ଓଡ଼ିଶା ଦେଶରେ ପ୍ରଥମ: ରାଜ୍ୟର ୮୫ଟି ସହରରେ ଶତ ପ୍ରତିଶତ ପାଇପ୍ ଜଳ ବ୍ୟବସ୍ଥା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ରାଜ୍ୟବାସୀଙ୍କ ହିତ ପାଇଁ ଅନେକ ନୂଆ ନୂଆ ଯୋଜନା ହାତକୁ ନେଇଥାନ୍ତି । ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନର କନଭେନ ସେଣ୍ଟରରେ ଜଳସାଥୀମାନଙ୍କ…