ଇଏ ପୋଲିସ ନା ଗୁଣ୍ଡା, ସାମାନ୍ୟ କଥାକୁ ନେଇ ଜଣେ ଲୋକ ଉପରକୁ ଗୁଳି ଚଳାଇଲେ SI, ଦେଖନ୍ତୁ Video

ନୂଆଦିଲ୍ଲୀ: ଦିନକୁ ଦିନ ପୋଲିସର ବର୍ବରତା ବଢ଼ିବାରେ ଲାଗିଛି । ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ ତ ଦୂରର କଥା, ସେମାନଙ୍କ ଉପରକୁ କଥା କଥାକେ ଗୁଳି ଚଳାଇ ଦେଉଛି ପୋଲିସ । ତେବେ ଏଭଳି ଏକ ଭୟଙ୍କର ଘଟଣା ଘଟିଛି…

ବିଚାରପତି ଲୋୟାଙ୍କୁ ହତ୍ୟା କରାଯାଇଛି, ଅକ୍ଷର ଓ ସମ୍ବିଧାନ ସୁରକ୍ଷା ମଞ୍ଚ କାର୍ଯ୍ୟକ୍ରମରେ ଖୁଲାସା କଲେ ମୁମ୍ବାଇର ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରୁନାହିଁ । ହାତଗଣତି କେତୋଟି ସଂସ୍ଥାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗଣମାଧ୍ୟମ ଆଜି…

ଯୁବତୀଙ୍କ ସହିତ କେବଳ ବନ୍ଧୁତା ରହିଥିଲେ ଶାରୀରିକ ସମ୍ପର୍କ ପାଇଁ ସହମତି ଅଛି ଭାବିବା ଠିକ୍ ନୁହେଁ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଓ ଯୌନ ସମ୍ବନ୍ଧ ସ୍ଥାପନ ସହମତିକୁ ନେଇ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ଜଣେ ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସହିତ ବନ୍ଧୁତା ସ୍ଥାପନ…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବ ବାୟୋପିକ୍, ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ହେବ ରିଲିଜ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ଆସିବ ଏକ ବାୟୋପିକ୍ । ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅବସରରେ ତାହା ରିଲିଜ୍ ହେବ । ଫିଲ୍ମକୁ…

Reliance Jioରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଆକାଶ ହେଲେ ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ମୁକେଶଙ୍କ ପୁତ୍ର ଆକାଶ ଅମ୍ବାନୀ ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି…

ଡଲାର ତୁଳନାରେ ଦୁର୍ବଳ ହେଲା ଟଙ୍କା, ଅଶୋଧିତ ତୈଳ ଦର ବୃଦ୍ଧି ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡ଼ିଛି । ଆଜି ଟଙ୍କାର ମୂଲ୍ୟରେ ହ୍ରାସ ଘଟିଛି । ଡଲାର ମୁକାବିଲାରେ ଟଙ୍କା ୭୮.୭୦ ରେକର୍ଡ ସ୍ତରରେ ପହଞ୍ଚିଛି । ଗତ…

ଗୋଟିଏ ପରିବାରର ୯ ଜଣ ଆତ୍ମହତ୍ୟା କରିନଥିଲେ, ଗୁପ୍ତଧନ ଲୋଭରେ ସମସ୍ତଙ୍କୁ ବିଷଦେଇ କରାଯାଇଥିଲା ହତ୍ୟା

ନୂଆଦିଲ୍ଲୀ: ଗତ ୨୦ ତାରିଖରେ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଏକ ଭୟଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକାସଙ୍ଗେ ଆତ୍ମହତ୍ୟା କରିଥିଲେ । ତେବେ ଉକ୍ତ ଘଟଣାରେ ଏବେ ଆସିଛି ନୂଆ…

#instagramdown: Instagram ସର୍ଭର ଡାଉନ ହେବା ପରେ ଭାଇରାଲ ହେଲା ୟୁଜର୍ସଙ୍କ Funny Memes & Tweets

ନୂଆଦିଲ୍ଲୀ: ଆଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ସର୍ଭର ଡାଉନ ଦେଖିବାକୁ ମିଳିଥିଲା । ତେବେ ଏହାର ପ୍ରତିକ୍ରିୟା ୟୁଜର୍ସମାନେ ଦେଇଛନ୍ତି । ଏନେଇ ହ୍ୟାସଟ୍ୟାଗ ଇନଷ୍ଟାଗ୍ରାମଡାଉନ ୱିଟରରେ ଟ୍ରେଣ୍ଡିଂ…

ମୋତେ କ’ଣ ଭାବିଛ କି, ମୁଁ ଜଣେ ଅଟୋବାଲା: ନା…ନା…ନା… ମୁଁ ଟୁଙ୍ଗୁରୁ ଭୋଳ କରିବି ଖେଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଅଟୋ ଡ୍ରାଇଭରକୁ ରାତାରାତି ହିରୋ ପାଲଟି ଯାଇଥିବା ଟୁଙ୍ଗୁରୁ ଭୋଳ ବିଷୟରେ ଆଜି କିଏ ବା ନ ଜାଣେ । ଏମ୍ସ ମେଡିକାଲକୁ ଅଟୋ ନେଇ ଯାଉଥିବା ସମୟରେ ଟୁଙ୍ଗୁରୁଙ୍କର ଦେଖା ହୁଏ ବର୍ଷା…

Alt Newsର କୋ-ଫାଉଣ୍ଡର ମହମ୍ମଦ ଜୁବେର ଗିରଫ

ନୂଆଦିଲ୍ଲୀ: ଅଲଟ ନ୍ୟୁଜର କୋ-ଫାଉଣ୍ଡର ମହମ୍ମଦ ଜୁବେର ଗିରଫ ହୋଇଛନ୍ତି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଜୁବେରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସର ଆଇଏଫଏସଓ ୟୁନିଟର ସେକ୍ସନ ୧୫୩ ଓ ୨୯୫ଏ ଆଧାରରେ…