(Video) ଭ୍ୟୁଜ୍ ବଢ଼ାଇବାର ଏ କି ତରିକା? ଟ୍ରେନ୍ ଲାଇନ୍ ଉପରେ ପଥର ଖଣ୍ଡ, ଗ୍ୟାସ ସିଲିଣ୍ଡର ରଖି ଶୁଟିଂ କରୁଥିଲେ ୟୁଟ୍ୟୁବର, ଶେଷରେ ନାମ ନେଲେ

ନୂଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡ଼ିଆ ଜମାନାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଜଣେ ଜଣେ ୟୁଟ୍ୟୁବର । ୟୁଟ୍ୟୁବରରେ ଭିଡିଓ କରି ଅନେକ ଯୁବକ, ଯୁବତୀ ରାତାରାତି ପ୍ରସିଦ୍ଧି ଅର୍ଜନ…

ଅଲିମ୍ପିକ୍ସ ପଦକ ବିଜେତା ସ୍ୱପ୍ନିଲ କୁସାଲେଙ୍କ ପାଇଁ ଦୁଇଟି ବଡ଼ ଘୋଷଣା: ୧ କୋଟି ଅର୍ଥ ସାଙ୍ଗକୁ ଚାକିରିରେ ପ୍ରମୋସନ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲ କୁସାଲଙ୍କୁ ମିଳିଛି ପୁରସ୍କାରର ସୁଅ । ଏହା ମଧ୍ୟରେ ସ୍ୱପ୍ନିଲଙ୍କ ପାଇଁ ରେଳବାଇ ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଦୁଇଟି ବଡ଼ ଘୋଷଣା…

ପୁଣି ଆଉ ଜଣେ ଟ୍ରାନ୍ସଜେଣ୍ଡର-ମହିଳା ଖେଳାଳି ବକ୍ସିଂ ରିଙ୍ଗରେ ହେବେ ମୁହାଁମୁହି! ବିଶ୍ୱ ଚାମ୍ପିୟନଶିପରେ ସୁଯୋଗ ମିଳୁନି, ଅଲିମ୍ପିକ୍ସରେ…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ଓ ମହିଳା ବକ୍ସରଙ୍କ ମଧ୍ୟରେ ଫାଇଟକୁ ନେଇ ଏବେ ବଡ଼ ବିବାଦ ଦେଖାଦେଇଛି । ଗତ ୧ ତାରିଖରେ ଅଲିମ୍ପିକ୍ସରେ ଖେଳାଯାଇଥିବା ବକ୍ସିଂ ମ୍ୟାଚରେ ଆଲଜେରିଆର ଟ୍ରାନ୍ସଜେଣ୍ଡର ବକ୍ସର…

ଭାରତକୁ ଏକସଙ୍ଗେ ମାଡ଼ି ଆସିଲା ଦୁଇଟି ବଡ଼ ବିପଦ! ୱାୟନାଡ ପରେ ଏବେ କେଦାରନାଥର ସ୍ଥିତି ଅସମ୍ଭାଳ, ଜନତା ଡାକୁଛନ୍ତି ତ୍ରାହି ତ୍ରାହି

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ମଣିଷ ଯେତେ ବିକାଶ କଲେ ମଧ୍ୟ ପ୍ରକୃତି ଆଗରେ ଯେ ସେ ସାମାନ୍ୟ ମାତ୍ର ତାହା ପୁଣି ଥରେ ପ୍ରମାଣିତ ହୋଇଛି । କେରଳର ୱାୟନାଡରେ ପ୍ରକୃତିର ମୃତ୍ୟୁର ବିଭୀଷିକା…

ମାସ ଆରମ୍ଭରୁ ଜନତାଙ୍କୁ ବଡ଼ ଝଟକା: କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ବଢ଼ିଲା

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୬.୫ ଟଙ୍କା ବୃଦ୍ଧି ପାଇଛି । ତୈଳ କମ୍ପାନୀମାନେ ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହୋଟେଲ ଓ…

SSC ରଦ୍ଦ କଲା ୫ଟି ପଦର ନିଯୁକ୍ତି: ଲକ୍ଷାଧିକ ଆଶାୟୀଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ଦ୍ୱାରା ପରିଚାଳିତ କିଛି ପଦର ନିଯୁକ୍ତିକୁ ନେଇ ଆସିଛି ଏକ ଜରୁରୀ ଖବର । ୫ଟି ପଦର ନିଯୁକ୍ତିକୁ ରଦ୍ଦ କରିଛି ଏସଏସସି । ପ୍ରଶାସନିକ କାରଣରୁ ଏହି ପଦକ୍ଷେପ ଗ୍ରହଣ…

IBPS PO / MT ନିଯୁକ୍ତି ୨୦୨୪: ୪୪୫୫ଟି ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସେକ୍ଟରେ ଅନେକ ପଦ ପାଇଁ ନିଯୁକ୍ତି ଚାଲିଛି । ନିକଟରେ କିରାଣୀ ପଦ ପାଇଁ ୬ ହଜାରରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼…

Intel Layoff: ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ଟପ୍ ସେମିକଣ୍ଡକ୍ଟର କମ୍ପାନୀ!

ନୂଆଦିଲ୍ଲୀ: ନିକଟରେ ଛଟେଇକୁ ନେଇ କୌଣସି ଖବର ସାମ୍ନାକୁ ଆସିନଥିବା ବେଳେ ଏକ ଟପ୍ ସେମିକଣ୍ଡକ୍ଟର କମ୍ପାନୀ ଏବେ ହଜାର ହଜାର କର୍ମଚାରୀଙ୍କୁ ଝଟକା ଦେଇପାରେ । ବିଶ୍ୱର ଅନ୍ୟତମ ବହୁରାଷ୍ଟ୍ରୀୟ କମ୍ପାନୀ ଇଣ୍ଟେଲ ତା’ର…

ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଏଲନ ମସ୍କ! ନିକୋଲାସ ମଦୁରୋଙ୍କ ସହ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ସର୍ବଦା ଚର୍ଚ୍ଚାର ଘେରରେ ରହିଆସୁଥିବା ବିଶ୍ୱର ଅନ୍ୟତମ ଧନଶାଳୀ ବ୍ୟକ୍ତି ତଥା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ର ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ଭେନେଜୁଏଲା ରାଷ୍ଟ୍ରପତି…

ବିଜ୍ଞପ୍ତି ପ୍ରକାଶ କଲା DMET: ନୂଆ ଫାର୍ମାସୀ ଓ ଫିଜିଓଥେରାପି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ୨୦୨୫-୨୬ ସେସନ ପାଇଁ ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ ଏହା ମଧ୍ୟରେ ୨୦୨୫-୨୫ ଶିକ୍ଷାବର୍ଷ…