fbpx

EPFOର ୬ କୋଟି କର୍ମଚାରୀଙ୍କୁ ଜବରଦସ୍ତ ଝଟକା: ଏଣିକି PF ଖାତାଧାରୀଙ୍କୁ ମିଳିବ କମ୍ ସୁଧ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ଦ୍ୱାରା ପିଏଫ ଖାତାଧାରୀଙ୍କ ସୁଧ ହ୍ରାସ କରାଯାଇଛି ।…

୩୭ ନମ୍ବର ୱାର୍ଡର ବିକାଶ, ମୌଳିକ ସମସ୍ୟାର ସମାଧାନ ଆମର ମୂଳ ଲକ୍ଷ୍ୟ: ସ୍ୱାଧୀନ ପ୍ରାର୍ଥୀ ବନ୍ଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ତେବେ ଏହି ପ୍ରଚାର ପ୍ରକ୍ରିୟାରେ ରାଜ୍ୟର ତିନୋଟି ମୁଖ୍ୟ…

ରାଜ୍ୟସଭାକୁ ଯାଇ ପାରନ୍ତି BJP ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ: ଓଡ଼ିଶା ରାଜନୀତିରେ କ’ଣ ରହିବ ପ୍ରଭାବ

ନୂଆଦିଲ୍ଲୀ: ବର୍ତ୍ତମାନ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଯାଇଛି । ୪ଟି ରାଜ୍ୟରେ ବିଜେପି ବାଜିମାତ କରିଥିବା ବେଳେ ଗୋଟିଏ ରାଜ୍ୟରେ ଆମ ଆଦମୀ ପାର୍ଟି (ଆପ) ସରକାର ଗଠନ କରିବ । ତେବେ ଏହା…

ଓଡ଼ିଆ IAS ଅଧିକାରୀ ଦେବାଶିଷ ପଣ୍ଡା IRDAIର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଆଇଏଏସ ଅଧିକାରୀ ଦେବାଶିଷ ପଣ୍ଡା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି । ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦେବାଶିଷଙ୍କୁ ନିଯୁକ୍ତି…

ମର୍ଣ୍ଣିଂ ୱାକ ବେଳେ ଆଇନଜୀବୀଙ୍କ ମୃତ୍ୟୁ: ଉତ୍ତ୍ୟକ୍ତ ଲୋକେ ଟ୍ରକ୍ ଜାଳିଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲାରେ ଆଜି ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଜଣେ ଆଇନଜୀବୀ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେବାରେ ତାଙ୍କର ମୃତ୍ୟୁ ଘଟିଛି । ଫଳରେ…

ପ୍ରକାଶ ପାଇଲା CBSE Term-1 ପରୀକ୍ଷା ଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କର ରେଜଲ୍ଟ ସେମାନଙ୍କର ସ୍କୁଲମାନଙ୍କରେ ଉପଲବ୍ଧ ହେବ । ଗତ ନଭେମ୍ବର ମାସ ୩୦ରୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

UPରେ ଐତିହାସିକ ବିଜୟ ପରେ ବଢ଼ିଲା ଦମ୍: ମୋଦୀ-ଶାହଙ୍କ ପରେ BJP ପାୱାର କରିଡରର ତିନି ନମ୍ବର ନେତା ହେଲେ ଯୋଗୀ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଅନେକ ସନ୍ଦେଶ ଦେଉଛି । ଉତ୍ତରପ୍ରଦେଶର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜେପିକୁ କ୍ଷମତାସୀନ କରାଇବା ପରେ ଯୋଗୀ ଆଦିତ୍ୟନାଥଙ୍କର…

ୟୁକ୍ରେନ ବିପକ୍ଷ ଯୁଦ୍ଧରେ ହାରିବା ମହଙ୍ଗା ପଡ଼ିଲା, ୮ ଜଣ ଜେନେରାଲଙ୍କୁ ଦଣ୍ଡିତ କଲେ ପୁଟିନ: ରିପୋର୍ଟ

ନୂଆଦିଲ୍ଲୀ: ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ଯୁଦ୍ଧ ବନ୍ଦ ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ବାର ଆଲୋଚନା ହୋଇଥିଲେ ଏଯାବତ ସେନେଇ ସେନେଇ କୌଣସି ସୁଫଳ ମିଳିପାରି ନାହିଁ । ତେବେ…

Paytm Payments Bankକୁ RBI ଝଟକା: ନୂଆ ଗ୍ରାହକ ଯୋଡ଼ିବା ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ (ପିପିବିଏଲ)କୁ ଏକ ଏକ ଜବରଦସ୍ତ ଝଟକା ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା ଜଣାପଡ଼ିଛି । ଏଣିକି ପିପିବିଏଲ ଆଉ…