ହାର୍ଦ୍ଦିକ ନା ଶାର୍ଦ୍ଦୁଳ ? ନ୍ୟୁଜିଲାଣ୍ଡ ବିପକ୍ଷ ମୁସ୍କିଲ ମ୍ୟାଚରେ କାହାକୁ ଖେଳାଇବେ ଅଧିନାୟକ କୋହଲି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ରବିବାର ନିଜର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି ।…

‘ରାଜନୀତିକୁ ଗମ୍ଭୀରତାର ସହ ନେଉ ନାହିଁ କଂଗ୍ରେସ, ଏହି ଦଳ ପାଇଁ ହିଁ ମୋଦୀ ଆହୁରି ଶକ୍ତିଶାଳୀ ହେଉଛନ୍ତି’

ପାଣାଜି : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ଆହୁରି ଶକ୍ତିଶାଳୀ ହେଉଛନ୍ତି ତାର କାରଣ କହିଛନ୍ତି । ସେ କହିଛନ୍ତି ଦେଶର ସବୁଠୁ ବଡ…

ପ୍ରଥମ ମ୍ୟାଚର ପରାଜୟ ଭୁଲି ମଇଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ, ବିଜୟ ପାଇଁ ସବୁ ଶକ୍ତି ଖଟାଇବ: ୟୁସୁଫ ପଠାଣ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ୟୁସୁଫ ପଠାଣ କହିଛନ୍ତି ଯେ ଭାରତ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ହାର ମାନ ଥିଲେ ହେଁ ପରବର୍ତ୍ତୀ ମ୍ୟାଚରେ ସଫଳ ହେବା ସହିତ ପୁଣି…

ପୁଣି ବିମାନ ଉଡ଼ାଣ ଉପରେ ଲାଗିଲା କଟକଣା, ନଭେମ୍ବର ୩୦ ଯାଏ ବିଦେଶକୁ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପୁଣି ଥରେ ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ । ଗତକାଲି କରୋନା ସଂକ୍ରାନ୍ତ କଟକଣାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି…

ଫ୍ରେଞ୍ଚ ଓପନ୍‌ ବ୍ୟାଡମିଣ୍ଟନ୍‌ କ୍ୱାର୍ଟର ଫାଇନାଲ୍‌ରେ ପିଭି ସିନ୍ଧ, ଆଗାମୀ ମ୍ୟାଚରେ ବୁସାନାନଦଙ୍କ ବିରୋଧରେ ଲଢ଼େଇ କରିବେ

ପ୍ୟାରିସ: ଭାରତୀୟ ମହିଳା ତାରକା ପିଭି ସିନ୍ଧୁ ଏଠାରେ ଚାଲିଥିବା ଚଳିତ ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନଶିର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରମାର ଦିନ ଅନୁଷ୍ଠିତ ମ୍ୟାଚରେ ସିନ୍ଧୁ ଡେନମାର୍କର…

ଟି-୨୦ ବିଶ୍ୱକପ୍‌ରେ ଅଜବ ସଂଯୋଗ: ‘ଟସ୍‌’ ଜିତିଲେ ମ୍ୟାଚ୍ ବିଜୟ ପକ୍କା, ୧୦ରୁ ୯ଟି ମ୍ୟାଚ୍‌ରେ ମିଳିଛି ପ୍ରମାଣ

ଦୁବାଇ: କ୍ରିକେଟ ଇତିହାସ କଥା ଦେଖିଲେ ଏହା ସ୍ପଷ୍ଟ ହୁଏ ଯେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ବ୍ୟାଟ୍ସମ୍ୟାନ ,ଫାଷ୍ଟ ବୋଲର ,ପ୍ରଭାବୀ ସ୍ପିନର କିମ୍ବା ଦକ୍ଷ ଫିଲଡରଙ୍କ ସଫଳତା ବଳରେ ଯେ କୌଣସି ଦଳ ମ୍ୟାଚ ଜିତି ପାରନ୍ତି ।…

ସିନ୍ଥେଟିକ ଅଣ୍ଡା ବିକ୍ରି ନେଇ ରିଲାଏନ୍ସ ଫ୍ରେସ୍‌ରେ ଚଢ଼ାଉ, ଲ୍ୟାବ୍‌କୁ ପରୀକ୍ଷା ପାଇଁ ପଠାଗଲା ଅଣ୍ଡା ନମୁନା

କଟକ(ଭାସ୍କର ନ୍ୟୁଜ୍‌): ସିନ୍ଥେଟିକ ଅଣ୍ଡା ବିକ୍ରି ନେଇ କନିକା ଛକ ରିଲାଏନ୍ସ ଫ୍ରେସ୍‌ରେ କଟକ ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇଛି । ଏହି ଫ୍ରେସ୍‌ରେ ସିନ୍ଥେଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏହି…

ପୃଥିବୀ ଆଡକୁ ଆସୁଛି ସୌର ଝଡ଼, ଜିପିଏସ୍‌ ସେବା ବାଧାପ୍ରାପ୍ତ ନେଇ ଆଶଙ୍କା ପ୍ରକାଶ କଲା ନାସା

ନୂଆଦିଲ୍ଲୀ, :  ଆଜି ପୃଥିବୀ ଉପରେ ସୌର ଝଡ଼ର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଜିପିଏସ୍‌ ସେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା ପକ୍ଷରୁ କୁହାଯାଇଛି । ନାସାର…

ଟଙ୍କା ବଣ୍ଟନକୁ ନେଇ ବଚସାରୁ ବୋମା ମାଡ଼, ଜଣେ ଗୁରୁତର

ଆସ୍କା (ଭାସ୍କର ନ୍ୟୁଜ୍‌): ମନରେଗା ମଜୁରୀ ଟଙ୍କା ବଣ୍ଟନକୁ ନେଇ ବଚସା ହେବା ପରେ ବୋମାମାଡ କରାଯାଇଛି । ଏଥିରେ ଜଣେ ଗୁରୁତର ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ଗାଙ୍ଗପୁର ଥାନା ପଣିବନ୍ଧ ଗାଁରେ ଏହି ଅଘଟଣ ଘଟିଛି…

ଶୀତ ଋତୁରେ ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ଭିନ୍ନ ଋତୁରେ ଭିନ୍ନ ଧରଣର ରୋଗ ହୋଇଥାଏ। ଯଦିଓ ରୋଗ କୌଣସି ଋତୁ ଦେଖି ଆସେ ନାହିଁ, ମାତ୍ର କିଛି ରୋଗ ଅଛି ଯାହା ଖରା ଦିନେ ବେଶି ହୁଏ, ସେହିପରି କିଛି ରୋଗ ବର୍ଷା ଦିନେ ତ କିଛି ଶୀତ ଦିନେ। ତେବେ ଶୀତ ଦିନିଆ…