ପରଲୋକରେ ଶାହରୁଖଙ୍କ ଗୁରୁ: ଅତୀତର କଥା ଭାବି ଭାବବିହ୍ୱଳ ହେଲେ କିଙ୍ଗ ଖାନ୍

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର । ଜଣେ ନିକଟ ସମ୍ପର୍କୀୟଙ୍କୁ ହରାଇ ଗଭୀର ଭାବେ ମର୍ମାହତ ହୋଇପଡ଼ିଛନ୍ତି ଶାହରୁଖ । ସ୍କୁଲ ସମୟର ଗୁରୁ ତଥା ଦିଲ୍ଲୀର ସେଣ୍ଟ କୋଲମ୍ବା…

ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତର ସେମି ଆଶା ମଉଳିଲା

ନୂଆଦିଲ୍ଲୀ: ଟି-୨୦ ମହିଳା ବିଶ୍ୱକପ ୨୦୨୪ରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ମାତ୍ର ୯ ରନରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮…

HIL Auction: ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ୪୮ ଲକ୍ଷ ଟଙ୍କାରେ କିଣିଲା ତାମିଲନାଡ଼ୁ ଡ୍ରାଗନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪ର ନିଲାମୀ ପ୍ରକ୍ରିୟା । ଦିଲ୍ଲୀଠାରେ ଅକ୍ଟୋବର ୧୩, ୧୪ ଓ ୧୬ ତାରିଖରେ ଏହି ନିଲାମୀ କରାଯିବ । ଏହି ନିଲାମୀ ପ୍ରକ୍ରିୟାରେ ଏକ ହଜାର…

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି! ବିଶ୍ୱର ଏହି ୩ଟି ସହରରେ କେବେ ବି କୌଣସି ଗାଡ଼ି ଦେଖିବାକୁ ମିଳେ ନାହିଁ

ନୂଆଦିଲ୍ଲୀ: ଆଜିର ସମୟରେ ଅଧିକାଂଶ ଦେଶର ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଗାଡ଼ି ମୋଟର ବହୁଳ ଭାବେ ଚଳପ୍ରଚଳ ହେଉଛି । ତେବେ ଆପଣମାନେ ଜାଣନ୍ତି କି ଏପରି କିଛି ସହର ରହିଛି ଯେଉଁଠି ଗାଡ଼ି ଆଦୌ ଦେଖିବାକୁ ମିଳେ ନାହିଁ…

୫ ହଜାର କୋଟି ଟଙ୍କାର କୋକିନ ଜବତ: ଗୁଜରାଟରେ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଆଆସିଛି ଏକ ବଡ଼ ଖବର ।ଚ ଗୁଜରାଟରେ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ପୋଲିସ ଦ୍ୱାରା ୫୦୦ କିଲୋଗ୍ରାମର କୋକିନ ଜବତ କରାଯାଇଛି । ଏହି ଜବତ କୋକିନର ମୂଲ୍ୟ ୫ ହଜାର କୋଟି ଟଙ୍କା ହେବ ବୋଲି…

ପାର୍ବଣ ସିଜିନରେ No-Cost EMIର ଫାଇଦା କିପରି ଉଠାଇବେ?

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇସାରିଥିବା ବେଳେ ଏହି ସମୟରେ ଆମାଜନ, ଫ୍ଲିପକର୍ଟ, ଜିଓ ମାର୍ଟ, ମାଇନ୍ତ୍ରା ପରି ଇ-କମର୍ସ ପ୍ଲାଟଫର୍ମରେ ଫେଷ୍ଟିଭ୍ ସିଜିର ଖୁବ୍ ଧୂମ୍ ମଚାଉଛି । ଏହି ସମସ୍ତ ଶପିଂ…

ହରିୟାଣା ଓ ଜମ୍ମୁ କଶ୍ମୀର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ କଶ୍ମୀର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ହରିୟାଣା ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଶାହ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ…

ମୋଟର ଯାନ ଆଇନରେ ହେବ ବଡ଼ ସଂଶୋଧନ: ଏଣିକି ନାବାଳକ ଚଳାଇ ପାରିବେ ଗାଡ଼ି, କଟିବନି ଫାଇନ୍!

ନୂଆଦିଲ୍ଲୀ: ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିୟମ ଲାଗୁ ହୋଇଥାଏ । ଗାଡ଼ି ଡ୍ରାଇଭିଂ ସମୟରେ ସିଟ୍ ବେଲ୍ଟ ନ ପିନ୍ଧିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ରଙ୍ଗ…

(Video) ରାବଣ ପୋଡ଼ିରେ ଘଟିଲା ବଡ଼ ଅଘଟଣ: ବାଣ ଛିଟିକି ପଡ଼ିବାରୁ ଜଳିଗଲେ ଯୁବକ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ଙ୍କର ଆଗମନରେ ସାରା ରାଜ୍ୟ ଆଜି ତୋରଣ ଓ ରଙ୍ଗୀନ ଆଲୋକରେ ଚମକୁଛି । ଜନସାଧାରଣ ବିଭିନ୍ନ ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କରିବା ସହ ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା…

ମାହେଲା ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ନିଯୁକ୍ତ: ପଦରୁ ହଟିଲେ ମାର୍କ ବାଉଚର

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ଧରଣର ପରିବର୍ତ୍ତନ କରିଛି । ଫ୍ରାଞ୍ଚାଇଜ ତରଫରୁ ମୁଖ୍ୟ କୋଚ ପଦରୁ ମାର୍କ ବାଉଚରଙ୍କୁ ହଟାଇ ଦିଆଯାଇଛି । ବାଉଚରଙ୍କ ସ୍ଥାନରେ ମୁଖ୍ୟ କୋଚ…