ଛୋଟ ପିଲାଙ୍କ ମନରେ କ୍ରୋଧ ଆସିଲେ ସେମାନଙ୍କର ଶାରୀରିକ ଓ ମାନସିକ ସ୍ଥିତି ଭୟଙ୍କର ଭାବେ ବିଗିଡ଼ି ଯାଇଥାଏ, ଜାଣନ୍ତୁ ସେମାନଙ୍କୁ କେମିତି…

ସାଧାରଣ ଭାବେ ବଡ଼ ଲୋକଙ୍କ ଅପେକ୍ଷା ଛୋଟ ପିଲାମାନେ ଅଧିକ ଭାବପ୍ରବଣ ହୋଇଥାନ୍ତି । ଛୋଟ ଛୋଟ କଥାରେ ସେମାନେ ଖୁସି ହୋଇଯାଆନ୍ତି, ସେହିପରି ଛୋଟ କଥାରେ ମଧ୍ୟ ଦୁଃଖୀ ହୋଇଥାନ୍ତି । ତେବେ ଅନେକ ସମୟରେ ପିଲାମାନଙ୍କଠାରେ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଆରମ୍ଭ ହେଲା ନିରଞ୍ଜନ ହଟାଅ ଅଭିଯାନ: କିଏ ହେବ ପରବର୍ତ୍ତୀ PCC ମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ସର୍ବପୂରାତନ ଦଳ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା । ତେଣୁ ହାଇକମାଣ୍ଡ ଉକ୍ତ ପାଞ୍ଚଟି…

ମାଆ ଉପରେ ପୁଅବୋହୂଙ୍କର ଜୁଲମ୍: ଯନ୍ତ୍ରଣାରେ ଚଟପଟ ହେଉଥିଲା ବୃଦ୍ଧା ମାଆ, ଶୁଣିବାକୁ କେହି ନଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ, ଏ ଦୁନିଆରେ ସବୁକିଛି ମିଳିପାରିବ, ମାତ୍ର ମାଆ ମିଳିପାରିବ ନାହିଁ । ମାତ୍ର ଆଜିକାଲିର ମଣିଷ ମାଆର ମୂଲ୍ୟକୁ ବୁଝି ପାରୁନାହିଁ । ନିଜର ଜନ୍ମକଲା ପୁଅ ଜନ୍ମଦାତ୍ରୀଙ୍କୁ ଇଟାରେ…

ଆପଣଙ୍କ ଝାଳରୁ ଦୁର୍ଗନ୍ଧ ଆସୁଛି କି? ଏହିସବୁ ଭୟଙ୍କର ରୋଗ ହିଁ ଏଥିପାଇଁ ଦାୟୀ

ଗରମ ସିଜିନରେ ଝାଳ ପ୍ରାୟତଃ ସମସ୍ତଙ୍କ ଦେହରୁ ବାହାରିଥାଏ । କିଛି ଲୋକଙ୍କ ଠାରୁ ନିର୍ଗତ ହେଉଥିବା ଝାଳର ଦୁର୍ଗନ୍ଧ ସମସ୍ତଙ୍କୁ ଅସହ୍ୟ କରି ପକାଇଥାଏ । ବିଭିନ୍ନ କାରଣ ପାଇଁ ଝାଳ ଦୁର୍ଗନ୍ଧଯୁକ୍ତ ହୋଇଥାଏ । ଯଦି…

ମୋଦୀଙ୍କ ପରେ କିଏ? UP ଦଖଲ ପରେ ବଢ଼ୁଛି ଯୋଗୀଙ୍କ ପାୱାର, ହୋଇପାରନ୍ତି BJPର ଭବିଷ୍ୟତର ଚେହେରା

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟରୁ ୪ଟି ବିଜେପି ସପକ୍ଷରେ ଯାଇଥିଲା । ୪ଟି ରାଜ୍ୟରେ ଭାଜପା ସରକାର ଗଠନ କରିଥିଲେ ହେଁ ସବୁଠାରୁ ଚର୍ଚ୍ଚାରେ ରହିଥିଲା ଦେଶର…

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ଗଠନ ହେଲା ଦୁଇ ଜଣିଆ ଟିମ୍, ୪ ଜଣଙ୍କୁ ଜେରା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଘର ଚୁଲି ଭାଙ୍ଗିବା ଘଟଣାର ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା । ଏହି ଅଭାବନୀୟ ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ୪…

ମହିଳା ବିଶ୍ୱକପ୍-୨୦୨୨: ଇଂଲଣ୍ଡକୁ ହରାଇ ସପ୍ତମ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱକପ୍-୨୦୨୨ର ଚାମ୍ପିୟନ ମୁକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛି ଅଷ୍ଟ୍ରେଲିଆ । ପ୍ରତିପକ୍ଷ ଇଂଲଣ୍ଡକୁ ୭୧ ରନରେ ମାତ୍ ନେଇ ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ବିଶ୍ୱ ବିଜୟୀ ହେବାର ଗୌରବ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ, ଇମ୍ରାନଙ୍କ ପାର୍ଟିର ଜଣେ କର୍ମୀଙ୍କର ରହିଛି ସମ୍ପୃକ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଆକ୍ରମଣ କରାଯାଇଛି । ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ଜଣେ କର୍ମୀ ଲଣ୍ଡରେ…

ମାଡ଼ି ଆସୁଛି ଏକ ଲଘୁଚାପ, IMD ପକ୍ଷରୁ ଜାରି ହେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଡ଼ି ଆସୁଛି ଏକ ଭୟଙ୍କର ଲଘୁଚାପ । ଆସନ୍ତା ୬ ତାରିଖ ବେଳକୁ ଏହା ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ଆଖପାଖ ଅଞ୍ଚଳରେ ଏହି…