ଓଡ଼ିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଡ୍ରଗସ୍ ଟେଷ୍ଟିଙ୍ଗ ଓ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଆଗକୁ ବଢ଼ିବ ରାଜ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ବଡ଼ ଉପହାର ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ୩ଟି ପ୍ରକଳ୍ପର ଶୁଭାମ୍ଭ କରିଛନ୍ତି । ଏହି ପ୍ରକଳ୍ପର ଉଦଘାଟନ ହେବା ଫଳରେ ଆଗାମୀ…