ମାତ୍ର ୧୦୭ ଟଙ୍କାର ରିଚାର୍ଜ କରନ୍ତୁ: ଆକ୍ଟିଭ୍ ରହିବ ସିମ୍ କାର୍ଡ

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟ ସମସ୍ତଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ ପାଲଟି ଯାଇଛି । ମଣିଷ ଖାଇବା, ପିଇବା ଓ ପିନ୍ଧିବା ଭୁଲିଯାଇପାରେ, ମାତ୍ର ସ୍ମାର୍ଟଫୋନରେ ପ୍ୟାକ୍ ପକାଇବାକୁ କଦାପିକୁ ଭୁଲିବ ନାହିଁ । କାରଣ…

ଏକାଠି ହେଲେ ହିନ୍ଦୁ-ମୁସଲିମ ଭାଇ: ସହିଦଙ୍କ ଜନ୍ମମାଟିରୁ ଶୁଭିଲା ‘ପାକିସ୍ତାନ ମୁର୍ଦ୍ଦାବାଦ- ଭାରତୀୟ ଯବାନ ଜିନ୍ଦାବାଦ’ ନାରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦ ତାରିଖରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏଥିସହିତ ଏହି ଆକ୍ରମରେ ଜଣେ ଓଡ଼ିଆ ଡ୍ରାଇଭର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।…

ଭୋଟ ପାଇଁ ଛୁଟି ଘୋଷଣା: ମେ ୧୦ରେ ସରକାରୀ ଅଫିସ, ବ୍ୟାଙ୍କ, କୋର୍ଟ ବନ୍ଦ ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ବିଜେଡିରୁ…

ବୈଜ୍ଞାନିକମାନେ ଚିହ୍ନଟ କଲେ ଏକ ନୂଆ ଜିନ୍: ପୁରୁଷର ଗର୍ଭନିରୋଧକ କ୍ଷେତ୍ରରେ ବଡ଼ ସଫଳତା

ନୂଆଦିଲ୍ଲୀ: ପୁରୁଷ ଗର୍ଭନିରୋଧକ ଉପରେ ବୈଜ୍ଞାନିକମାନେ ଅନବରତ ଗବେଷଣା ଜାରି ରଖିଛନ୍ତି । ଗତ ଫେବୃଆରୀ ମାସରେ ଏନେଇ ଏକ ନୂଆ ଆବିଷ୍କାର ଦେଖିବାକୁ ମିଳିଥିଲା । ପୁରୁଷର ସ୍ପର୍ମକୁ ତା’ର ରାସ୍ତାରେ ସଫଳତାର ସହିତ…

CBI-CID: ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟରେ ତଫାତ କ’ଣ, କ’ଣ ରହିଛି ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ପ୍ରକାରର ତଦନ୍ତକାରୀ ସଂସ୍ଥା ରହିଛି । ତେବେ ମଧ୍ୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ହେଉଛି ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଓ ସେଣ୍ଟ୍ରାଲ…

ପୋଖରୀରୁ ଉଦ୍ଧାର ହେଲା ଏକ ଭୟଙ୍କର ମାଛ: ଅନ୍ୟ ପ୍ରଜାତିକୁ ଧ୍ୱଂସ କରିଦେବ, ମଣିଷକୁ ମଧ୍ୟ ଆକ୍ରମଣ କରୁଛି ଏହି ୧୨ ଫୁଟିଆ ଜୀବ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ କିଛି ବିରଳ ଜୀବଜନ୍ତୁ ଦେଖାଯାଇଥାନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ୟ୍ୟାନ୍ୱିତ କରିଦେଇଥାଏ । ତେବେ ନିକଟରେ ଏକ ନୂଆ ପ୍ରଜାତିର ମାଛ ପୋଖରୀରେ ଦେଖିବାକୁ ମିଳିଛି । କୁମ୍ଭୀର…

‘ସତ କହିବାର ମୂଲ୍ୟ ଦେବାକୁ ପଡ଼ିଲା’: ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ, ଗାନ୍ଧି ପରିବାରର ସତରେ କ’ଣ ନିଜର ଘର ନାହିଁ, ତେବେ କାହିଁକି?

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ ସରକାରୀ ବଙ୍ଗଳା ଛାଡ଼ିଛନ୍ତି । ସେ ବଙ୍ଗଳାର ଚାବି ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ଘର ଛାଡ଼ିବା ପରେ ରାହୁଲଙ୍କ…

CIPET ପକ୍ଷରୁ ବାହାରିଲା ଅନେକ ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋକେମିକାଲସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ) ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି ।…

ସ୍ୱପ୍ନ ପୂରଣର ରହସ୍ୟ ଜାଣନ୍ତୁ: ଜୀବନର ଲକ୍ଷ୍ୟକୁ ନୋଟବୁକରେ ଲେଖନ୍ତୁ, ସଫଳତା ନିଶ୍ଚିତ ମିଳିବ, ରିସର୍ଚ୍ଚରୁ ପ୍ରମାଣିତ

ସଫଳତା ଏପରି ଏକ ଶବ୍ଦ ଯାହାକୁ ସମସ୍ତେ ପାଇବାକୁ ଶତ ଚେଷ୍ଟା କରିଥାନ୍ତି । କିଏ ତାହାକୁ ସହଜରେ ପାଇଯାଏ ତ ଆଉ କିଏ କଠିନ ସଂଘର୍ଷ କରିଥାଏ । ତେବେ ବିନା ସଂଘର୍ଷରେ ସଫଳତା ମିଳେନାହିଁ ବୋଲି ବହୁ ମହାମନୀଷୀ,…

୨୦ ବର୍ଷୀୟ ଯୁବକଙ୍କ ନିଆରା ପ୍ରୟାସ: ଥରେ ଚାର୍ଜ କଲେ ୩୦ କିମି ଚାଲୁଛି ଇଲେକ୍ଟ୍ରିକ ସାଇକେଲ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଯୁବକ ନୂଆ କାର୍ୟ୍ୟ କରି ଲୋକଲୋଚନକୁ ଆସିଥାନ୍ତି । ତେବେ ନିକଟରେ ଜଣେ ୨୦ ବର୍ଷୀୟ ଯୁବକ ଏକ ନିଆରା ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏହି ଯୁବକ ଜଣଙ୍କ ନିଜ ଉଦ୍ୟମରେ ଏକ…