତ୍ରୀ ଭଲ ଶିକ୍ଷାନୁଷ୍ଠାନରେ ପଢ଼ିବା ନେଇ ସରକାରୀ ସ୍ତରରେ ଯୋଜନା କରାଯାଉଛି ।' ତେବେ ଏଭଳି…

ମିଜୋରାମରେ ଲାଗୁହେଲା ୭ ଦିନିଆ ଲକଡାଉନ୍

ନୂଆଦିଲ୍ଲୀ, ୮ା୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଜୋରାମରେ ୭ ଦିନିଆ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୪ଟାରୁ ଏହା ଲାଗୁହୋଇ ମେ ୧୭ ତାରିଖ ସକାଳ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟରେ…

କୋଭିଡ୍ ଡ୍ୟୁଟିରେ ଯାଉଥିବା ସରକାରୀ ବସ୍ ଓଲଟିଲା: ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର

ଦଶପଲ୍ଲା, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସତେଯେମିତି କାଳଭାବେ ଉଭା ହୋଇଛି । ଯୁଆଡ଼େ ଗଲେ କେବଳ କରୋନାର ତାଣ୍ଡବ । ଗୋଟିଏ ପଟେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଅନ୍ୟ ପଟେ କୋଭିଡ୍ ଡ୍ୟୁଟି ପାଇଁ…

ଦେଶରେ ବଢ଼ିଲା ମୃତ୍ୟୁ ସଂଖ୍ୟା: ଆଜି ୪୧୮୭ ମୃତ, ୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୮ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୮୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୭୦କୁ ବୃଦ୍ଧି…