ଲୁଧିଆନା କୋର୍ଟରେ ବିସ୍ଫୋରଣ ପଛରେ ISI ଓ ଖଲିସ୍ତାନୀ ଲିଙ୍କ: ପ୍ରେସ ମିଟ୍ କରି ସୂଚନା ଦେଲେ ଡିଜିପି
ନୂଆଦିଲ୍ଲୀ: ପଞ୍ଜାବର ଲୁଧିଆନାରେ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣକୁ ନେଇ ପ୍ରେସମିଟ କରିଛନ୍ତି ପଞ୍ଜାବ ଡିଜିପି । ପଞ୍ଜାବ ପୋଲିସର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ ଏକ ପ୍ରେସ ମିଟ କରିବା ସହିତ ବିସ୍ଫୋରଣ…