ଏକା ସାଥୀରେ ଇସ୍ଥଫା ଦେଲେ ସମସ୍ତ ମନ୍ତ୍ରୀ: ରାଜସ୍ଥାନ କଂଗ୍ରେସରେ ବଢୁଛି ଗେହଲଟଙ୍କ ଅଡୁଆ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର କନ୍ଦଳ ଥମିବାର ନାମ ନେଉନାହିଁ । ଶୁକ୍ରବାର ୩ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଶନିବାର ଦିନ ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।…

ଦର୍ଶନ ନାଲକଣ୍ଡେଙ୍କ ଡବଲ ହ୍ୟାଟ୍ରିକ୍: ଦ୍ୱିତୀୟ ଭାରତୀୟ ଭାବରେ ରଚିଲେ ଇତିହାସ

ନୂଆଦିଲ୍ଳୀ: ବିଦର୍ଭ ପେସ ବୋଲର ଦର୍ଶନ ନାଲକଣ୍ଡେ ଇତିହାସ ରଚିଛନ୍ତି । ପ୍ରଥମ ବିଦର୍ଭ ଖେଳାଳି ତଥା ଦ୍ୱିତୀୟ ଭାରତୀୟ ଭାବରେ ଡବଲ ହ୍ୟାଟ୍ରିକ ନେବାର ଏଲିଟ କ୍ଲବରେ ସାମିଲ ହୋଇଛନ୍ତି ନାଲକଣ୍ଡେ । ଚଳିତ ସୟଦ ମୁସ୍ତାକ…

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧: ୧୦ ନମ୍ବରରେ ଅପରିବର୍ତ୍ତିତ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ଶନିବାର ଦିନ ପ୍ରକାଶ ପାଇଛି । ଶନିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇନ୍ଦୋର ଭାରତର ସବୁଠାରୁ ପରିଷ୍କାର ସହରର…

ଗାଧୋଇବା ବେଳେ ଭାଙ୍ଗିଗଲା କୃଷ୍ଣଙ୍କ ହାତ: ପୂଜାରୀଙ୍କ କାନ୍ଦ ଦେଖି ଅପରେସନ କଲେ ଡାକ୍ତର; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ଭଗବାନ ବା ସୃଷ୍ଟି ନିୟନ୍ତାଙ୍କ ହାତ ଭାଙ୍ଗିଯିବା ଆପଣଙ୍କୁ ଟିକିଏ ଅଡୁଆ ଲାଗିପାରେ । ତେବେ ଏମିତି ଏକ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାଲ ଗୋପାଲଙ୍କୁ ଗାଧୋଇ ଦେଉଥିବା ସମୟରେ ମୂର୍ତ୍ତିଟି…

ପୁଣି ଦୌଡିବ ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡି, ବାସ୍ କରିବାକୁ ପଡିବ ଏହି କାମ

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ ୧୦ ବର୍ଷର ପୁରୁଣା ଡିଜେଲ୍ ଗାଡି ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହୋଇପାରେ । ଦିଲ୍ଲୀ ସରକାର ଏମିତି ଗାଡି ମାଲିକଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ନେଇକି…

ରିଅଲ ଲାଇଫ୍ ସୂର୍ଯ୍ୟବଂଶୀଙ୍କ ପ୍ରେରଣାଦାୟୀ କାହାଣୀ: ଆଇପିଏସ୍ ବିଶ୍ୱାସ ନଙ୍ଗାରେ ପାଟିଲ

ନୂଆଦିଲ୍ଲୀ: ନିକଟରେ ଦୀପାବଳି ଅବସରରେ ରିଲିଜ ହୋଇଥିଲା ବଲିଉଡ ଫିଲ୍ମ ସୂର୍ଯ୍ୟବଂଶୀ । ଏହି ଫିଲ୍ମଟିକୁ ଅପାର ସଫଳତା ମିଳିଥିବା ବେଳେ ଦୁଇ ବର୍ଷରେ ପ୍ରଥମ ଫିଲ୍ମ ଭାବେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଏହି…

ମାହାଙ୍ଗା ଡବଲ ମର୍ଡର ମାମଲା: ରିପୋର୍ଟ ମାଗିଲେ କୋର୍ଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ମନ୍ତ୍ରୀଙ୍କ ଅଡୁଆ । ଏହି ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବା ବେଳେ ଶନିବାର ଏହି ମାମଲାକୁ ନେଇ ରିପୋର୍ଟ…

ମାଗଣାରେ ମିଳିବ ୧୦୦୦ ଟଙ୍କାର OTT ସବସ୍କ୍ରିପସନ: ଜାଣନ୍ତୁ କେମିତି

ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ…

ମର୍ଚ୍ଚାଣ୍ଟ ଡି ଲାଙ୍ଗେଙ୍କ ବିରଳ ରେକର୍ଡ:୨ ଓଭରରେ ନେଲେ ୫ ୱିକେଟ

ନୂଆଦିଲ୍ଲୀ: କ୍ରିକେଟ ଦିନକୁ ଦିନ ବ୍ୟାଟ୍ସମ୍ୟାନଙ୍କ ଖେଳ ପାଲଟିବାରେ ଲାଗିଥିବା ବେଳେ ବୋଲରଙ୍କ ପାଇଁ ଏହା ଦୁସ୍ୱପ୍ନ ପାଲଟିଛି । ପରିବର୍ତ୍ତିତ ନିୟମ ସହିତ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁବିଧା ମିଳୁଥିବା ବେଳେ ବ୍ୟାଟର…

ଆଡମିଟ କାର୍ଡ ଜାରି କଲା IBPS; ଜାଣନ୍ତୁ କେମିତି କରିବେ ଡାଉନଲୋଡ

ନୂଆଦିଲ୍ଳୀ: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଆଇବିପିଏସ୍ ପକ୍ଷରୁ ପ୍ରକାଶ ପାଇଁ ପ୍ରୋବେଶନାରୀ ଅଫିସର ପଦ ପାଇଁ ହେବାକୁ ଥିବା ପରୀକ୍ଷାର ଆଡମିଟ କାର୍ଡ ପ୍ରକାଶ ପାଇଛି । ପିଓ ପଦ ପାଇଁ ଅନୁଷ୍ଠିତ…