ବିଜେଡିରୁ ସସପେଣ୍ଡ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ: ଦଳବିରୋଧୀ କାର୍ଯ୍ୟ ପାଇଁ ସୁପ୍ରିମୋଙ୍କ ବଡ଼ ଆକ୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡିରୁ ସସପେଣ୍ଡ ହୋଇଛନ୍ତି ଢେଙ୍କାନାଳ ଗଁଦିଆ ବ୍ଲକର ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ । ଦଳବିରୋଧୀ କାର୍ଯ୍ୟ କାରଣରୁ ଶ୍ରୀମତୀ ଖଟୁଆଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

(Video) କି ନିଆରା ଦୃଶ୍ୟ! ଛୋଟ ପିଲାଙ୍କ ସହ ସ୍କୁଲରେ ପାଠ ପଢ଼ୁଛି ଏକ ମୟୂର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକୃତିର ଏ ନିଆରା ସୃଷ୍ଟିକୁ ଯେତେ ପ୍ରଶଂସା କଲେ ବି ଶବ୍ଦର ଅଭାବ ପଡ଼ିଯିବ । ଅନେକ ସମୟରେ ମଣିଷମାନେ ସ୍ୱାର୍ଥପର ହୋଇଯାଆନ୍ତି ପଛେ, ପଶୁ, ପକ୍ଷୀମାନେ ଆମର ମନର ଭାବନକୁ ସଠିକ୍ ଭାବେ…

ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ତାରିଖ ବଦଳିଲା: ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ୨୦୨୪-୨୫କୁ ନେଇ ଆସିଛି ଏକ ବଡ଼ ଖବର । ଏନଏମଏମଏସ ପରୀକ୍ଷା ତାରିଖ ବଦଳିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖ (ପ୍ରଥମ ରବିବାର)…

‘Zero’ ପାଇଁ End ହେଲା ମ୍ୟାରେଜ୍! ଭାବି ବରଙ୍କ ଦରମାରୁ ଗୋଟିଏ ଶୂନ କମିଲା, କନ୍ୟା କହିଲେ ‘ଅନ୍ୟ ରାସ୍ତା ଦେଖ…’

ନୂଆଦିଲ୍ଲୀ: ଆଜିକାଲି ଅନେକ ଯୁବକ, ଯୁବତୀ ମାଟ୍ରିମୋନିଆଲ ସାଇଟମାନଙ୍କରେ ନିଜ ନିଜ ମନ ପସନ୍ଦର ଜୀବନସାଥୀ ଖୋଜୁଛନ୍ତି । ଅଭିଭାବକମାନେ ମଧ୍ୟ ସେମାନଙ୍କର ପୁଅ, ଝିଅଙ୍କ ପାଇଁ ଯୋଗ୍ୟ ବର ଓ କନ୍ୟାଙ୍କ ସନ୍ଧାନ କରୁଛନ୍ତି…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି: ଜିଲ୍ଲା ଜଜ୍ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଜିଲ୍ଲା ଜଜ୍ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲିମିଟେଡ୍ କମ୍ପିଟିଟିଭ୍ ପରୀକ୍ଷା, ୨୦୨୪ ମାଧ୍ୟମରେ ଏହି ପଦ ପୂରଣ…

୬୦୨୫ LTR ଶିକ୍ଷକ ନିଯୁକ୍ତି: ଆବେଦନ ତାରିଖ ଘୁଞ୍ଚିଲା, ଅକ୍ଟୋବର ୩୦ରୁ ହେବ ନାହିଁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଏସଆଣ୍ଡଏମଇ ବିଭାଗ ଅଧିନରେ ନିଯୁକ୍ତି ପାଇଥିବାକୁ ଥିବା ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ୨୨ ତାରିଖରେ…

ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ ପୂର୍ବତନ ବିଧାୟିକା ବିଜେଡି ଛାଡ଼ିଛନ୍ତି । ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡି…

ଧନତେରାସରେ କେନ୍ଦ୍ରର ବଡ଼ ନିଷ୍ପତ୍ତି: ପେଟ୍ରୋଲ-ଡିଜେଲ ଦାମ୍ ଓଡ଼ିଶାର ୯ଟି ସ୍ଥାନରେ ହ୍ରାସ ପାଇବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଧନତେରାସ୍ ଅବସରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଫଳରେ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ । ଓଡ଼ିଶା କଥା ବିଚାର କଲେ ରାଜ୍ୟର…

ଟେଷ୍ଟ ପରାଜୟର ପ୍ରତିଶୋଧ ନେଲା ଭାରତ: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଲା ଭାରତୀୟ ମହିଳା ଟିମ୍

ନୂଆଦିଲ୍ଲୀ: ଯାହା ପୁରୁଷ ଟିମ୍ କରିପାରିଲାନି ତାହା ଆଜି ଭାରତୀୟ ମହିଳା ଟିମ୍ କରି ଦେଖାଇଛି । ନ୍ୟୁଜିଲାଣ୍ଡ ଟିମ୍ ଘରୋଇ ଭାରତୀୟ ଦଳ ବିପକ୍ଷରେ ଟେଷ୍ଟରେ ୨-୦ରେ ଆଗୁଆ ରହିବା ରହ ସିରିଜ୍ ଉପରେ କବଜା କରିନେଇଛି ।…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା

ନୂଆଦିଲ୍ଲୀ: ଆସନ୍ତା ମାସ ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ…