ବଢ଼ୁଛି କୋଭିଡ-୧୯ ସଂକ୍ରମଣ: ବୋର୍ଡ ପରୀକ୍ଷାକୁ ବାତିଲ୍ କରିବା ନେଇ ଦାବି ଉଠାଇଲେ CBSE, ISC ଓ ICSE ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଚଳିତ ମାସ ଶେଷ ସପ୍ତାହରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ), ଆଇସିଏସଇ, ଓ ଆଇଏସସି ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପରୀକ୍ଷା ପାଇଁ ଆଉ କମ୍ ଦିନ ବାକି ଥିବାବେଳେ ଦିଲ୍ଲୀ…

୨୦୨୪ରେ ବିଜେପି ରଥକୁ କେମିତି ରୋକିବ କଂଗ୍ରେସ, ନିଜ ଦମରେ ନା ମହାମେଣ୍ଟ ବଳରେ? ସତରେ କ’ଣ ଏମିତି କିଛି ଘଟିବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ସର୍ବପୂରାତନ ଦଳ କଂଗ୍ରେସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ରାଜନୈତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର କଂଗ୍ରେସକୁ ସୁଧାରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଦେଇଛନ୍ତି…

ବଦଳିଲା Credit Card ଓ Debit Cardର ନିୟମ, RBI ଜାରି କଲା ନୂଆ ସର୍କୁଲାର

ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଯୁଗରେ କ୍ରେଡିଟ କାର୍ଡ ଓ ଡେବିଟ କାର୍ଡର ବ୍ୟବହାର ବହୁଳ ଭାବେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି…

OTT ପ୍ଲାଟଫର୍ମରେ ରିଲିଜ୍ ହେବ RRR, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଆର.ରାଜମୌଲୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ଆରଆରଆର ବକ୍ସ ଅଫିସରେ ଧୂମ୍ ମଚାଇବାରେ ଲାଗିଛି । ତେବେ ଆରଆରଆରକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଅଭିନୀତ ଏହି ଫିଲ୍ମଟି ଏବେ…

ଫ୍ଲାଇଟରେ ନିଜର ସିଂହରୂପ ଦେଖାଇଲେ ପୂର୍ବତନ ହେଭିୱେଟ୍ ଚାମ୍ପିୟନ ଟାଇସନ, ଯାତ୍ରୀଙ୍କ ମୁହଁରେ ବର୍ଷାକଲେ ମୁଥ ପରେ ମୁଥ, ଦେଖନ୍ତୁ Video

ନୂଆଦିଲ୍ଲୀ: ପୂର୍ବତନ ହେଭିୱେଟ ଚାମ୍ପିୟନ ମାଇକ ଟାଇସନ ନିଜ କ୍ୟାରିୟରରେ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥିଲେ । ୫୫ ବର୍ଷୀୟ ଟାଇସନ ନିଜର କ୍ରୋଧକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ୧୯୯୭ରେ ଫାଇଟ୍…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୧ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଭାରତରୁ ହଟିଯିବ ଗରିବୀ, ଫର୍ମୂଲା ଦେଲେ ଦେଶର ଧନୀବ୍ୟକ୍ତି ଗୌତମ ଅଦାନୀ

ନୂଆଦିଲ୍ଲୀ: ନିକଟରେ ଭାରତକୁ ନେଇ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟ ଆସିଥିଲା । ରିପୋର୍ଟରେ କୁହାଯାଇଥିଲା ଯେ, ୨୦୧୧ରୁ ୨୦୧୯ ମଧ୍ୟରେ ଭାରତରେ ଗରିବୀ ହାର ବହୁମାତ୍ରାରେ ହ୍ରାସ ପାଇଛି । ଏହି ଅବଧି ମଧ୍ୟରେ ଦେଶରେ…

ପୁଣି ଚିଟଫଣ୍ଡ ଠକେଇ ମାମଲାରେ ଫସିଲା ସାହାରା ଗ୍ରୁପ, ଗିରଫ କରିବାକୁ ସୁବ୍ରତ ରାୟଙ୍କ ସହ ଅନ୍ୟ ୧୪ ଜଣଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟଙ୍କର ପିଛା ବିବାଦ ଛାଡ଼ୁନି । ପୂର୍ବରୁ ଜମାକାରୀଙ୍କ ଅର୍ଥ ହେରଫେର ମାମଲାରେ ଜେଲ ଯାଇଥିବା ସୁବ୍ରତ ପୁଣି ଫସିଛନ୍ତି ଏକ ମାମଲାରେ । ସୁବ୍ରତଙ୍କ ନାମରେ ୱାରେଣ୍ଟ ଜାରି…

ଏଣିକି ଗାଡ଼ିର ବେଗ ୫୦ ଟପିଲେ ଫାଇନ୍ ଲାଗୁ ହେବନି, ଲାଗୁ ହେବାକୁ ଯାଉଛି ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ବଦଳିପାରେ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ନିୟମ । ପୂର୍ବରୁ ରାଜଧାନୀର ୧୧ଟି ପ୍ରମୁଖ ଅଞ୍ଚଳରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୫୦ କିମି ଅତିକ୍ରମ କଲେ ଫାଇନ୍ ଲାଗୁ ହେଉଥିଲା ।…

Dream-11 ବଦଳାଇଲା ଯୁବକଙ୍କ ଭାଗ୍ୟରେଖା, କଫି ସପରେ କାମ କରୁ କରୁ ବନିଗଲେ ୨ କୋଟିର ମାଲିକ

ନୂଆଦିଲ୍ଲୀ: କଥାରେ ଅଛି- ‘ଥରେ ଲଟେରୀ ଲାଗିଗଲେ ଭାଗ୍ୟ ବଦଳିଯାଏ ।’ ତେବେ ଆଜିକାଲି ଏଇଟା କିଛି ନୂଆ କଥା ନୁହେଁ, ଲଟେରୀ ଜିତି ରାତାରାତି ଅନେକ ଯୁବକ କୋଟିପତି ପାଲଟି ଯାଇଛନ୍ତି । ନିକଟରେ ଉତ୍ତରପ୍ରଦେଶର ଜଣେ ଯୁବକ…