କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍: ଗୋଟିଏ ପରିବାରର ୬ ଜଣ କୋଭିଡ ପଜିଟିଭ୍

କଟକ(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ପରେ ବର୍ତ୍ତମାନ ସିଲଭର ସିଟିର ପାଳି । କଟକ ସହରକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍ । କଟକରେ ଗୋଟିଏ ପରିବାରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳକୁ…

ଆଜି ହିଁ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ: ଦୂରେଇ ଯିବ କୋଲେଷ୍ଟ୍ରଲ ସମସ୍ୟା

ଆଜିକାଲି ଅନେକ ଲୋକଙ୍କ କ୍ଷେତ୍ରରେ ଶରୀରରେ ଅତ୍ୟଧିକ କୋଲେଷ୍ଟ୍ରଲ ବଢୁଥିବା ସମସ୍ୟା ଦେଖିବାକୁ ମିଳୁଛି । ଶରୀରରେ କୋଲେଷ୍ଟ୍ରଲ ଅଧିକା ବଢିବା ଦ୍ବାରା , ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଏଥିରୁ…

ପ୍ରଥମ ଟେଷ୍ଟ: ଦ୍ୱିତୀୟ ଦିନର ଖେଳ ଧୋଇନେଲା ବର୍ଷା, ପଡି ପାରିଲାନି ଗୋଟିଏ ବି ବଲ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ସାଜିଛି ସ୍ପଏଲସ୍ପୋର୍ଟ । ଦ୍ୱିତୀୟ ଦିନରେ କ୍ରମାଗତ ବର୍ଷା କାରଣରୁ ଗୋଟିଏ ବି ବଲ୍ ପଡି ପାରିନଥିଲା । ଦୁଇଟି…

(Video)ସୁର ଭାଇଙ୍କ ବୋଲ ମାନୁନି ଅମାନିଆ ଘୋଡା: ଦେଖନ୍ତୁ ଘୋଡା ଉପରେ କେମିତି ବସୁଛନ୍ତି ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଦାବେଳେ ନିଜର ମଜାଳିଆ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ସୋମବାର ଏକ ଘୋଡା ଉପରେ ବସୁଥିବାର ଭିଡିଓ ବେଶ…

ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ମୁଁ ବି ଓଡ଼ିଆ ଶିଖିନି: ନବରଙ୍ଗପୁରରେ ନବୀନଙ୍କୁ କଟାକ୍ଷ କଲେ କହ୍ନେୟା କୁମାର[VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆକୁ ନେଇ କଟାକ୍ଷ କରିଛନ୍ତି କହ୍ନେୟା କୁମାର । ନବରଙ୍ଗପୁରରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହ୍ନେୟା କୁମାର…

୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି: ଦେଖନ୍ତୁ କଣ କହିଲେ ଓକିଲ(ଭିଡିଓ)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି । ଆସନ୍ତା ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର ଜିଲ୍ଲା…

ଶେୟାର ବଜାରରେ ପଦାର୍ପଣ କଲା ଏଚପି ଆଧେସିଭ୍: ଆଇପିଓ ଲିଷ୍ଟିଙ୍ଗରେ ୧୬.୪୨ ପ୍ରତିଶତ ଲାଭ

ନୂଆଦିଲ୍ଲୀ: ଆଇପିଓ ପଦାର୍ପଣରେ ନିବେଶକଙ୍କୁ ମାଲେମାଲ କରିଛି ଏଚପି ଆଧେସିଭ୍ । ସୋମବାର ଏନଏସଇ ମାର୍କେଟ ଖୋଲିବା ସହିତ ଏହି କମ୍ପାନୀର ଲିଷ୍ଟିଂ ହୋଇଥିଲା । ବଜାର ଖୋଲିବା ସହିତ ଏହି ଶେୟାର ମୂଲ୍ୟ ୩୧୯ଟଙ୍କା…

ସୁମିତ-ତପସ୍ୱିନୀ ବିବାଦରେ ଭୁଲ କାହାର: କବିତା ଜରିଆରେ ଚମତ୍କାର ଉପସ୍ଥାପନା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଦେଖା ଦେଇଥିବା ତପସ୍ୱିନୀ ଓ ସୁମିତ ବିବାଦ ଥମିବାର ନାମ ନେଉନି । ନ୍ୟାୟ ପାଇଁ ତପସ୍ୱିନୀ ଏବେବି ଶୀତ କାକରରେ ନ୍ୟାୟ ପାଇଁ ଲଢେଇ କରୁଥିବା ବେଳେ ସୁମିତଙ୍କର ପତା…

ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିବସ ଡିସେମ୍ବର ୩୧

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ୨୦୨୧ ମସିହା ଶେଷ ହେବ । ସରକାର ବିଭିନ୍ନ ପ୍ରକାର ଆର୍ଥିକ କାରବାର ସଂପର୍କିତ କାର୍ଯ୍ୟ ପାଇଁ ଡିସେମ୍ବର ୩୧ ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରିଛନ୍ତି । ତେଣୁ ସବୁ…

ନୂଆବର୍ଷ ଭୋଜିରୁ ରକ୍ତାକ୍ତ ସଂଘର୍ଷ, ସାଙ୍ଗକୁ ମାଡ଼ ମାରି ସାଙ୍ଗ ଫଟାଇଲା ମୁଣ୍ଡ

ବଲାଙ୍ଗୀର,(ଭାସ୍କର ନ୍ୟୁଜ୍):  ନୂଆବର୍ଷରେ ଭୋଜିରୁ ମାରପିଟ ସଂଘର୍ଷ।  ଭୋଜିରେ ଖାଇବା ପିଇବା ସାରି ଫେରୁଥିବା ବେଳେ ୨ସାଙ୍ଗ ମଧ୍ୟ କୌଣସି ଏକ କଥାକୁ ହେଲା କଥାକଟାକଟି ହୋଇଥିଲା। ମଝି ରାସ୍ତରେ ୨ ସାଙ୍ଗ ମଧ୍ୟରେ…