ଗୋଟିଏ ଆଧାର କାର୍ଡ ମାଧ୍ୟମରେ କିଣାଯାଇପାରିବ କେତୋଟି ସିମ୍? ଆପଣଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ କି, ଏଭଳି କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ଗୋଟେ ଫୋନ ନିହାତି ଭାବରେ ଥିବ ଆଉ ଫୋନ ବ୍ୟବହାର ନିମନ୍ତେ ଆମକୁ ସିମ୍ କାର୍ଡ ଦରକାର। ପୂର୍ବରୁ, ଗୋଟିଏ ନୂଆ ସିମ୍ କିଣିବା ପାଇଁ ବହୁ ଲମ୍ବା ପ୍ରକ୍ରିୟା ଦେଇ ଗତି…