ଦେଶରେ ଓମିକ୍ରନ୍ ଭୟ, ୩୮କୁ ବଢ଼ିଲା ସଂଖ୍ୟା: ଚଣ୍ଡିଗଡ଼, କେରଳ ଓ ଆନ୍ଧ୍ରପ୍ରଦେଶକୁ ବ୍ୟାପିଲା ସଂକ୍ରମଣ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜ କବ୍ଜାକୁ ନେବାରେ…