କୋଭିଡର ଆର୍ଥିକ ପ୍ରଭାବ: ରୋଜଗାର ହରାଇଲେ ଏକ କୋଟି ଲୋକ, ୯୭ % ପରିବାରଙ୍କ ଆୟ ହ୍ରାସ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଦେଶକୁ ତଳିତଳାନ୍ତ କରିବା ସହ ଲୋକଙ୍କ ରୋଜଗାର ଉପରେ ଜୋରଦାର ପ୍ରହାର କରିଛି । ଦ୍ୱିତୀୟ ଲହର କାରଣରୁ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି…

ସାଗର ହତ୍ୟା ମାମଲାରେ ବଢିବାରେ ଲାଗିଛି ସୁଶୀଲଙ୍କ ଅଡୁଆ, ବନ୍ଧୁକ ଲାଇସେନ୍ସ ରଦ୍ଦ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ସାଗର ରାଣା ହତ୍ୟା ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ଅଡୁଆ ବଢିବାରେ ଲାଗିଛି । ଦିଲ୍ଲୀ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି । ଏବେ…

ନାବାଳିକାକୁ ବଳପୂର୍ବକ ବିବାହ କରି ଅଡୁଆରେ ବାପା-ମାଆ, ଚାଇଲ୍ଡ ଲାଇନକୁ ଫୋନ କରି ଅଭିଯୋଗ କଲା, ମାଗିଲା ସୁରକ୍ଷା

ପାତ୍ରୁର (ଓଡ଼ିଶା ଭାସ୍କର): ନାବାଳିକା ଝିଅର ଅନିଚ୍ଛା ସତ୍ତେ୍ୱ ବଳପୂର୍ବକ ବିବାହ କରିଥିବା ବାପା, ମାଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପାତ୍ରୁର ବ୍ଲକ୍‌ ତୁମ୍ବା ପଞ୍ଚାୟତ ପୁରିଆ ସାହିରେ । ଏହି…

ଆମେରିକୀୟ ବିଶେଷଜ୍ଞଙ୍କ ଚେତାବନୀ: ଭବିଷ୍ୟତରେ ଦେଖାଦେବ କରୋନା ମହାମାରୀର ଅନେକ ରୂପ, କୋଭିଡ୍‌-୨୬ ଓ କୋଭିଡ୍‌-୩୨କୁ ପୁଣି ସାମ୍ନା କରିବାକୁ…

ୱାସିଂଟନ୍‌,(ଓଡ଼ିଶା ଭାସ୍କର): କୋଭିଡ୍‌-୧୯ର ଉତ୍ପତ୍ତି ଜାଣିବାକୁ ଚୀନ୍‌ର ସହଯୋଗ ଏବେ ସମଗ୍ର ବିଶ୍ୱ ପାଇଁ ଜରୁରି ହୋଇପଡ଼ିଛି । ଏପରି ହେଲେ କୋଭିଡ୍‌ରଉତ୍ପତ୍ତି ସମ୍ପର୍କରେ ସୂଚନା ମିଳିପାରିବ ଏବଂ ଭବିଷ୍ୟତର ମହମାରୀ…

ଲକ୍‌ଡାଉନ୍‌ 3.0: ଆଜିଠୁ ରାଜ୍ୟରେ ଲାଗୁ ହେଲା ତାଲାବନ୍ଦ, ଜୁନ୍ ୧୭ ତାରିଖ ସକାଳ ୫ଟା  ଯାଏଁ ବଳବତ୍ତର ରହିବ କଟକଣା

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜିଠୁ ଓଡ଼ିଶାରେ ଲାଗୁ ହେବ ଲକ୍‌ଡାଉନ୍ ୩.୦। କରୋନା ସଂକ୍ରମଣକୁ ବ୍ରେକ୍ କରିବା ପାଇଁ ତାଲାବନ୍ଦ ଜୁନ୍ ୧୭ ତାରିଖ ସକାଳ ୫ଟା  ଯାଏଁ ବୃଦ୍ଧି କରିଛନ୍ତି। ଏନେଇ ରବିବାର ଦିନ ମୁଖ୍ୟ…

କରୋନାରେ ମୃତ୍ୟୁ ଘଟିଥିବା ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ମିଳିବ ପାଞ୍ଚ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ରାୟପୁର : ଦେଶରେ କରୋନା ମହାମାରୀ ସହ ସଂଘର୍ଷ ଜାରି ରହିଛି।  ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ଆଗ ଧାଡିରେ ରହି ଏହାର ମୁକାବିଲା କରୁଛନ୍ତି। କିନ୍ତୁ କରୋନା କାଳରେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ପର୍ଯ୍ୟନ୍ତ ଖବର…

”ଜୀବନ ନେଇ ପାରେ.. ଦେଇ ବି ପାରେ”, ୨୮୬ କୋଟି ଟଙ୍କା ମୂଲ୍ୟର ‘ଡେଥ୍‌ଷ୍ଟକର୍‌’ର ବିଷ: ୨ ମିଲିଗ୍ରାମ୍‌ର ଗରଳ…

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ମଣିଷର ଜୀବନ ନେଉଥିବା ଅଧିକାଂଶ ବିଷର ମୂଲ୍ୟ ବେଶ୍‌ ଅଧିକ । ସବୁଠାରୁ ମୂଲ୍ୟବାନ୍‌ ହେଉଛି  ଡେଥ୍‌ଷ୍ଟକର୍‌ ନାମକ କଙ୍କଡ଼ା ବିଛାର ବିଷ । ଏହାର ଗାଲନ୍‌(୧ ଗାଲନ୍‌ = ୩.୭୮୫୪୧ ଲିଟର୍‌)…

ଦିଦିଙ୍କ ମାଷ୍ଟର ଷ୍ଟ୍ରୋକ୍: ମୁଖ୍ୟ ସଚିବ ପଦରୁ ଅବସର ନେଲେ ବନ୍ଦୋପାଧ୍ୟାୟ, ହେଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

କୋଲକାତା : ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ସରକାର ଓ ମମତା ବାନାର୍ଜୀଙ୍କ ସରକାର ମଧ୍ୟରେ ଟଣା ଓଟରା ଜାରି ରହିଛି। ମୁଖ୍ୟ ସଚିବଙ୍କୁ କେନ୍ଦ୍ରକୁ ଡକାଇବା ନେଇ ଜାରି ବିବାଦ ମଧ୍ୟରେ ସୋମବାର…

ବିଶ୍ୱାସ- ଅନ୍ଧବିଶ୍ୱାସ : ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି, ଭଗବାନଙ୍କ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ ଲେମ୍ବୁ

ତାମିଲନାଡ଼ୁ (ଓଡ଼ିଶା ଭାସ୍କର) : ସବୁ ଦମ୍ପତି ସନ୍ତାନ ସୁଖ ଚାହାଁନ୍ତି । କିନ୍ତୁ କୌଣସି  କାରଣବଶତଃ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନଥାଏ । ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତେବେ ତାମିଲନାଡ଼ୁର ଇଦ୍ୟୁମ୍ବନ ମନ୍ଦିର…

ହ୍ୱାଟସ୍‌ଆପ୍‌ର ନୂଆ ନୀତି ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନାହାନ୍ତି କି ? ଜାଣନ୍ତୁ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ଉପରେ ଏହା କ’ଣ…

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ): ହ୍ୱାଟସ୍‌ଆପ୍‌ ଯେଉଁ ନୂଆ ଗୋପନୀୟତା ନୀତି ଆଣିଛି ତାହାକୁ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନଥିବା ଗ୍ରାହକମାନେ ବିଶେଷ କିଛି ଅସୁବିଧା ଭୋଗିବେ ନାହିଁ । ଆପ୍‌ ପୂର୍ବରୁ ଯେଭଳି କାମ…