ଦିଲ୍ଲୀବାସୀଙ୍କୁ କେଜ୍ରିୱାଲ ସରକାରଙ୍କ ଉପହାର, ଆଉ ଛଅ ମାସ ବଢିଲା ଫ୍ରି ରାସନ ଯୋଜନା

ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ପାଇଁ  ଖୁସି ଖବର । ଅରବିନ୍ଦ୍ର କେଜ୍ରିୱାଲ ସରକାର ଫ୍ରି ରାସନ ଯୋଜନାକୁ ଆଗାମୀ ଛା ମାସ ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ…

ଡିଏଭି କଲେଜରେ ଚିହ୍ନଟ ହେଲେ ୪ କୋଭିଡ୍ ପଜିଟିଭ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଶିଲା ଛନକା

ଟିଟିଲାଗଡ଼: ପୁଣି ଚିନ୍ତା ବଢ଼ାଇଲା କରୋନା। କଲେଜ କ୍ୟାମ୍ପସରୁ ଚିହ୍ନଟ ହେଲେ ୪ ସଂକ୍ରମିତ। ଅଧ୍ୟାପକ ଓ ଛାତ୍ରଛାତ୍ରୀ ମଧ୍ୟରେ ପଶିଲା ଛନକା। ଟିଟିଲାଗଡ଼ ଡିଏଭି କଲେଜରେ ଏକ ସପ୍ତାହ ମଧ୍ୟରେ ୩ ଜଣ ଅଧ୍ୟାପକ ଓ ଜଣେ…

ଜୁଆ ଆଡ୍ଡାରେ ଅତର୍କିତ ଚଢ଼ଉ କଲା ପୋଲିସ, ଧରାପଡିଲେ ୧୩ ଜୁଆଡି

ରାଜଗାଙ୍ଗପୁର (ଭାସ୍କର ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ଉ କଲା ପୋଲିସ।। ଚଢ଼ଉ ବେଳେ ୧୩ ଜଣ ଜୁଆଡି ଧରାପଡିଥିବା ବେଳେ ସେମାନଙ୍କ ଠାରୁ  ୧୯ହଜାରରୁ ଅଧିକ ଟଙ୍କା, ୧୧ଟି…

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ, ଜନତା କର୍ଫ୍ୟୁ ପାଇଁ ଭକ୍ତ ଦାସଙ୍କ ଆହ୍ୱାନ

ଭବାନୀପାଟଣା (ଭାସ୍କର ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ । ଚଳିତ…

ପୁତୁରାକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡିଲେ ଦାଦା, ଉଦ୍ଧାର ହେଲା ମୃତଦେହ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): କାଠଯୋଡି ନଦୀରେ ଘଟିଛି ଏକ ଅଭାବନୀୟ ଘଟଣା । ପୁତୁରାକୁ ବଞ୍ଚାଇବାକୁ ଯାଇ ଦାଦାର ମୃତ୍ୟୁ ଘଟିଛି ।ମୃତକ ଜଣକ ହେଲେ କୁସିନ୍ଦା ଗ୍ରାମର ପ୍ରଶାନ୍ତ ମୁଦୁଲି(୩୫) ।ପୁତୁରା ବୁଡ଼ି ଯାଉଥିବା…

ଆଜି ବିଜେଡିରେ ମିଶିବେ ପ୍ରଦୀପ ମାଝୀ, ରାଜନୀତିରେ ଆରମ୍ଭ କରିବେ ନୂଆ ଇନିଂସ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଶନିବାର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେବେ । ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ…

ମମିତା ମେହେର ହତ୍ୟା ମାମଲା: ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ପାରଳାଖେମୁଣ୍ଡି, (ଭାସ୍କର ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଶନିବାର ବିଜେପି…

ଆଜି ଝାରସୁଗୁଡ଼ା ବନ୍ଦ, ସକାଳ ୬ଟାରୁ ଦିନ ୨ଟା ଯାଏଁ ଯାତାୟତ ସବୁ ଠପ୍

ଝାରସୁଗୁଡ଼ା: ମମିତା ମେହେର ହତ୍ୟାକାଣ୍ଡରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଏହି ମାମଲାକୁ ସିବିଆଇ ତଦନ୍ତ କରିବା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି । ଶନିବାର…

ଗତ ଏକ ବର୍ଷରେ ୭୫ ଟନ ସୁନା କିଣିଛି ଆରବିଆଇ, ଜାଣନ୍ତୁ ଏତେ ସୁନା କେଉଁଠି ରଖିଛି ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଆମ ଦେଶରେ ଲୋକଙ୍କୁ ସୁନା ଉପରେ ନିବେଶ କରିବାକୁ ଭାରି ପସନ୍ଦ । ଏହି ମାମଲାରେ ରିଜର୍ଭ ବ୍ୟାଙ୍କ ମଧ୍ୟ ପଛରେ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗତ ଗୋଟିଏ ବର୍ଷରେ ପାଖାପାଖି ୭୫ ଟନ ସୁନା…

କେଦାରନାଥର ଫେରୁଛି ଗୌରବ, ଆଗାମୀ ଦଶନ୍ଧି ହେବ ଉତ୍ତରାଖଣ୍ଡ ନାମରେ : ପ୍ରଧାନମନ୍ତ୍ରୀ ମୋଦୀ

କେଦାରନାଥ : ବାବା କେଦାରନାଥ ମାଟିରୁ ଅଯୋଧ୍ୟା, ମଥୁରା, କାଶୀ ଓ ସାରନାଥର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ସନ୍ଦେଶ ଦେଇଛନ୍ତି । ଶୁକ୍ରବାର ବାବା କେଦାରଙ୍କ ଦର୍ଶନ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ…