Income Tax ବିଭାଗରେ ବାହାରିଲା ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, MTS ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଆୟ କର ବିଭାଗ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ ପଦରେ ନିଯୁକ୍ତି…

Digital Credit ଚଳିତ ବର୍ଷ ଆରମ୍ଭ ହେବ: ୧୦ଟି ଦେଶରେ NRIs ପାଇବେ UPI ସେବା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ବର୍ଷ ଡିଜିଟାଲ କ୍ରେଡିଟ ସେବା ଆରମ୍ଭ କରିବେ । ବଡ଼ ବଡ଼ ବ୍ୟାଙ୍କ ଠାରୁ କ୍ଷୁଦ୍ର ଷ୍ଟ୍ରିଟ ଭେଣ୍ଡର୍ସ ଏହି ସେବା ପାଇବାରେ ସକ୍ଷମ ହେବେ ବୋଲି ଟେଲିକମ ଓ ଆଟି ମନ୍ତ୍ରୀ ଅଶ୍ୱିନୀ…

NDMCର ୪୫୦୦ କର୍ମଚାରୀ ରେଗୁଲାର ହେବେ: ସିଏମଙ୍କୁ ଗୃହମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ: ନ୍ୟୁ ଦିଲ୍ଲୀ ମ୍ୟୁନିସିପାଲ କମିଟି (ଏନଡିଏମସି)ର ୪୫୦୦ ଜଣ କର୍ମଚାରୀଙ୍କ ଚାକିରି ରେଗୁଲାର ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚିଠି ଲେଖିଛନ୍ତି ।…

(Video) ରାତି ୩ଟାରେ ଚାଲିଥିଲା ମେଳା, ଏକତ୍ର ହୋଇଥିଲେ ୧୫ ହଜାର ଲୋକ, ହଠାତ୍ ଗହଳି ଭିତରକୁ ପଶିଗଲା ଏକ ଷଣ୍ଢ

ନୂଆଦିଲ୍ଳୀ: ଅନେକ ସମୟରେ କିଛି ମେଳା, ମହୋତ୍ସବ ଭଳି ସାର୍ବଜନିକ କାର୍ଯ୍ୟକ୍ରମ ସମୟରେ କିଛି ଅଘଟଣ ଘଟିଥାଏ । ତେବେ ନିକଟରେ ଏଭଳି ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ମେଳାରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା…

Deputy CMଙ୍କୁ ପିଙ୍କିର ଚିଠି: ‘ପ୍ରିୟ ତେଜସ୍ୱୀ ଜୀ, ମୋର One Sided Love, ଚାକିରି ନାହିଁ, ମ୍ୟାରେଜ୍ କେମିତି କରିବି’

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ରାଜନେତା, ଅଭିନେତାଙ୍କ ପାଖକୁ କେହି କେହି ଚିଠି ଲେଖିଥାନ୍ତି । ଏପରିକି ଏହି ଚିଠି ମଧ୍ୟ ସୋସିଆଲ ମିଡ଼ିଆରେ ବେଳେବେଳେ ଭାଇରାଲ ହୋଇଯାଇଥାଏ । ନିକଟରେ ଏଭଳି ଏକ ଚିଠି ଲେଖାଯାଇଛି…

Mission Shakti ପକ୍ଷରୁ ବାହାରିଲା ଅନେକ ପଦବୀ: ଆସନ୍ତା ୨୨ ତାରିଖ ସୁଦ୍ଧା ଆପ୍ଲାଏ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମିଶନ ଶକ୍ତି ଫେଡେରେସନ ସୁନ୍ଦରଗଡ଼ ପକ୍ଷରୁ ୧୦୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ ନିଯୁକ୍ତି ଦିଆଯିବ ।…

କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ସୁରକ୍ଷା ପାଠ ବାଧ୍ୟତାମୂଳକ: ମାର୍ଗଦର୍ଶିକା ଜାରି କଲା UGC

ନୂଆଦିଲ୍ଲୀ: ଦେଶରେ ଶିକ୍ଷା କ୍ଷେତ୍ରର ଅଗ୍ରଗତି ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଆଗକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ପରିବେଶ…

ସ୍କୁଲ ଯାଇ ଘରକୁ ଫେରିଲାନି ସନ୍ତାନ: ମାଡ଼ି ଆସିଲା କାଳ, ଅକାଳରେ ଝଡ଼ିଗଲା ୮ ଜଣ ନିରୀହ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: କଥାରେ ଅଛି ‘ବିଧିର ବିଧାନ କେ କରିବ ଆନ ।’ ଆଜି ମାଆ କାନ୍ଦୁଛି ତା’ ସନ୍ତାନ ପାଇଁ । ସନ୍ତାନ ଯାଇଥିଲା ସ୍କୁଲକୁ ପାଠ ପଢ଼ିବା ପାଇଁ । ମାତ୍ର ଆଉ ଘରକୁ ଫେରିଲାନି । ଏପରି ଜଣେ ନୁହେଁ, ୮ ଜଣ ସନ୍ତାନ…

ସୁଶାନ୍ତ କୁମାର ମହାନ୍ତି ନୂଆ ସୂଚନା କମିଶନର: ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁଶାନ୍ତ କୁମାର ମହାନ୍ତି ରାଜ୍ୟର ନୂଆ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ…

RBIର ବଡ଼ ଘୋଷଣା: ଦେଶର ୧୨ଟି ସହରରେ ଲଞ୍ଚ ହେବ QR Code ବେସଡ୍ Coin Vending Machine

ନୂଆଦିଲ୍ଲୀ: ଆପଣମାନେ ସାଧାରଣ ଭାବେ ଦୈନନ୍ଦିନ ଜୀବନରେ ଏଟିଏମରୁ ନୋଟ୍ ବାହାର କରିଥିବେ । ତେବେ ଖୁବଶୀଘ୍ର ଆପଣ ଏଟିଏମରୁ ନିଜର ମନ ମୁତାବକ ଖୁଚୁରା କଏନ୍ କାଢ଼ିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏନେଇ ଏକ…