ଭାରତର ଅବସ୍ଥା ଭୟଙ୍କର: ମହଙ୍ଗା ମାଡ଼ ସାଙ୍ଗକୁ ଅଭିବୃଦ୍ଧି କମୁଛି, ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣ ସାରା ଦୁନିଆର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଇଛି । କୋଭିଡ୍ ସଂକ୍ରମଣ ଧୀରେଧୀରେ ହ୍ରାସ ଘଟିବା ପରେ ଜନସାଧାରଣଙ୍କର ଜୀବନ ଧାରଣର ମାନ ସୁଧୁରିବାରେ…

କୃଷକ ନହୋଇ ମୁଁ କାଳିଆ ଟଙ୍କା ପାଇଲି, ଡ୍ରାଇଭର ନ ହୋଇ ଆନ୍ଦୋଳନରେ ସାମିଲ ହେଲି: ନୂଆ କମେଡ଼ି ଶୋ’ ‘କାଠିଆର ଡ୍ରାଇଭର ମାମୁଁ’ର ମଜା ଉଠାନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଓଡ଼ିଶା ଭାସ୍କର’ ଟିମ୍ ପୁଣି ଥରେ ଆପଣମାନଙ୍କ ନିକଟକୁ ନେଇ ଆସିଛନ୍ତି ନୂଆ କମେଡ଼ି ଶୋ’ ‘ହଲଚଲ ଧମାଲ’ର ନୂଆ ଏପିସୋଡ୍ । ପୂର୍ବ ଏପିସୋଡଗୁଡ଼ିକରେ ଆପଣମାନେ ଏହି ଭିଡିଓଗୁଡ଼ିକୁ ଅନେକ…

ମିଥୁନ୍ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତାଙ୍କ ମିଥୁନ୍ ଚକ୍ରବର୍ତ୍ତୀ ଅସୁସ୍ଥତା ନେଇ କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ତେବେ ଏହାକୁ ନେଇ ଫ୍ୟାନ୍ସଙ୍କ ମନରେ ନିରାଶା ଭାବନା ସୃଷ୍ଟି ହେବା ସହ ସେମାନେ ଏନେଇ…

କୋଭିଡ୍ ଭ୍ୟାକ୍ସିନ ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଏ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କରୋନା ଟିକା ଲଗାଇବା ପାଇଁ କୌଣସି ଲୋକଙ୍କୁ ବାଧ୍ୟ କରାଯାଇ ପାରିବ…

ଆସନ୍ତାକାଲି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା! ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ଏକ ଖୁସି ଖବର । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ ଏକ ବଡ଼ ଗିଫ୍ଟ ଦେବାକୁ ଯାଉଛନ୍ତି । ଏହି ଅବସରରେ ଆସନ୍ତାକାଲି ରାଜ୍ୟର…

୧୫ ବର୍ଷ ଲିଭ୍-ଇନରେ ରହିଲା: ଏକ ସଙ୍ଗେ ୩ ପ୍ରେମିକାଙ୍କୁ ବିବାହ କଲା ୬ଟି ସନ୍ତାନର ରସିକିଆ ପିତା

ନୂଆଦିଲ୍ଲୀ: ପ୍ରଥମେ ପ୍ରେମ, ତା’ପରେ ଲିଭ-ଇନ୍, ଶେଷରେ ଧୋକ୍କା । ଆଜିକାଲି ପ୍ରେମ ବ୍ୟାପାରକୁ ନେଇ ଏପରି ଅନେକ କଳାକାରନାମା ଦେଖିବାକୁ ମିଳୁଛି । କିଛିଦିନ ଲିଭ୍-ଇନରେ ରହିବା ପରେ କିଛି ଯୁବକ ଓ ଯୁବତୀ ଅନ୍ୟତ୍ର…

ପରୀ ଅପହରଣ, ମାହାଙ୍ଗା ଡବଲ ମର୍ଡର, ମମିତା ହତ୍ୟା, ରୋଷେୟା ମୃତ୍ୟୁ ଘଟଣାରେ ସମ୍ପୃକ୍ତ BJD ମନ୍ତ୍ରୀମାନଙ୍କୁ କେବେ ଗିରଫ କରାଯିବ: BJP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତ ଶୁକ୍ରବାର ଦିନ ଗିରଫ ହୋଇଛନ୍ତି ଦେବଗଡ଼ ବିଧାୟକ ସୁବାଶ ପାଣିଗ୍ରାହୀ । ପରେ ବିଧାୟକଙ୍କୁ ବିଚାର ବିଭାଗୟୀ ହାଜତକୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୧ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ମହଙ୍ଗା ମାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଖାଇବା ତେଲକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ପରି ଖାଇବା ତେଲର ମହଙ୍ଗାମାଡ଼ରେ ସାଧାରଣ ଜନତା କଲବଲ ହେଉଛନ୍ତି । ତେଣୁ ଏହି ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି । କେନ୍ଦ୍ର ସରକାର ଜନସାଧାରଣଙ୍କର…

ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିଲାଣି, ଆଗକୁ ୫୦ ଡିଗ୍ରୀ ଟପିବ: IMDର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମର ପ୍ରଚଣ୍ଡ ତାପ ଜନସାଧାରଣଙ୍କୁ ଅସହ୍ୟ କରିପକାଉଛି । କିଛି ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଡିଗ୍ରୀ ଉପରେ ରହିବା ସହ ଅନ୍ୟ କିଛି ରାଜ୍ୟରେ ୪୫ ଟିପିଲାଣି । ତେବେ ବର୍ତ୍ତମାନ…