ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍: ୩ ମୃତ, ୩୦ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ୨୭ ନମ୍ବର ଜାତୀୟ ରାଜପଥରେ ଏକ ପ୍ରାଇଭେଟ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ବସରେ ବସିଥିବା…

ଦୁଇଦିନର ନବଜାତକକୁ ପିତା ଦେଇଦେଲେ ବିଷାକ୍ତ ଇଞ୍ଜେକସନ, ସଙ୍ଗେସଙ୍ଗେ ଚାଲିଗଲା ଛୁଆଟିର ଜୀବନ

ନୂଆଦିଲ୍ଲୀ: ପିତାମାତା ନିଜର ମନ, ପ୍ରାଣ ସବୁକିଛି ତ୍ୟାଗ କରି ସନ୍ତାନକୁ ମଣିଷ କରିବାକୁ ପ୍ରୟାସ କରିଥାନ୍ତି । ତେବେ ଆଜିର ସମାଜରେ ଏପରି କିଛି ରାକ୍ଷସ ପ୍ରବୃତ୍ତିର ଲୋକ ଅଛନ୍ତି, ଯେଉଁମାନେ ନିଜ ରକ୍ତର ସନ୍ତାନକୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ନୂଆ ଆର୍ଥିକ ବର୍ଷରେ ବଦଳିଲା EPFର ଟ୍ୟାକ୍ସ ନିୟମ: ଏଣିକି ଗ୍ରାହକଙ୍କୁ ଖୋଲିବାକୁ ପଡ଼ିବ ଦୁଇଟି PF ଆକାଉଣ୍ଟ

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଇନକମ ଟ୍ୟାକ୍ସ ସମ୍ବନ୍ଧିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି, ଯାହାକୁ କି ଜାଣିବା ସାଧାରଣ ଜନତାଙ୍କ ପାଇଁ ନିହାତି ଜରୁରୀ । ଗତ ୨୦୨୨ ବଜେଟରେ…

ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପାଇଁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କ’ଣ ସେଗୁଡ଼ିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ରାଜ୍ୟରେ ମେୟରଙ୍କୁ ଜନସାଧାରଣ ସିଧାସଳଖ ଭାବେ ଭୋଟ ଦେଇ ବାଛିଛନ୍ତି । ତେବେ ଏହାପରେ ପୌର ସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ପାଇଁ ପରୋକ୍ଷ ନିର୍ବାଚନ ହେବ । ଏହି…

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ୱରେ ଗହମ ଅଭାବ: ୨୦୨୨-୨୩ ଆର୍ଥିକ ବର୍ଷରେ ୧ କୋଟି ଟନରୁ ଅଧିକ ଗହମ ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ବଜାରରେ ବର୍ତ୍ତମାନ ଗହମର ଅଭାବ ଦେଖାଦେଇଛି । ଉଭୟ ରାଷ୍ଟ୍ର ବିଶ୍ୱର ଦୁଇ ପ୍ରମୁଖ ଗହମ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଯୁଦ୍ଧ ପରିସ୍ଥିତି ଓ କଟକଣା କାରଣରୁ…

ଗୁରମିତ-ଦେବିନାଙ୍କ ଘରକୁ ଆସିଲା ନୂଆ ଅତିଥି, କନ୍ୟା ସନ୍ତାନଙ୍କୁ ଜନ୍ମଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ଲୋକପ୍ରିୟ ଦମ୍ପତି ଦେବିନା ବୋନାର୍ଜୀ ଓ ଗୁରମିତ ଚୌଧରୀଙ୍କ ଘରକୁ ଏକ ନହ୍ନିପରି ଆସିଛି । ଏହି ନୂଆ ଅତିଥିକୁ ଦେବିନା ଓ ଗୁରମିତ ଖୁସିର ସହକାରେ ସ୍ୱାଗତ କରିଛନ୍ତି । ଦେବିନା ଏକ କନ୍ୟା…

୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଚାଲାଣ ବେଳେ ଧରାପଡ଼ିଥିଲେ ନାବାଳକ: ଜବତ ହେଲା ଟଙ୍କା, ବାଇକ୍ ଓ ମୋବାଇଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ ଦୁଇ ଜଣ ବ୍ରାଉନସାଗର ଚାଲାଣକାରୀ ଧରାପଡ଼ିଛନ୍ତି । ବାସେଳିସାହି ପୋଲିସ ସେମାନଙ୍କଠାରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୧୧ ଲକ୍ଷ…

ଏଣିକି ପୋଲିସ ଅଧିକାରୀ ଆଉ ପିନ୍ଧିବେନି କ୍ରସ୍ ବେଲଟ୍, ବାତିଲ୍ ହେଲା ବ୍ରିଟିଶ ଅମଳର ପୋଲିସ ସର୍କୁଲାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୋଲିସ ଅଧିକାରୀଙ୍କ ପୋଷାକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚାଲିଆସିଥିବା ସର୍କୁଲାର ଏବେ ପରିବର୍ତ୍ତନ ହେବ । ଏଣିକି ପୋଲିସ ଅଧିକାରୀମାନେ ସେମାନଙ୍କର…

WWE କିମ୍ବଦନ୍ତୀ ଅଣ୍ଡରଟେକରଙ୍କର ୫ଟି ରହସ୍ୟ ସମସ୍ତଙ୍କ ପାଇଁ ଅଜଣା, ଜାଣନ୍ତୁ କ’ଣ ସେସବୁ

ଡବ୍ଲ୍ୟୁଡବ୍ଲ୍ୟୁଇ ଦୁନିଆର ଲିଜେଣ୍ଡ ଅଣ୍ଡରଟେକରଙ୍କୁ କିଏ ବା ନ ଜାଣେ । ଗତ ୨୦୨୦ ମସିହା ନଭେମ୍ବରରେ ସେ ରିଟାୟାରମେଣ୍ଟ ନେଇ ସାରିଥିବା ବେଳେ ସେ ଗତ ୨ ତାରିଖରେ ତାଙ୍କୁ ହଲ୍ ଅଫ୍ ଫେମ୍ ସମ୍ମାନ ପ୍ରଦାନ କରାଯାଇଛି ।…