ଏଣିକି ଡ୍ୟୁଟି ଟାଇମରେ ଅଫିସ ଭିତରେ କର୍ମଚାରୀମାନେ ଦୈନିକ ୩୦ ମିନିଟ୍ ଶୋଇପାରିବେ, ଭାରତୀୟ କମ୍ପାନୀର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ: ସାଧାରଣ ଭାବେ ଅଫିସମାନଙ୍କରେ ସମସ୍ତ କର୍ମଚାରୀମାନଙ୍କୁ ବିଭିନ୍ନ କଟକଣା ମାନି ଚଳିବାକୁ ପଡ଼ିଥାଏ । ବିଶେଷ କରି ପ୍ରାଇଭେଟ ସଂସ୍ଥାଗୁଡ଼ିକରେ ଏହାକୁ ନେଇ ବେଶି ଟେନସନରେ ରହିଥାନ୍ତି ଷ୍ଟାଫମାନେ । ତେବେ…

KGF Chapter 2 ଅଭିନେତାଙ୍କ ଦେହାନ୍ତ, ବଲିଉଡ ଓ ସାଉଥ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ନୂଆଦିଲ୍ଲୀ: ବର୍ତ୍ତମାନ ବକ୍ସ ଅଫିସରେ କେଜିଏଫ୍ ଚାପ୍ଟର ୨ ଧୂମ୍ ମଚାଇ ଚାଲିଥିବା ବେଳେ ଏହି ସମୟରେ ଏକ ଦୁଃଖଦ ଖବର ଆସିଛି । କେଜିଏଫ୍ ଫେମ୍ ଅଭିନେତା ମୋହନ ଜୁନେଜା ଆଜି ପରଲୋକ ଗମନ କରିଛନ୍ତି । ମୋହନ ଦୀର୍ଘ ସମୟ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏଣିକି କମର୍ସ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ହୋଇପାରିବେ ସରକାରୀ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଏଣିକି କମର୍ସ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀମାନେ ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । କମର୍ସରେ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଏଣିକି ମୋବାଇଲ OTPରେ ଛାତ୍ରଛାତ୍ରୀମାନେ ପାଇପାରିବେ କଲେଜ ଲିଭିଂ ସାର୍ଟିଫିକେଟ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଲାଗୁ କରିବାକୁ ଯାଉଛି ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଲେଜ ଲିଭିଂ ସାର୍ଟିଫିକେଟ (ସିଏଲସି)କୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଆଉ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯୁକ୍ତତିନି ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ସିଏଲସିକୁ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଇତିମଧ୍ୟରେ ୱେଲ ମାର୍କଡ ଲୋ ପ୍ରେସରରେ…

ଆଉ ବଞ୍ଚି ହେବନି: ପୂର୍ବରୁ ବଢ଼ିଥିଲା ପେଟ୍ରାଲ, ଡିଜେଲ, ସିଏନଜି, କ୍ଷୀର, ଲେମ୍ବୁ, ଟମାଟୋ ଆଉ ଏବେ ମହଙ୍ଗା ହେଲା LPG

ନୂଆଦିଲ୍ଲୀ: ପୁଣି ଥରେ ସାଧାରଣ ଜନତାଙ୍କ ଉପରେ ହୋଇଛି ମହଙ୍ଗା ମାଡ଼ । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇଛି । ଏଲପିଜିର ଏହି ମୂଲ୍ୟ ବୃଦ୍ଧି ସମଗ୍ର ଦେଶରେ ଆଜିଠାରୁ ଲାଗୁ ହେବାକୁ ଯାଉଛି । ଆଜିର…

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି: ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା, ଆଳୁ କିଲୋ ୩୮୦ ଟଙ୍କା

ନୂଆଦିଲ୍ଲୀ: ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ନ କହିବା ଭଲ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଜରୁରୀକାଳୀନ ପରିସ୍ଥିତି ଘୋଷଣା…

ଏଣିକି ରାତିରେ ସହଜରେ ମିଳିପାରିବ ମଦ, ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲିବାକୁ ଅନୁମତି ଦେଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଏହି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ । ନିକଟରେ ଦିଲ୍ଲୀ ସରକାର ରାତି ୩ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଛନ୍ତି ।…

ହୋଟେଲରେ ଭୟଙ୍କର ବିସ୍ଫୋରଣ: ୨୨ ମୃତ, ୭୪ ଆହତ

ନୂଆଦିଲ୍ଲୀ: ଏକ ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୭୪ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଗ୍ୟାସ ଲିକ କାରଣରୁ ଏହି ଧମାକା ହୋଇଥିବା କୁହାଯାଉଛି । କ୍ୟୁବା ରାଜଧାନୀ…