ପ୍ରତିଶୋଧ ନିଆଁରେ ଜଳୁଛି ଇରାନ:ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବା ପାଇଁ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି ଇରାନ
ନୂଆଦିଲ୍ଲୀ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଇରାନ ପ୍ରତିଶୋଧ ନେବାକୁ ଚାହୁଁଛି। ଇରାନ ଏଥିପାଇଁ ୧,୬୫୦ କିଲୋମିଟର (୧,୦୨୫ମାଇଲ) ଦୂରତା ସହିତ ଏକ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି…