ପିଅନ, ମାଳି, ଜଗୁଆଳି ଚାକିରି ପାଇଁ M.Tech, MBA, MCA ପିଲା ଆଗ୍ରହୀ: ଆବେଦନ ସଂଖ୍ୟା ୫୫ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଆମ ସମାଜରେ କାହାକୁ ୧୦ ହଜାର ଟଙ୍କାର ଚାକିରି ମିଳୁନାହିଁ ତ ଆଉ କିଏ କୋଟି କୋଟି ଟଙ୍କାର ପ୍ୟାକେଜକୁ ହାତଛଡ଼ା କରୁଛି । ତେବେ ଅନେକ ସମୟରେ କିଛି ଉଚ୍ଚଶିକ୍ଷିତ ଯୁବକ ସାଧାରଣ ଚାକିରି କରିବାକୁ ଆବେଦନ…

ଓଡ଼ିଶାରେ ପ୍ରଥମ: ରାଜ୍ୟରେ ଆରମ୍ଭ ହେଲା ପରିବାର ନିୟୋଜନର ନୂଆ ପଦ୍ଧତି: ମହିଳାଙ୍କ ଶରୀରରେ ଔଷଧ ପ୍ରତିରୋପଣ କରାଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ନେଇ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଅଯଥାରେ ନଷ୍ଟ ହେଉଥିବା ହାଡ଼କୁ ସଂରକ୍ଷିତ କରି ରଖିବା ପାଇଁ କଟକର ଏସସିବିରେ ପ୍ରଥମ ଥର ପାଇଁ ‘ବୋନ…

ଶେଷରେ ବାଜି ମାରିଲେ ସିଦ୍ଧରମୈୟା! ଆସନ୍ତାକାଲି ଶପଥ ଗ୍ରହଣ-ସୂତ୍ର

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଲଢ଼େଇ ଯେତିକି ସଂଘର୍ଷପୂର୍ଣ୍ଣ ଥିଲା ମୁଖ୍ୟମନ୍ତ୍ରୀ କିଏ ହେବ ତାହା ମଧ୍ୟ କୌଣସି ଯୁଦ୍ଧ ଠାରୁ କମ୍ ନୁହେଁ । ରାଜ୍ୟରେ କଂଗ୍ରେସକୁ ବିଜୟୀ କରାଇବାରେ…

ଦେଶରେ ଚମକିଲା ଓଡ଼ିଶା: ଗଞ୍ଜାମକୁ ମିଳିଲା ‘ଜାତୀୟ ଜଳ ପୁରସ୍କାର-୨୦୨୨’, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା । ପୂର୍ବରୁ ଏକାଧିକ ଥର ଜାତୀୟ ପୁରସ୍କାର ହାସଲ କରିଥିବା ଗଞ୍ଜାମକୁ ନିକଟରେ ମିଳିଛି ଆଉ ଏକ ଜାତୀୟ ସ୍ତରର ପୁରସ୍କାର । ଗଞ୍ଜାମ…

(Video) ୧୬ରୁ ଅଧିକ ଲୋକଙ୍କୁ କାମୁଡ଼ିଲା ସାପ: ୬ ମାସର ଶିଶୁପୁତ୍ର ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାପ ନାଁ ଶୁଣିଲେ ଡରରେ ସମସ୍ତଙ୍କର ଶରୀରରେ ଏକ ଶିହରଣ ଖେଳିଯାଇଥାଏ । ସାପ ଯେତେ ଭୟଙ୍କର ହେଉ ବା ନହେଉ ସାପକୁ ଅତି ନିକଟରୁ ଦେଖିଦେଲେ ତାହା ମନରେ ଅତ୍ୟନ୍ତ ଭୟ ଭାବନା ଜାଗ୍ରତ…

ଆଉ ଶୁଭିବନି ‘ଲେଡି ସିଂଘମ’ର ଗର୍ଜନ: ସଡ଼କ ଦୁର୍ଘଟଣାରେ ମହିଳା ପୋଲିସ ଅଧିକାରୀ ଜୁନ୍ମୋନୀ ରାଭାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ‘ଲେଡି ସିଂଘମ୍’ ବା ‘ଦବଙ୍ଗ କପ’ ଭାବେ ସାରା ଦେଶରେ ପରିଚିତ ଥିବା ମହିଳା ପୋଲିସ ଅଧିକାରୀ ଜୁନ୍ମୋନୀ ରାଭା ଆଉ ନାହାନ୍ତି । ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିବା ଆସାମର ଏହି ଲେଡି ଅଧିକାରୀ…

DM ଓ DC ମଧ୍ୟରେ କିଏ ବେଶି ପାୱାରଫୁଲ: ଦୁଇଟି ପଦ ମଧ୍ୟରେ ଅନ୍ତର କ’ଣ

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ସରକାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବିଭିନ୍ନ ପାୱାର ସହିତ ସୁବିଧା ପ୍ରଦାନ କରାଯାଇଥାଏ । ତେବେ ଅଧିକାଂଶ ସମୟରେ ଲୋକମାନେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଡିଏମ) ଓ ଡିଷ୍ଟ୍ରିକ୍ଟ…

ଟିକେ ଶାନ୍ତି ମିଳିଲା: ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଅସହ୍ୟ ଗରମ ରାଜଧାନୀବାସୀଙ୍କୁ ବହୁତ କଲବଲ କରୁଥିବା ବେଳେ ଗତକାଲି ବର୍ଷାର ଆଗମନ ଜନସାଧାରଣଙ୍କୁ ଶାନ୍ତି ପ୍ରଦାନ କରିଛନ୍ତି । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱର…

ପୁଣି ଜଣେ ବାବୁ ଧରାପଡ଼ିଲେ: IAS ଧର୍ମେନ୍ଦ୍ର ସିଂହ ଗିରଫ

ନୂଆଦିଲ୍ଲୀ: ଗତ ୫ ତାରିଖରେ ଦୁର୍ନୀତି ମାମଲାରେ ଜଡ଼ିତ ଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ଗିରଫ କରିଥିଲା । ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ କ୍ୟାଡରର…

ମୁଣ୍ଡରେ ଗୁଳି ବାଜିବା ପରେ ବି ମଣିଷ ଜୀବିତ ରହିଲା: ମାତ୍ର ଦୁନିଆଟା ଓଲଟା ଦେଖାଗଲା, ଆକାଶ ତଳେ, ପୃଥିବୀ ଉପରେ

ନୂଆଦିଲ୍ଲୀ: ଯଦି ଜଣଙ୍କର ମୁଣ୍ଡରେ କୌଣସି କାରଣରୁ ଗୁଳି ବାଜେ ବା କେହି ଜାଣିଶୁଣି ଫାୟାରିଂ କରେ ତେବେ କ’ଣ ହେବ? ଏ କ୍ଷେତ୍ରରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତିଙ୍କର ନିଶ୍ଚିତ…