Featured ବଢିଲା ଅନୀଲ ଦେଶମୁଖଙ୍କ ଅଡୁଆ: ସମ୍ପତ୍ତି ଆଟାଚ୍ କଲା ଇଡି Abinash Kumar Dhal Jul 16, 2021 ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢିବାରେ ଲାଗିଛି । ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅନୀଲଙ୍କୁ ୪ କୋଟିର ସମ୍ପତ୍ତିକୁ ଆଟାଚ୍ କରାଯାଇଛି । ଅର୍ଥ ହେରଫେର…
Featured ୧୧୫ କୋଟିର ଜିଏସଟି ଠକେଇ: ୧୬ ନକଲି କମ୍ପାନୀ ନାଁରେ ଟ୍ୟାକ୍ସ ଚଳୁ Abinash Kumar Dhal Jul 16, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏକ ବଡ ଧରଣର ଜିଏସଟି ଠକେଇକୁ ଧରିବାରେ ସଫଳ ହୋଇଛି ଆୟକର ବିଭାଗ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୬୪୧ କୋଟି ଟଙ୍କାର ବ୍ୟବସାୟରେ…
Featured ଜେଲ ସଂସ୍କାରରେ ୫ଟି ବ୍ୟବସ୍ଥା: କଏଦୀଙ୍କୁ ମିଳିବ ଏହି ସବୁ ସୁବିଧା Abinash Kumar Dhal Jul 16, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଜେଲ ସଂସ୍କାରକୁ ନେଇ ଏକାଧିକ ବଡ ଘୋଷଣା କରାଯାଇଛି । ଜେଲ ସଂସ୍କାରରେ ୫ଟି ବ୍ୟବସ୍ଥା ଲାଗୁ କରାଯିବା ସହିତ ଜେଲର ବହୁବିଧ ଉନ୍ନତି ପାଇଁ ସରକାର…
Featured ‘ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବନି ମୋଦୀଙ୍କ ସାର୍ଟିଫିକେଟ୍’ Abinash Kumar Dhal Jul 16, 2021 ନୂଆଦିଲ୍ଲୀ: ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବନି ମୋଦୀଙ୍କ ସାର୍ଟିଫିକେଟ୍ ଏପରି ବୟାନ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଦିନିକିଆ ଉତ୍ତର ପ୍ରଦେଶ ଗସ୍ତରେ ରହିଥିବା ପ୍ରିୟଙ୍କା ଉଭୟ ମୋଦୀ ଏବଂ…
Featured ସମ୍ବଲପୁର ଜିଲ୍ଲା ଗସ୍ତରେ ଅରୁଣ ସାହୁ: ୫୦ କୋଟି ଯାଆଁଳ ଉତ୍ପାଦନ ଟାର୍ଗେଟ Abinash Kumar Dhal Jul 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମତ୍ସ୍ୟ ଓ ପଶୁପାଳନ ବିଭାଗର ସମୀକ୍ଷା କରିଛନ୍ତି…
Featured ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ କେବେ ଓ କେଉଁଠି Abinash Kumar Dhal Jul 16, 2021 ଦୁବାଇ: ପ୍ରକାଶ ପାଇଛି ଆଇସିସି ଟି-୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଆୟୋଜକ ଦଳ ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ବିରେ…
Featured ବାଜପେୟୀ ତ ବହୁତ ଲୋକପ୍ରିୟ ଥିଲେ, ତଥାପି ହାରିଲେ କାହିଁକି… କାରଣ କହିଲେ ସୁବ୍ରମଣ୍ୟମ ସ୍ଵାମୀ Abinash Kumar Dhal Jul 16, 2021 ନୂଆଦିଲ୍ଲୀ : ଅଟଳ ବିହାରୀ ବାଜପେୟୀ ବହୁତ ଲୋକ ପ୍ରିୟ ଥିଲେ। ତେବେ ଲୋକସଭା ନିର୍ବାଚନ ହାରିଲେ କାହିଁକି। ଏହାର କାରଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟୁ ସମାଲୋଚକ ତଥା ଭାରତୀୟ ଜନତା…
Featured ‘ଧର୍ମର ଅଧିକାରଠୁ ଉପରେ ରହିଛି ବଞ୍ଚିବାର ଅଧିକାର, କାଉଡି ଯାତ୍ରାକୁ ଅନୁମତି ଦେବା ଉପରେ ପୁନର୍ବିଚାର କରାଯାଉ’ Abinash Kumar Dhal Jul 16, 2021 ନୂଆଦିଲ୍ଲୀ : ଧର୍ମର ଅଧିକାରଠୁ ଉପରେ ରହିଛି ବଞ୍ଚିବାର ଅଧିକାର। ଅନ୍ୟ ଭାବନା, ସେ ଧାର୍ମିକ ଭାବନା ମଧ୍ୟ ହୋଇ ଥାଉନା କାହିଁକି ଲୋକଙ୍କୁ ପ୍ରଥମେ ବଞ୍ଚିବାର ଅଧିକାର ରହିଛି। ଶୁକ୍ରବାର କାଉଡି ଯାତ୍ରା ପ୍ରସଙ୍ଗରେ…
Featured କେମିତି କରୋନା ପଜିଟିଭ୍ ହେଲେ ଋଷଭ ପନ୍ତ ? ସାମ୍ନାକୁ ଆସିଲା ବଡ କାରଣ Abinash Kumar Dhal Jul 16, 2021 ନୂଆଦିଲ୍ଲୀ : ଭାରତୀୟ ଦଳର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅନେକ କଳ୍ପନା କଳ୍ପନା ଲାଗି ରହିଛି। ପନ୍ତ କେମିତି ସଂକ୍ରମିତ ହେଲେ ତାକୁ ନେଇ ଢେର ଚର୍ଚ୍ଚା ଲାଗି ରହିଛି।…
Featured ଯେଉଁଠି ଚା ବିକୁଥିଲେ, ଆଜି ସେହି ରେଲଓ୍ଵେ ଷ୍ଟେସନର ନୂତନ ପରିସରର ଉଦଘାଟନ କରିବେ ମୋଦୀ Abinash Kumar Dhal Jul 16, 2021 ନୂଆଦିଲ୍ଲୀ : କର୍ମଭୂମି ବାରଣାସୀକୁ ଅନେକ ଉପହାର ଦେବା ପରେ ଆଜି ଜନ୍ମଭୂମି ଗୁଜରାଟକୁ ଅନେକ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଶୁକ୍ରବାର ଗୁଜରାଟରେ ୧୧୦୦ କୋଟି ଟଙ୍କାରୁ ଅଧିକ…