Featured ଡରାଇଲାଣି ଓମିକ୍ରନ: ଘୁଞ୍ଚିଲା JERSEYର ରିଲିଜ ତାରିଖ Abinash Kumar Dhal Dec 28, 2021 ମୁମ୍ବାଇ: ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଜର୍ସିର ରିଲିଜ ତାରିଖ ଘୁଞ୍ଚା ଯାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ଏହି ଫିଲ୍ମ ଥିଏଟରରେ ରିଲିଜ ହୋଇଥାନ୍ତା । ମାତ୍ର ଦେଶରେ କରୋନାର ବର୍ଦ୍ଧିତ ସ୍ଥିତିକୁ…
Featured ଚୀନ ସହ ସୀମା ବିବାଦକୁ ନେଇ ମୁହଁ ଖୋଲିଲେ ରାହୁଲ: ମନମୋହନ ସିଂ ଥିଲେ ଇସ୍ତଫା ଦେଇଥାନ୍ତେ Abinash Kumar Dhal Dec 28, 2021 ନୂଆଦିଲ୍ଳୀ: ଭାରତ-ଚୀନ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ମଙ୍ଗଳବାର ମୋଦୀଙ୍କୁ ନିଶାଣରେ ରଖିବା ସହିତ ମନମୋହନ ସିଂଙ୍କ ତୁଳନା କରିଥିଲେ ରାହୁଲ ।…
Featured ଦୁଇ ବର୍ଷରେ ପାଦ ଦେଲା ‘ମୋ ସରକାର’: ସାଧାରଣ ଜନତାଙ୍କ ମନରେ ଏକ ବିଶ୍ୱାସ ଜନ୍ମ ନେଇଛି Abinash Kumar Dhal Dec 28, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି…
Featured ପୀୟୁଷ ଜୈନ୍ ନୁହନ୍ତି ଏହି ବ୍ୟକ୍ତିଙ୍କ ଘରେ ହୋଇଥିଲା ଦେଶର ବଡ IT ରେଡ୍: ମିଳିଥିଲା ୧୩ ହଜାର କୋଟି Abinash Kumar Dhal Dec 28, 2021 ନୂଆଦିଲ୍ଲୀ: ଅତର ନିର୍ମାଣକାରୀ ପୀୟୁଷ ଜୈନଙ୍କ ଘରେ ଆଇଟି ରେଡରୁ ୧୯୪ କୋଟି ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା ମିଳିଥିଲା କି ଏହାକୁ ଗଣିବା ପାଇଁ ଲାଗିଥିଲା ୧୨ଟି ଟଙ୍କାଗଣା ମେସିନ୍ । ତେବେ ଆପଣ ଜାଣିଲେ…
Featured HIV ଆକ୍ରାନ୍ତ ପ୍ରସୂତିଙ୍କୁ ଘରକୁ ଫେରାଇଲେ ସରକାରୀ ଡାକ୍ତର, ଜନନୀ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ… Video Abinash Kumar Dhal Dec 28, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଭୟ ପତି ପତ୍ନୀ ଏଚଆଇଭି ଆକ୍ରାନ୍ତ । ସମାଜରେ ଏଚଆଇଭି ଆକ୍ରାନ୍ତଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁଥିବା ବେଳେ ବିଭିନ୍ନ ବାଛନ୍ଦର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ଏହାକୁ ପରିବର୍ତ୍ତନ…
Featured କୋଣାର୍କରେ ଧଶେଇ ପସିଲେ ପର୍ଯ୍ୟଟକ: ଭିଡ ନିୟନ୍ତ୍ରଣରେ ବିଫଳ ସୁରକ୍ଷା କର୍ମୀ, ଦେଖନ୍ତୁ Video Abinash Kumar Dhal Dec 28, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍କ କ୍ଷେତ୍ର କୋଣାର୍କରେ ଧସି ପସିଲେ ହଜାର ହଜାର ପର୍ଯ୍ୟଟକ । ଚାଲିଛି ପର୍ଯ୍ୟଟନ ଋତୁ ଏହି ସମୟରେ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଅନଲାଇନ ଟିକେଟ କରିବାରେ ବ୍ୟାଘାତ ହୋଇଥିବାରୁ ଏଠାରେ…
Featured ନାବାଳିକାକୁ ପ୍ରେମ କରୁଥିଲେ ବିବାହିତ ପୁରୁଷ: ଗୋଟିଏ ଘରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ, ଦେଖନ୍ତୁ Video Abinash Kumar Dhal Dec 28, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ଘରୁ ମିଳିଛି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଜଣେ ବିବାହିତ ପୁରୁଷଙ୍କ ସହିତ ଜଣେ ନାବାଳିକାଙ୍କ ମୃତ ଦେହ ମିଳିଛି । ଆଉ ଏ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାୟଗଡ଼ା…
Featured ୨୦୦୮ ମାଲେଗାଓଁ ବିସ୍ଫୋରଣ: ଯୋଗୀ ଓ RSS ବିରୋଧୀ ବୟାନ ପାଇଁ ପ୍ରଭାବିତ କରିଥିଲା ଏଟିଏସ୍ Abinash Kumar Dhal Dec 28, 2021 ନୂଆଦିଲ୍ଲୀ: ୨୦୦୮ରେ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ଏଟିଏସ ବିରୋଧରେ ବୟାନ ଦେଇଛନ୍ତି ସାକ୍ଷୀ । ମହାରାଷ୍ଟ୍ର ଏଟିଏସ୍ ପକ୍ଷରୁ ମାମଲାରେ ଭୁଲ ବୟାନ ଦେବା…
Featured Amazon ଆଣିଛି ଅପୂର୍ବ ସୁଯୋଗ: ଘରେ ବସି ଜିତି ପାରିବେ ୪୦ ହଜାର ଟଙ୍କା Abinash Kumar Dhal Dec 28, 2021 ନୂଆଦିଲ୍ଳୀ: ଘରେ ବସି ବସି ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଘରେ ବସି ବସି ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୪୦ ହଜାର ଟଙ୍କା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କେବଳ ଗୋଟିଏ ସ୍ମାର୍ଟ ଫୋନ ଏବଂ କିଛି…
Featured ଦ୍ୱିତୀୟ ଥର ପାଇଁ ବାପା ହେଲେ ଭାରତୀୟ କ୍ରିକେଟର: ଭାରତକୁ ବିଶ୍ୱକପ ଜିତାଇବା ସହିତ ଫିଲ୍ମରେ କରିଛନ୍ତି ଅଭିନୟ Abinash Kumar Dhal Dec 28, 2021 ନୂଆଦିଲ୍ଳୀ: ଦ୍ୱିତୀୟ ଥର ପାଇଁ ବାପା ହେଲେ ଭାରତୀୟ କ୍ରିକେଟର ଇର୍ଫାନ ପଠାନ୍ । ୨୦୧୬ରେ ବିବାହ କରିଥିବା ଇର୍ଫାନ ଦ୍ୱିତୀୟ ଥର ପାଇଁ ବାପା ହୋଇଥିବା ବେଳେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।…