EV ବ୍ୟାଟେରୀ ଚାର୍ଜର ବିକ୍ରି ନେଇ ବଡ଼ ଠକେଇ: ୧ ଲକ୍ଷ ଗ୍ରାହକଙ୍କୁ ୧୩୦ କୋଟି ଟଙ୍କା ଫେରାଇବ କମ୍ପାନୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ପେଟ୍ରୋଲ ଦାମ୍ ବଢ଼ିବାରେ ଲାଗିଥିବା ବେଳେ ଜନସାଧାରଣ ଏବେ ଇଲେକ୍ଟ୍ରି ଚାଳିତ ଯାନ (ଇଭି) ଆଡ଼କୁ ଅଧିକ ମାତ୍ରାରେ ଆକୃଷ୍ଟ ହେଉଛନ୍ତି । ଇଭି କିଣିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଲୋକଙ୍କୁ…

ରଜରେ ନନ୍ଦନକାନନରେ ଚାଲିବ ରୋପୱେ: ମଜା ଉଠାଇବେ ପର୍ଯ୍ୟଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନରେ ପର୍ଯ୍ୟଟକମାନେ ଖୁବଶୀଘ୍ର ରୋପୱେର ମଜା ଉଠାଇ ପାରିବେ । ଏହି ଅବସରେରେ…

SDMଙ୍କ ମୃତ୍ୟୁ: ନିର୍ବାଚନ ଡ୍ୟୁଟି ସମୟରେ ଘଟିଲା ବଡ଼ ଅଘଟଣ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କାହା ପାଖକୁ ଆସିବ ତାହା କେହି ବି କହିପାରିବେ ନାହିଁ । ତେବେ ବର୍ତ୍ତମାନ ସମୟରେ ସାରା ଦେଶରେ ନିର୍ବାଚନୀ ବାତାବରଣ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଭୋଟ ପାଇଁ ପ୍ରସ୍ତୁତ…

ମାଟିର କନ୍ୟାଙ୍କୁ ସ୍ୱାଗତ କଲା ମୟୂରଭଞ୍ଜ: ଜନ୍ମମାଟିରେ ପାଦଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଫେରିଛନ୍ତି ଦ୍ରୌପଦୀ ମୁର୍ମୁ । ଆଜି ୩ ଦିନିଆ ମୟୁଭରଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ…

ମାଲକାନଗିରିରେ ବଡ଼ ଦୁର୍ଘଟଣା: ଘରକୁ ଫେରିବା ବାଟରେ ଓଲଟିଲା ଟ୍ରାକ୍ଟର, ଅକାଳରେ ଚାଲିଗଲା ୩ ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଦିନଟି କାହା ପାଇଁ ଶୁଭ ହୋଇଥାଇପାରେ, ମାତ୍ର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପାଇଁ ନିଶ୍ଚିତ ଭାବେ ଅଶୁଭ । ଆଜି ସକାଳୁ ସକାଳୁ ଛତିଶଗଡ଼ର ରାୟପୁରରେ ଏକ ବଡ଼ ଦୁର୍ଘଟଣା…

GRIDCO ପକ୍ଷରୁ ବାହାରିଲା ଚାକିରି: ଯୋଗ୍ୟ ପ୍ରାର୍ଥୀଙ୍କୁ ଭୁବନେଶ୍ୱର କର୍ପୋରେଟ ଅଫିସରେ ଦିଆଯିବ ନିଯୁକ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଗ୍ରୀଡ କର୍ପୋରେସନ ଅଫ୍ ଓଡ଼ିଶା (ଗ୍ରୀଡକୋ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୩ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ । ଯୋଗ୍ୟ…

ଦଶାହ ଭୋଜି ଖାଇ ୩୨ ଜଣ ଅସୁସ୍ଥ: କୂଅ ପାଣିରେ ରନ୍ଧା ଯାଇଥିଲା ଖାଦ୍ୟ, ବଢ଼ିଲା ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ବିଭିନ୍ନ ସାମାଜିକ ତଥା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଅବସରରେ ହେଉଥିବା ଭୋଜିଭାତ ସମସ୍ତେ ଆନନ୍ଦ ଉଲ୍ଲାସରେ ସେବନ କରିଥାନ୍ତି । ତେବେ ଅନେକ ସମୟରେ ଆମର ଅସାବଧାନତା ପାଇଁ ତାହା…

ବର୍ଷା ଜଳ ବି ସୁରକ୍ଷିତ ନୁହେଁ? ଆକାଶର ବାଦଲରେ ଲୁଚିଛନ୍ତି ହଜାର ହଜାର ମେଡିସିନ୍ ପ୍ରତିରୋଧୀ ବ୍ୟାକ୍ଟେରିଆ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ବର୍ଷା ସମୟରେ ଆକାଶରୁ ତଳକୁ ଖସୁଥିବା ଜଳ ବୁନ୍ଦା ଆମକୁ ଶାନ୍ତି ପ୍ରଦାନ କରିବା ସହ ଆମେ ଏହାକୁ ଶୁଭ ମନେକରିଥାଉ । ତେବେ ବର୍ଷା ଜଳକୁ ନେଇ ନିକଟରେ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ବର୍ଷା…

ସାଉଥ୍ ଅଭିନେତା ଓ ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ତାଙ୍କ…

ଆମ୍ବୁଲାନ୍ସକୁ ସାଇଡ୍ ନ ଦେବାରୁ ୧୦ ହଜାର ଫାଇନ୍ ଦେଲେ ଗାଡ଼ି ଚାଳକ: ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟର ପରିସ୍ଥିତି ଯାହା ଗାଡ଼ି ଚଳାଇବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ସେଥିପାଇଁ ସରକାରଙ୍କ ତରଫରୁ ନିୟମିତ ଭାବେ ଟ୍ରାଫିକ କଟକଣା ଜାରି ହେବା ସହ ଚେକିଂ…