fbpx

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଆଜି ହେଉଛି Easter Sunday, କାହିଁକି ଏହାକୁ ପାଳନ କରାଯାଏ, ଜାଣନ୍ତୁ ଏହାର ମହତ୍ତ୍ୱ ଓ ଇତିହାସ

୧୭ ଏପ୍ରିଲକୁ ଇଷ୍ଟର ଡେ ପର୍ବ ଭାବେ ପାଳନ କରାଯାଇଥାଏ । ଏହି ଦିବସକୁ ଇଷ୍ଟର ସନ ଡେ ମଧ୍ୟ କୁହାଯାଇଥାଏ । ଏହି ଦିନ ଲୋକମାନେ ଚର୍ଚ୍ଚ ଯାଇ ପ୍ରାର୍ଥନା କରିବା ସହ ବନ୍ଧୁ ପରିଜନଙ୍କୁ ଉପହାର ପ୍ରଦାନ କରିଥାନ୍ତି ।…

ବର୍ଷକୁ ମିଳିବ ୩୦୦ Earned Leave, କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନୂଆ ଶ୍ରମ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ଲାଗୁ ହୋଇପାରେ ନୂଆ ୱେଜ୍ କୋଡ୍ । ଏନେଇ ସମସ୍ତ କ୍ଷେତ୍ରର ଏଚଆର ମୁଖ୍ୟଙ୍କ ସହ ଆଲୋଚନା ହୋଇଛି । ଯଦି ନୂଆ ଶ୍ରମ ନିୟମ ଲାଗୁ…

ଆସନ୍ତା ୨୧ରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ୨୧ ତାରିଖରେ ଭାରତରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଜନସନ ଭାରତ ଗସ୍ତରେ ଆସୁଛନ୍ତି । ଜନସନ ଭାରତ ଆସିବା ନେଇ…

୪୦ ଡିଗ୍ରୀ ଉପରେ ରାଜ୍ୟର ୧୫ଟି ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛି । ଏହି କ୍ରମରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦…

ନାଗକୁ ହତ୍ୟା କରିଦେଲା ଯୁବକ, ଏହାପରେ ନାଗ ହତ୍ୟାର ପ୍ରତିଶୋଧ ନେଲା ନାଗିନ

ନୂଆଦିଲ୍ଲୀ: ନାଗ-ନାଗୁଣୀଙ୍କୁ ନେଇ ଆପଣମାନେ ପୂର୍ବରୁ ଅନେକ କାହାଣୀ ଶୁଣିଥିବେ । ମାତ୍ର ନିକଟରେ ଉତ୍ତରପ୍ରଦେଶରୁ ଯେଉଁ କାହାଣୀଟି ସାମ୍ନାକୁ ଆସିଛି ତାହା କୌଣସି ଫିଲ୍ମର ଷ୍ଟୋରୀ ଠାରୁ କମ୍ ନୁହେଁ । ନାଗର ମୃତ୍ୟୁର…

ପଶ୍ଚିମବଙ୍ଗ ଉପନିର୍ବାଚନ: ବିଜେପି ଧରାଶାୟୀ, ଦୁଇ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ଆଜିର ଦେଶର ୪ଟି ରାଜ୍ୟର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମସି)ର ଯାଦୁ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭାରତୀୟ…

ଗାଁରେ ମିଳୁନାହିଁ ଜଳ, ପାଠପଢ଼ା ବନ୍ଦ କରି ୨ କିମି ଚାଲିଚାଲି ୪୦ ଫୁଟ ଗଭୀର କୂଅରୁ ପାଣି ଆଣୁଛନ୍ତି ଛାତ୍ରଛାତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ଗରମ ଦିନ ଆସିଯାଇଥିବା ବେଳେ ଦେଶର ଅନେକ ସ୍ଥାନରେ ଏବେ ଆରମ୍ଭ ହୋଇଯାଇଛି ଜଳସଙ୍କଟ । ତେବେ ଏପରି ସ୍ଥିତିରେ ମହାରାଷ୍ଟ୍ରର ନାସିକରୁ ଏକ ଭୟଙ୍କର ଜଳ ସଙ୍କଟ ଖବର ଆସିଛି । ମହିଳାମାନେ ୪୦ ଫୁଟ…

ପୁଅ ଆଖି ସାମ୍ନାରେ ସମୁଦ୍ର ଜଳରେ ବୁଡ଼ିଗଲେ ବାପା, ଯେତେ ଡାକିଲେ ବି ଆଉ ଫେରିଲେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀକୁ ବର୍ଷସାରା ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଏହି ଅବସରରେ ପୁରୀ ସମୁଦ୍ରରେ ସ୍ନାନ କରିବାର ମଜା ଉଠାଇବାକୁ କେହି…

ମହାଶକ୍ତି ରୁଷିଆର ସମସ୍ତ ରଣକୌଶଳକୁ ପଣ୍ଡ କରିଛି ୟୁକ୍ରେନର ଶକ୍ତିଶାଳୀ ଡ୍ରୋନ୍! ଭବିଷ୍ୟତର ଯୁଦ୍ଧ ପାଇଁ ଡ୍ରୋନ କ୍ଷେତ୍ରରେ ଭାରତ କେତେ…

ନୂଆଦିଲ୍ଲୀ: ସମୟ ଥିଲା ନିଜର ସୈନ୍ୟ ଦମରେ ପ୍ରତ୍ୟେକ ଦେଶ ଯୁଦ୍ଧରେ ବିଜୟ ଲାଭ କରୁଥିଲେ । ମାତ୍ର ଆଜି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ବହୁତ ଆଗକୁ ଚାଲିଯାଇଛି । ଏବେ ମିସାଇଲ, ଲେଜର ଆଟାକ, ପରମାଣୁ ଆଦି ବିଭିନ୍ନ…