ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ପ୍ରତିବାଦ: ୧ରେ ରାଜଭବନ ଆଗରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଅହେତୁକ ଦରବୃଦ୍ଧି କାରଣରୁ ରାଜ୍ୟର ଜନସାଧରଣ ଛଟପଟ ହେଉଛନ୍ତି । ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ବିଜୁ ଜନତା ଦଳ…

ପୌର ନିର୍ବାଚନ ପୂର୍ବରୁ ବଡ଼ଧରଣର ଅଦଳବଦଳ: ବଦଳିଲେ ୧୮ ପୌର ଅଧିକାରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଶନିବାର ବିଭିନ୍ନ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଫିସରସ୍ତରରେ ବଡ଼ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,…

୧୦୦୦ ଲିଟର ଦେଶୀ ମଦ ସହ ପିକ୍‌ଅପ୍‌ ଭ୍ୟାନ ଜବତ: ୩ ଗିରଫ

ତିହିଡି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା…

ଟି-୨୦ ବିଶ୍ୱକପ: ଆଜି ମୁହାଁମୁହିଁଁ ହେବ ଭାରତ ଓ ନ୍ୟୁଜିଲାଣ୍ଡ, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ଦୁବାଇ: ଚଳିତ ଟି-୨୦ ବିଶ୍ୱକପ ସୁପର-୧୨ ପର୍ଯ୍ୟାୟରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ଥିବା ବେଳେ ବିଜୟ ସ୍ୱାଦ ଚାଖି ପାରି ନାହାନ୍ତି । ଉଭୟ ଦଳ ପାକିସ୍ତାନ ଠାରୁ ପରାସ୍ତ ହୋଇଛନ୍ତି ।…

ପହିଲାରୁ ଦେଶରେ ବଡ଼ ପରିବର୍ତ୍ତନ, ସିଧା ଜନତାଙ୍କ ପକେଟ୍ ଓ ଜୀବନ ଉପରେ ପକାଇବ ପ୍ରଭାବ

ନୂଆଦିଲ୍ଲୀ: ନଭେମ୍ବର ୧ ତାରିଖରୁ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ସିଧା ପ୍ରଭାବ ଜନତାଙ୍କ ପକେଟ ଓ ଜୀବନ ଉପରେ ପଡିଥାଏ । ନଭେମ୍ବର ୧ ତାରିଖରୁ ବ୍ୟାଙ୍କରେ ଟଙ୍କା ଜମା କରିବା ଠାରୁ ଗ୍ୟାସ ସିଲିଣ୍ଡର…

ବୋଲର ଓ ବଟଲରଙ୍କ ଚମକ୍ରାର ପ୍ରଦର୍ଶନ; ହ୍ୟାଟ୍ରିକ ବିଜୟ ସହିତ ଟେବଲ ଟପରେ ଇଂଲଣ୍ଡ

ନୂଆଦିଲ୍ଳୀ: ବୋଲର ଓ ଜୋସ ବଟଲରଙ୍କ ସଫଳତା ବଳରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ମାତ୍ର ୧୨୬ ରନର ପିଛା କରୁଥିବା ଇଂଲଣ୍ଡ ବଟଲରଙ୍କ ଅପରାଜିତ ୭୧ ରନ କରିବା ସହିତ ଦଳକୁ ସହଜ ବିଜୟ ପ୍ରଦାନ…

ଭୁବନ ବାମଙ୍କ ପ୍ରଶଂସାରେ ଏମିତ ଲେଖିଲେ Jr. NTR ; ଟ୍ୱିଟ କରି କଲେ ପ୍ରଶଂସା

ନୂଆଦିଲ୍ଳୀ: ଭାରତର ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବର ଭୁବନ ବାମଙ୍କୁ ପ୍ରଶଂସା କରିଛନ୍ତି ତେଲୁଗୁ ହିରୋ ଜୁନିୟର ଏନଟିଆର । ୟଙ୍ଗ ଟାଇଗର ଏନଟିଆର ଟ୍ୱିଟ୍ କରି ଭୁବନ ବାମଙ୍କୁ ବେଶ ପ୍ରଶଂସା କରିଛନ୍ତି । ଭୁବନ ବାମ…

ଡିନର ପରେ ଶୋଇ ଯାଉଥିଲେ ହେଇପାରେ ଏମିତି ସମସ୍ୟା

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ରାତ୍ରିଭୋଜନ ପରେ ସଙ୍ଗେ ସଙ୍ଗେ ଶୋଇବାକୁ ଚାଲି ଯାଆନ୍ତି। ଏହା ସେମାନଙ୍କର ନିୟମିତ ଅଭ୍ୟାସ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ଏକ ଭଲ ଅଭ୍ୟାସ ନୁହେଁ। ଏହା କ୍ଷତିକାରକ।…

୧୯୯୯ ଟଙ୍କାରେ ମିଳୁଛି ମୁଦ୍ରାଲୋନ୍: ଜାଣନ୍ତୁ ଖବର ପଛର ସତ୍ୟତା

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଘର ଏବଂ ରାସନ ପରି ବିଭିନ୍ନ ଯୋଜନା ରହିଛି ଯାହାଦ୍ୱାରା ସାଧାରଣ ଲୋକ ଉପକୃତ ହେଉଛନ୍ତି ।…

ବଜାରକୁ ଆସିଲା ଭ୍ୟାକସିନ୍ ପ୍ୟାଚ୍; ଟିକା ଫୋଡା କଷ୍ଟରୁ ମିଳିବ ଉପସମ

ନୂଆଦିଲ୍ଳୀ:ଏଣିକି ଛୁଞ୍ଚି ନଫୋଡ଼ି ବି ଟିକା ଦେଇହେବ । କଷ୍ଟ ବି ହେବନି ଆଉ କାମ ବି ହୋଇଯିବ । କରୋନା ଭ୍ୟାକସିନର କଷ୍ଟ ଦୂର କରିବାକୁ ଗବେଷକ ମାନେ ଏମିତି କିଛି ବ୍ୟବସ୍ଥା ଆପଣାଉଛନ୍ତି ଯେଉଁଥିରେ କାହାକୁ କଷ୍ଟ ବି…