୨୦୧୮ରୁ ୨୦୨୦ ମଧ୍ୟରେ ୧୭ ହଜାରରୁ ଅଧିକ କୃଷକ କରିଛନ୍ତି ଆତ୍ମହତ୍ୟା: ୨୦୧୯ରେ ଆତ୍ମହତ୍ୟା ସଂଖ୍ୟା ୧ ଲକ୍ଷ ୩୯ ହଜାରରୁ ଅଧିକ
ନୂଆଦିଲ୍ଲୀ: ଦେଶରେ କୃଷକଙ୍କୁ ନେଇ ନାନାବିଧ ସମସ୍ୟା ରହିଥିଲେ ହେଁ ସବୁଠାରୁ ଭୟଙ୍କର ସମସ୍ୟା ହେଉଛି ଆତ୍ମହତ୍ୟା ଘଟଣା । ମାତ୍ର ୩ ବର୍ଷ ମଧ୍ୟରେ ଦେଶରେ ୧୭ ହଜାରରୁ ଅଧିକ କୃଷକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି ।…