କେରଳରୁ ଆସିଲା ଦୁଃଖ ଖବର: ୱାୟନାଡରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ମୃତ, ମିଳିଲା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେରଳରୁ ଆସିଛି ଏକ ବଡ଼ ଦୁଃଖ ଖବର । ୱାୟନାଡରେ ହୋଇଥିବା ଭୂସ୍ଖଳରେ ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧୫୦ ଟପିଥିବା ବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ପୁଅ । ନିଖୋଜ ଡାକ୍ତର…

Olympics Kiss Controversy! ଫ୍ରାନ୍ସ ରାଷ୍ଟ୍ରପତି ଓ କ୍ରୀଡ଼ାମନ୍ତ୍ରୀଙ୍କ କିସକୁ ନେଇ ସୃଷ୍ଟି ହେଲା ବିବାଦ, ଭାଇରାଲ ହେବାରେ…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଆଜି ପଞ୍ଚମ ଦିବସ ହୋଇଥିବା ବେଳେ ବିଭିନ୍ନ ରାଷ୍ଟ୍ରର କ୍ରୀଡ଼ାବିତମାନେ ପଦକ ବିଜୟ ଲକ୍ଷ୍ୟରେ ସଂଘର୍ଷ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଅଲିମ୍ପିକ୍ସରେ ଏକ ନୂଆ ବିବାଦ…

AIIMS ଭୁବନେଶ୍ୱରରେ ୧୩୩ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି: ଦରମା ୬୭ ହଜାର, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୧୩୩…

OnePlus ଆଣିଲା ଖାସ୍ ଅଫର: ଏଣିକି ଫୋନର ସ୍କ୍ରିନ ବଦଳାଇଲେ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଅର୍ଥ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା କମ୍ ଦାମରେ ଦମଦାର ଫିଚର ଥିବା ସ୍ମାର୍ଟଫୋନ୍ କିଣିବାକୁ ଇଚ୍ଛୁକ ରହିଥାନ୍ତି । ସେହିପରି ଫୋନର କୌଣସି ପାର୍ଟସ ଖରାପ ହେଲେ ତାହାକୁ ରିପେୟାର କରିବାରେ ମଧ୍ୟ ଗ୍ରାହକଙ୍କୁ ଅର୍ଥ…

ସାଇବର ଠକ ଆପଣଙ୍କର କିଛି କରିପାରିବନି! ୮ଟି ପଏଣ୍ଟକୁ ଧ୍ୟାନ ଦିଅନ୍ତୁ, ସର୍ବଦା ସୁରକ୍ଷିତ ରହିବ ଆପଣଙ୍କ ଅର୍ଥ

ନୂଆଦିଲ୍ଲୀ: ଆଜିର ସମୟରେ ଅନଲାଇନ୍ ଫ୍ରଡ ଏକ ଭୟଙ୍କର ବୀମାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟେକ ଦିନ ଅନଲାଇନରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଉଛନ୍ତି ସାଇବର ଠକ । ସ୍କାମରମାନେ ଜନସାଧାରଣଙ୍କୁ କଳେବଳେ…

ପ୍ରୀତି ସୂଦନ UPSCର ନୂଆ ଅଧ୍ୟକ୍ଷ: ୧୯୮୩ ବ୍ୟାଚର IAS ଅଧିକାରୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ୧୯୮୩ ବ୍ୟାଚର ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପ୍ରୀତି ସୂଦନଙ୍କ ମିଳିଛି ଏକ ବଡ଼ ଦାୟିତ୍ୱ । ପ୍ରୀତିଙ୍କୁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏହା…

ଷ୍ଟେଟ୍ ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ପକ୍ଷରୁ ବିଜ୍ଞପ୍ତି: ମାସିକ ବେତନ ୪୪ ହଜାର, ଆଜିଠାରୁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଆଇଟି…

ପ୍ରତିଶୋଧ ନେଲା ଇସ୍ରାଏଲ: ତେହରାନରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟାଙ୍କୁ ହତ୍ୟା!

ନୂଆଦିଲ୍ଲୀ: ଅକ୍ଟୋବର ୭ର ପ୍ରତିଶୋଧ ପୂରଣ କରିଛି । ଇସ୍ରାଏଲ । ଇରାନ ରାଜଧାନୀ ତେହରାନରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟାଙ୍କୁ ହତ୍ୟା କରାଯାଇଥିବା ନେଇ ଇରାନର ଟିଭି ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି । ଏହାଫଳରେ…

ପ୍ରଫେସର ଅନନ୍ତ ଚରଣ ସାହୁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରେଭେନ୍ସା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅନନ୍ତ ଚରଣ ସାହୁଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ରେଭେନ୍ସା…

ୱାୟନାଡ ଯିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କେରଳର ୱାୟନାଡରେ ପ୍ରବଳ ବର୍ଷା କାରଣରୁ ହୋଇଥିବା ଭୂସ୍ଖଳନର ମୃତ୍ୟୁସଂଖ୍ୟା ଏହା ମଧ୍ୟରେ ୧୪୬ରେ ପହଞ୍ଚିଛି । ସେହିପରି ଭାରତୀୟ ଯବାନ, ଏନଡିଆରଏଫ ଓ ଅନ୍ୟ ଅଧିକାରୀମାନେ ପାଖାପାଖି ୧ ହଜାର ଲୋକଙ୍କ ଜୀବନ…