୨୦୨୪ ସୁଦ୍ଧା କାର୍ଯ୍ୟକାରୀ ହେବ ମାଲକାନଗିରି ଏୟାରପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏୟାରପୋର୍ଟ କାର୍ଯ୍ୟକାରୀ ହେବ । ଏଥିପାଇଁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଜମି ଓ ୩୩ ଏକର ଜଙ୍ଗଲ ଜମିର ଆବଶ୍ୟକତା…

Apple ଲଞ୍ଚକଲା ସବୁଠାରୁ ଶସ୍ତା 5G iPhone, ଜାଣନ୍ତୁ ଏହାର ଫିଚର୍ସ ଓ ଦାମ୍

ନୂଆଦିଲ୍ଲୀ: ଆପଲ କମ୍ପାନୀ ସବୁଠାରୁ ଶସ୍ତା ୫ଜି ଆଇଫୋନ୍ ଏସଇ ୨୦୨୨ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏଥିରେ ଏ୧୫ ବାୟୋନିକ ପ୍ରୋସେସର ଦିଆଯାଇଥିବା ବେଳେ କମ୍ପାନୀ ଏହାକୁ ତିନୋଟି କନଫିଗ୍ରେସନରେ ଲଞ୍ଚ କରିଛି । ଏହାର…

ଜଙ୍କ ଫୁଡ୍ ବିଜ୍ଞାପନ ଉପରେ ଲାଗିବ ରୋକ୍, ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାର ଜାରି କରିପାରନ୍ତି ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ସାଧାରଣତଃ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ ଫୁଡର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଜଙ୍କ ଫୁଡ୍ ଖାଇବା ଦ୍ୱାରା ଅଧିକାଂଶ ଯୁବପୀଢି ମୋଟାପାର ଶିକାର ହୋଇଥାନ୍ତି । ତେଣୁ ଏଥିରେ ସୁଧାର…

ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖାଦ୍ୟ ପାଲଟିଲା ବିଷ । ହଷ୍ଟେଲ ଖାଦ୍ୟ ଖାଇ ୧୫ରୁ ଅଧିକ କଲେଜ ଛାତ୍ରୀ ଆକ୍ରାନ୍ତ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି । ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି…

ଯୁଦ୍ଧ ପାଇଁ ବିଶ୍ୱରେ ବଢ଼ୁଛି ଗହମର ଅଭାବ: ୟୁକ୍ରେନ ଓ ରୁଷିଆ କରିପାରୁ ନାହାନ୍ତି ରପ୍ତାନୀ, ସୁଯୋଗ ହାତଛଡ଼ା କରିବନି ଭାରତ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ଆଜି ସମଗ୍ର ବିଶ୍ୱର ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ନିକଟରେ ସୁନା, ଖାଇବା ତେଲର ଅହେତୁକ ଦର ବୃଦ୍ଧି ଘଟିଥିବା ବେଳେ ଖୁବଶୀଘ୍ର ପଟ୍ରୋଲ, ଡିଜେଲ ସହ ବିଭିନ୍ନ…

ୟୁପି ଓ ପଞ୍ଜାବ ଉପରେ ସଭିଙ୍କ ନଜର: ଫଳାଫଳ ବିଗାଡ଼ିଦେବ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ସମୀକରଣ

ନୂଆଦିଲ୍ଲୀ: ଭାରତବର୍ଷର ୫ଟି ରାଜ୍ୟର ନିର୍ବାଚନ ସରୁ ସରୁ ଜନମତ ସର୍ଭେ ରିପୋର୍ଟ ଆସିଯାଇଛି । ତେବେ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପି ଓ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ) ସରକାର ଗଠନ କରିବ ବୋଲି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଗାର୍ଲଫ୍ରେଣ୍ଡ ସବାଙ୍କ ପ୍ରେମରେ ଉବୁଟୁବୁ ହ୍ରିତିକ, କେବେ ହେବ ମ୍ୟାରେଜ୍

ନୂଆଦିଲ୍ଲୀ: ବଲିଉଡର ହଟ୍ ଡ୍ୟାନ୍ସିଂ ଷ୍ଟାର ହ୍ରିତିକ ରୋଶନ ବର୍ତ୍ତମାନ କାଫି ଚର୍ଚ୍ଚାରେ ରହିଛନ୍ତି । ଖୁବଶୀଘ୍ର ହ୍ରିତିକ ବିବାହ କରିବାକୁ ଯାଉଥିବା ଶୁଣାଯାଉଛି । ଗତ ୨୦୧୪ରେ ହ୍ରିତିକ ପତ୍ନୀ ସୁସେନ ଖାନଙ୍କ ଠାରୁ…

୨୨ ବର୍ଷ ତଳେ ଭାରତୀୟ ବିମାନକୁ ଅପହରଣ କରିଥିବା ଆତଙ୍କୀ ମୃତ, ୧୯୯୯ରେ ୧୭୮ ଯାତ୍ରୀଙ୍କୁ ରଖିଥିଲା ବନ୍ଧକ

ନୂଆଦିଲ୍ଲୀ: ୧୯୯୯ ମସିହାରେ ଭାରତୀୟ ବିମାନକୁ ଅପହରଣ କରିଥିବା ଆତଙ୍କୀ ଜହୁରର ମୃତ୍ୟୁ ଘଟିଛି । ଦୁଇ ଜଣ ଆକ୍ରମଣକାରୀ ତା’ ଉପରକୁ ଗୁଳି ଚଳାଇବା ଫଳରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜହୁର ନିଜ ଫେକ୍ ନେମ୍ ଜହିଦ…

୧୩ ଦିନରେ ପହଞ୍ଚିଲା ରୁଷିଆ-ୟୁକ୍ରେନ ଲଢ଼େଇ: ଜାଣନ୍ତୁ ଆଜିର ଯୁଦ୍ଧର ୧୦ଟି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍

ନୂଆଦିଲ୍ଲୀ: ଆଜି ରୁଷିଆ ଓ ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ତେବେ ଇତିମଧ୍ୟରେ ଦୁଇଦେଶ ମଧ୍ୟରେ ତୃତୀୟ ଥର ପାଇଁ ଆଲୋଚନା ବିଫଳ ହୋଇଥିବା ବେଳେ ୟୁକ୍ରେନରେ ଲଗାତର ଭାବେ ଯୁଦ୍ଧର ତାଣ୍ଡବ ଜାରି ରହିଛି ।…