Radha Ashtami: ଶ୍ରୀକୃଷ୍ଣ ବୃନ୍ଦାବନ ଚାଲିଯିବା ପରେ ରାଧାଙ୍କର କ’ଣ ହେଲା, କେମିତି ଥିଲା ଦୁହିଁଙ୍କର ଅନ୍ତିମ ସାକ୍ଷାତ
ହିନ୍ଦୁ ଧର୍ମରେ ଭାଦ୍ରବ ଶୁକ୍ଲ ପକ୍ଷର ଅଷ୍ଟମୀ ତିଥିକୁ ରାଧା ଅଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ଦିନ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ଭକ୍ତମାନେ ରାଧେ ରାଧେ ଧୂନରେ ମଜ୍ଜି ଯାଇଥାନ୍ତି । ଅନ୍ୟ ଦିନମାନଙ୍କରେ ରାଧା…