NASA Alert: ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି ୫୦୦ ଫୁଟ ଲମ୍ବର ଏକ ବିଶାଳକାୟ ଆଷ୍ଟରଏଡ୍

ନୂଆଦିଲ୍ଲୀ: ପୃଥିବୀ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ପୃଥିବୀ ଆଡ଼କୁ ଏକ କ୍ଷୁଦ୍ର ଗ୍ରହ ମାଡ଼ି ଆସୁଛି । ଏନେଇ ଆମେରିକୀୟ ସ୍ପେକ ଏଜେନ୍ସି ନାସା ପକ୍ଷରୁ ଚେତାବନୀ ଜାରି କରାଯାଇଛି । ତେବେ ଏହି କ୍ଷୁଦ୍ର ଗ୍ରହର ଲମ୍ବ…

ଜେସନ ଗିଲେସ୍ପି ପାକିସ୍ତାନ କ୍ରିକେଟ ଟିମର ନୂଆ ହେଡ୍ କୋଚ ନିଯୁକ୍ତ: ଗ୍ୟାରି କର୍ଷ୍ଟନଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଗୁଜରାଟ ଟାଇଟନ୍ସର ମେଣ୍ଟର ଭୂମିକା ତୁଲାଇବା ପରେ ଚଳିତ ବର୍ଷ ମେ ମାସରେ ପାକିସ୍ତାନ କ୍ରିକେଟ ଟିମର ହେଡ୍ କୋଚ ଭାବେ ଗ୍ୟାରୀ କର୍ଷ୍ଟନଙ୍କ କାର୍ଯ୍ୟକାଳ ଆରମ୍ଭ…

OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର: ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ୱର ସବ-କଲେକ୍ଟର ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ରାଜ୍ୟ ସରକାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ମିଳିଛି ଦାୟିତ୍ୱ । ମନୋରଞ୍ଜନ ସାହୁଙ୍କୁ…

ନଭେମ୍ବର ୫ରେ ହେବ NRTS ପରୀକ୍ଷା: ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିବା ସହିତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଥିଲେ । ଅକ୍ଟୋବର ୨୩…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ନଭେମ୍ବର ମାସ ୨୦ ତାରିଖରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହାପରେ ନଭେମ୍ବର ୨୩ ତାରିଖରେ ଭୋଣ ଗଣତି କରାଯିବ । ଆଗାମୀ ନିର୍ବାଚନ ପାଇଁ ବିଜେପି ନିକଟରେ…

ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୯୮ ପ୍ରତିଶତ ଉପଭୋକ୍ତାଙ୍କ ବିଜୁଳି ଯୋଗାଣ ସ୍ୱାଭାବିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଅପରାହ୍ଣରେ…

Emerging ଟି-୨୦ ଏସିଆ କପ ୨୦୨୪: ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନ ଚାମ୍ପିୟନ

ନୂଆଦିଲ୍ଲୀ: ଏସିସି ପୁରୁଷ ଇମର୍ଜିଂ ଟି-୨୦ ଏସିଆ କପ ୨୦୨୪ରେ ଚାମ୍ପିୟନ ହୋଇଛି ଆଫଗାନିସ୍ତାନ ‘ଏ’ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ‘ଏ’ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା ।…

(Video) ତୁମେ ହିଁ ପ୍ରକୃତ ଯୋଦ୍ଧା: ବାତ୍ୟା ପରେ ରାସ୍ତାରୁ ଗଛ କାଟି ସଫା କରୁଥିଲେ, କଟିଗଲା ଦମକଳ କର୍ମଚାରୀଙ୍କ ହାତ, ତଥାପି ହାରିଲେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ ଚାଲିଯାଇଛି ସିନା ତା’ ଦ୍ୱାରା ପ୍ରଭାବିତ ଲୋକଙ୍କର ଦୁଃଖ ସରିନାହିଁ । ଭୀଷଣ ବର୍ଷା ଓ ଦ୍ରୁତ ଗତିର ପବନରେ ରାଜ୍ୟର ଅନେକ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଛି । ଏବେ ବି ହଜାର…

ଓଡ଼ିଶା: ବିଧାନସଭାର ଉପବାଚସ୍ପତିଙ୍କ ସରକାରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରାଜ୍ୟ ବିଧାନସଭାର ଉପସଭବାଚସ୍ପତିଙ୍କ ସରକାର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବାଇପାସ୍ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।…

ଦୀପାବଳି ପାଇଁ ଲାଗିଲା କଟକଣା: ନଭେମ୍ବର ୯ ପର୍ଯ୍ୟନ୍ତ ୧୬ଟି ରେଲୱେ ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି ପାଇଁ ଲାଗିଲା କଟକଣା: ନଭେମ୍ବର ୯ ପର୍ଯ୍ୟନ୍ତ ୧୬ଟି ରେଲୱେ ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ । ଦିପାବଳୀ ଅବସରରେ ଦେଶର ବିଭିନ୍ନ ରେଳ ଷ୍ଟେସନମାନଙ୍କରେ…