OPSC ପକ୍ଷରୁ ସୂଚନା: ଅଗଷ୍ଟ ୧୧ରେ ହେବ ମାଇନିଂ ଅଧିକାରୀ ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଇନିଂ ଅଧିକାରୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏହି ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦୁଇଟି ଶିଫ୍ଟରେ ପରୀକ୍ଷା…