ସାବଧାନ! ଅଧିକ ଟଙ୍କା ଲୋଭରେ ଅଫିସରେ ଅଧିକ ଘଣ୍ଟା କାମ କରୁଛନ୍ତି କି? ଆପଣଙ୍କୁ ହେଇପାରେ ଏହି ସମସ୍ୟା
ନୂଆଦିଲ୍ଲୀ: ଆଜିର ଦୁନିଆରେ, ସଫଳତା ପାଇବା ପାଇଁ ଲୋକଙ୍କ ମଧ୍ୟରେ ଅନେକ ପ୍ରତିଯୋଗିତା ରହିଛି । ସମସ୍ତେ ସଫଳ ହେବା ପାଇଁ ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହୁଛନ୍ତି । ଅନେକ ଲୋକ ଏହି ସଂସ୍କୃତି ଅନୁସରଣ…