Cyclone Update: ହଟିଲା ବାତ୍ୟା ଭୟ, ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ୨୩ରୁ ବର୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରହିଥିବା ଆଶଙ୍କା ହଟିଯାଇଛି । ଓଡ଼ିଶାରେ ବାତ୍ୟା ସିଧାସଳଖ ଭାବେ କୌଣସି ପ୍ରଭାବ ପକାଇବନି । ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ।…

୧୦ ହଜାର ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ମେଧାବୃତ୍ତି: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦଶମ ପାସ କରି ଏକାଦଶ ପଢ଼ୁଥିବା ୫ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ସ୍କଲାରସିପ୍ । ଛାତ୍ରଛାତ୍ରୀମାନେ…

ଓଡ଼ିଶା ଫେରିବ ବିଜୁଙ୍କ ପ୍ରିୟ ବିମାନ ଡାକୋଟା: ଦୀର୍ଘ ପ୍ରତୀକ୍ଷାର ଘଟିବ ଅନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନ ଖୁବଶୀଘ୍ର ଓଡ଼ିଶା ଫେରିବ । ଡାକୋଟା ରାଜ୍ୟକୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରର ନିକଟରେ…

(Video) କାଳ କୋଠରୀରେ କଳା ରାଇଜ ଦମ୍ପତି: ଅର୍ଚ୍ଚନା ଥିଲେ ଜେଲରେ, ଏବେ ଗିରଫ ହେଲେ ଜଗବନ୍ଧୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳାକାରନାମାର ଗୋଟିକ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିବା…

Infosys କର୍ମଚାରୀ ଏକସଙ୍ଗେ କରିପାରିବେ ଦୁଇଟି ଚାକିରି! କମ୍ପାନୀର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ସାଧାରଣ ଭାବେ ଗୋଟିଏ କମ୍ପାନୀରେ ଗୋଟିଏ କାମ କରିବାର ନିୟମ ରହିଥାଏ । ଯଦି ଆପଣଙ୍କୁ ଏକ ସଙ୍ଗେ ଦୁଇଟି ଚାକିରି କରିବାର ସୁଯୋଗ ମିଳେ, ତେବେ ଏହା ନିଶ୍ଚିତ ଭାବେ ଏକ ଖୁସି ଖବର ହେବ ।…

ଜମି ପାଇଁ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ: ଦୁଇଦିନରେ ଚାଲିଗଲା ୧୭୦ ଜଣଙ୍କର ଜୀବନ

ନୂଆଦିଲ୍ଲୀ: ଜମି ବିବାଦ କାରଣରୁ ଚାଲିଯାଇଛି ୧୭୦ ଜଣଙ୍କ ଜୀବନ । ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ଧରଣର ସଂଘର୍ଷ ଘଟି ମାତ୍ର ଦୁଇ ଦିନ ମଧ୍ୟରେ ଏତେସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ସୁଦାନର ଦକ୍ଷିଣ ପ୍ରାନ୍ତର…

Emoji Color Yellow କାହିଁକି: ଲାଲ, ସବୁଜ କି ବାଦାମୀ ନୁହେଁ, କ’ଣ ରହିଛି ଏହି ରଙ୍ଗ ପଛର ଇତିହାସ

ଆଜିକାଲିର ଡିଜିଟାଲ ଯୁଗରେ ବିଭିନ୍ନ ସୋସିଆଲ ମିଡ଼ିଆରେ ‘ଇମୋଜି’ର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି । ତେବେ ଇମୋଜର ରଙ୍ଗ କାହିଁକି ହଳଦିଆ ହେଲଳ । ଲାଲ, ସବୁଜ, ବାଇଗଣୀ କି ବାଦାମୀ ରଙ୍ଗ କାହିଁକି ହେଲାନି । ଏ…

Cochin Shipyard Limited ନିଯୁକ୍ତି: ଖାଲି ଅଛି ୩୫୬ଟି ପଦବୀ, ୪ ଦିନ ମଧ୍ୟରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । କୋଚିନ ଶିପୟାର୍ଡ ଲିମିଟେଡ (ସିଏସଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀମାନଙ୍କୁ ଆଇଟିଆଇ ଟ୍ରେଡ…

ଦୈନିକ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ସମସ୍ତ ବର୍ଗର ଶ୍ରମିକଙ୍କର ଦୈନିକ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ…

ଘରୁ ମିଳିଲା ୧ ଲକ୍ଷ ଅସରପା: ସାପ, କଇଁଛ, ବିଲେଇ, ଠେକୁଆଙ୍କ ପରି ୩୦୦ ପ୍ରକାର ଜୀବଙ୍କୁ କାହିଁକି ଘରେ ରଖିଥିଲେ ମହିଳା

ନୂଆଦିଲ୍ଲୀ: ଅଧିକାଂଶ ଲୋକ ନିଜ ଘରମାନଙ୍କରେ ପଶୁପକ୍ଷୀଙ୍କୁ ରଖିବାକୁ ପସନ୍ଦ କରିଥାନ୍ତି । ବେଳେବେଳେ ଏହା ସେମାନଙ୍କ ପାଇଁ ବିପଦର କାରଣ ସାଜିଥାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଘରୁ…