(Video) ମେକ୍ସିକୋରେ ଏବେ ବି ବଞ୍ଚିଛନ୍ତି ଡାଇନାସୋର! ଭିଡିଓ ଦେଖିବା ପରେ ସମସ୍ତେ ଛାନିଆ
ନୂଆଦିଲ୍ଲୀ: ଡାଇନାସୋରକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ବି ବୈଜ୍ଞାନିକମାନେ ଡାଇନାସୋର ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି । କୋଟି କୋଟି ବର୍ଷ ତଳେ ଡାଇନାସୋର ପୃଥିବୀ ପୃଷ୍ଠରେ ବସବାସ…