fbpx

ମହାନଦୀ ନିଖୋଜ ଘଟଣା: ମିଳିଲା ଆଉ ଜଣେ ନାବାଳକଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନାବାଳକଙ୍କ ମୃତଦେହ । ଉଦ୍ଧାର ହୋଇଥିବା ନାବାଳକଙ୍କ ନାମ ହେଉଛି ଏମ.ଡି ସାଦ୍ଦିକ । ଗୁରୁଦ୍ୱାର ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୧୦ ତାରିଖ…

ଦେଶରେ ଖୋଲିବାକୁ ଯାଉଛି ନୂଆ ପ୍ରକାରର ବ୍ୟାଙ୍କ, ଏହା ୨୪ ଘଣ୍ଟା କାମ କରିବ ଓ ୭ ଦିନ ଖୋଲା ରହିବ: RBI

ନୂଆଦିଲ୍ଲୀ: ଆଗାମୀ ଦିନମାନଙ୍କରେ ବ୍ୟାଙ୍କିଂ ସେକ୍ଟରକୁ ନେଇ କେନ୍ଦ୍ର ସରକାର କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜନ ଧନ ଆକାଉଣ୍ଟ ପରେ ଏବେ ୨୪ ଘଣ୍ଟିଆ ଓ ସାତ ଦିନିଆ ବ୍ୟାଙ୍କିଂ ସେବା ଲୋକଙ୍କ ନିକଟରେ…

ବଡ଼ଧରଣର ରୋପୱେ ଦୁର୍ଘଟଣାରେ ଦୁଇ ମୃତ: ଏକ ହଜାର ଫୁଟ ଉଚ୍ଚତାରେ ଝୁଲି ରହିଛନ୍ତି ୩୦ ଜଣ, ଚାଲିଛି ଯବାନ, ITBP ଓ NDRFର ରେସ୍କ୍ୟୁ ଅପରେସନ୍

ନୂଆଦିଲ୍ଲୀ: ବିପଦ କେତେବେଳେ ଆସିବ, ଦୁର୍ଘଟଣା କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ । ଏକ ରୋପୱେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଅନ୍ୟ ୪୮ ଜଣ ଲୋକ ଘଣ୍ଟା ଘଣ୍ଟା ଧରି ଶୂନ୍ୟରେ ଝୁଲି…

କାହାକୁ ୫ ହଜାର ଟଙ୍କାର ଚାକିରି ମିଳୁନି ତ କାହା ଉପରେ ଟଙ୍କା ବର୍ଷା: IIIT-Lucknowର ଛାତ୍ରଙ୍କୁ ମିଳିଲା ୧.୨ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: ଆଜିକାଲିର ଜମାନାରେ କାହାକୁ ୫ ହଜାର ଟଙ୍କାର ଚାକିରିଟିଏ ମିଳୁନାହିଁ ତ କାହା ମୁଣ୍ଡରେ କୋଟି କୋଟି ଟଙ୍କା ବର୍ଷା ହେଉଛି । ଅନେକ କମ୍ପାନୀରେ କର୍ମଚାରୀମାନେ ମାସ ମାସ ଧରି ଦରମା ବୃଦ୍ଧିକୁ ନେଇ ଚାତକ ଭଳି…

ରାତାରାତି ବଦଳିଗଲା ୫ ଜଣ କର୍ମଚାରୀଙ୍କୁ ଭାଗ୍ୟ, କମ୍ପାନୀର CEO କଲେ ଏପରି ଘୋଷଣା

ନୂଆଦିଲ୍ଲୀ: ଅଧିକାଂଶ କର୍ମଚାରୀଙ୍କ ମନରେ ଏହି ଧାରଣା ଥାଏ ଯେ, ସାଧାରଣ ଭାବେ ମାଲିକମାନେ କର୍ମଚାରୀଙ୍କୁ ସ୍ୱଳ୍ପ ବେତନରେ ଚାକିରିରେ ରଖିବା ସପକ୍ଷରେ ଥାଆନ୍ତି । ତେବେ ଏହା ଶତ ପ୍ରତିଶତ ଠିକ୍ ନୁହେଁ । ଏ ଦୁନିଆରେ…

ସମ୍ମୁଖ ଯୁଦ୍ଧରେ ଭାରତକୁ ହରାଇ ପାରିଲାନି ଚୀନ: ଭାରତବର୍ଷର ବିଦ୍ୟୁତ ସପ୍ଲାଇକୁ ଧ୍ୱଂସ କରିବାକୁ ଚୀନ ସେନା ପ୍ରସ୍ତୁତ କରିଛି TAG-38,…

ନୂଆଦିଲ୍ଲୀ: ଥରେ ଭାବନ୍ତୁ ଆପଣ ସକାଳୁ ଉଠିବା ପରେ ଯଦି ବିଦ୍ୟୁତ ନଥିବା କ’ଣ ହେବ? କେବଳ ଆପଣଙ୍କର ନୁହେଁ ସାରା ଦେଶ ସଙ୍କଟଜନକ ସ୍ଥିତିକୁ ଚାଲିଯିବ । ଏଭଳି ସ୍ଥିତିରେ ଆପଣଙ୍କର ସମସ୍ତ କାମ ଠପ୍ ହୋଇଯିବ, ହସ୍ପିଟାଲ,…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ରାଜଧାନୀରେ ବିଳମ୍ବିତ ରାତ୍ରିରେ ମର୍ଡର: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର, ଅନାଥ ହୋଇଗଲା ଏକମାତ୍ର ସନ୍ତାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱର ଅସୁରକ୍ଷିତ ହୋଇପଡ଼ିଛି । ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ଏକ ପରିବାରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କର…

ଆମ୍ବୁଲାନ୍ସ ମିଳିଲାନି, ଠେଲାରେ ଦିବ୍ୟାଙ୍ଗ ପୁତ୍ରଙ୍କୁ ମେଡିକାଲ ନେଲେ ବାପା: ମେଡିକାଲରେ ପହଞ୍ଚିବା ବେଳକୁ ବହୁତ ଡେରି ହୋଇଗଲା

ନୂଆଦିଲ୍ଲୀ: ଆମ୍ବୁଲାନ୍ସ ଅଭାବରୁ ରୋଗୀଙ୍କର ମୃତ୍ୟୁ ଘଟିବା ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଛି । ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଅନେକ ଗରିବ ରୋଗୀ ମୃତ୍ୟୁବରଣ କରୁଥିଲେ ହେଁ ଏହି ପରିସ୍ଥିତି ସୁଧୁରିବାର…

‘ଚୌକିଦାର ଚୋର ହେ’: ଇମ୍ରାନଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ, ଦେଖନ୍ତୁ Video

ନୂଆଦିଲ୍ଲୀ: ବେଳକୁ ବେଳ ପାକିସ୍ତାନର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଚୟନ କରାଯିବାକୁ ଥିବାବେଳେ ଏହି ସମୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓମ୍ରାନଙ୍କ ଲକ୍ଷ ଲକ୍ଷ…