Astrology ରାଶିଫଳ(ଗୁରୁବାର ୮ ଜୁଲାଇ ୨୦୨୧) Abinash Kumar Dhal Jul 8, 2021 ମେଷ: ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚାଲନ୍ତୁ । ଘର କିମ୍ବା ବନ୍ଧୁଙ୍କ ବିଷୟରେ ଆପଣ ନିଷ୍ପତ୍ତି ନେବା ଉଚିତ୍ ହେବ । ନିଜର ମନର କଥା ନିଶ୍ଚୟ ଶୁଣନ୍ତୁ । ଏବଂ ନିଜ କର୍ତ୍ତବ୍ୟ ସଠିକ୍ ରୂପେ ସମ୍ପାଦନ କରନ୍ତୁ…
Breaking News ମନ୍ତ୍ରୀପଦ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଅଶ୍ୱିନୀ Abinash Kumar Dhal Jul 7, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ମନ୍ତ୍ରୀପଦ ମିଳିବା ପରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ…
Breaking News ବିଶ୍ୱେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ବିଭାଗ Abinash Kumar Dhal Jul 7, 2021 ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣରେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଛି ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ । ପ୍ରଥମ ଥର ସାଂସଦ ହୋଇଥିବା ଟୁଡୁଙ୍କୁ ଏହି ଦୁଇ ବିଭାଗର ରାଷ୍ଟ୍ର ମନ୍ତ୍ରୀ…
Breaking News ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ; ଧର୍ମେନ୍ଦ୍ରଙ୍କୁ ଶିକ୍ଷା, ଅଶ୍ୱିନୀଙ୍କୁ ରେଳ ଓ ଆଇଟି Abinash Kumar Dhal Jul 7, 2021 ନୂଆଦିଲ୍ଳୀ :ବୁଧବାର ଶପଥ ଗ୍ରହଣ କରିଥିବା କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗଗ ବଣ୍ଟନ କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର…
Featured ମୋଦୀଙ୍କ ୭ ଓଣ୍ଡର ଓମ୍ୟାନ୍: କ୍ୟାବିନେଟରେ ଦେଖାଇବେ ଜଲୱା Abinash Kumar Dhal Jul 7, 2021 ନୂଆଦିଲ୍ଲୀ: ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କରେ ମହିଳା ଏବଂ ପୁରୁଷ ରାଜନୈତିକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଦେଖା ଦେଉଥିବା ତାରତମ୍ୟ ଟିକିଏ କମ୍ । ତେବେ ଭାରତରେ ପୁରୁଷ ଏବଂ ନାରୀ ନେତ୍ରୀଙ୍କ ମଧ୍ୟରେ ବ୍ୟବଧାନ ଢେର ଅଧିକ ।…
Featured ଟି-୨୦ ରାଙ୍କିଙ୍ଗ: ରାହୁଲ ଉଠିଲେ କୋହଲି ସ୍ଥିର Abinash Kumar Dhal Jul 7, 2021 ଦୁବାଇ: ଆଇସିସି ପକ୍ଷରୁ ବୁଧବାର ଟି-୨୦ ର୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନରେ ସ୍ଥିର ରହିଥିବା ବେଳେ କେ ଏଲ୍ ରାହୁଲ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଇଂଲଣ୍ଡର ଦାୱିଦ ମଲାନ…
Featured ସରପଞ୍ଚରୁ କେନ୍ଦ୍ରମନ୍ତ୍ରୀ: ଜାଣନ୍ତୁ ଏହି ନେତାଙ୍କ ସମ୍ପର୍କରେ Abinash Kumar Dhal Jul 7, 2021 ନୂଆଦିଲ୍ଲୀ: ବୁଧବାର ମୋଦୀ ସରକାରଙ୍କ କ୍ୟାବିନେଟ ସଂପ୍ରସାରଣରେ କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମହାରାଷ୍ଟ୍ରର ନେତା କପିଲ ପାଟିଲ୍ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ଏକଦା ସରପଞ୍ଚ ଭାବରେ ନିଜର ରାଜନୈତିକ…
Featured ଜୁହିଙ୍କୁ ସମାଲୋଚନା କଲେ ଦିଲ୍ଲୀ ହାଇକୋର୍ଟ; ଜାଣନ୍ତୁ କାହିଁକି Abinash Kumar Dhal Jul 7, 2021 ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ସମାଲୋଚନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ପୂର୍ବରୁ କୋର୍ଟଙ୍କ ପକ୍ଷରୁ ଜୁହିଙ୍କ ଉପରେ ଲଗାଯାଇଥିବା ଫାଇନ ପ୍ରଦାନ କରୁନଥିବାରୁ କୋର୍ଟ ଜୁହିଙ୍କୁ ସମାଲୋଚନା…
Breaking News ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ବିଶ୍ୱେଶ୍ୱର ଟୁଡୁ Abinash Kumar Dhal Jul 7, 2021 ନୂଆଦିଲ୍ଲୀ: ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଓଡିଶାରୁ ଦ୍ୱିତୀୟ ବ୍ୟକ୍ତି ଭାବରେ ମୋଦୀଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି ଟୁଡୁ । ଏହା ପୂର୍ବରୁ ପୂର୍ବତନ ଆଇଏଏସ…
Breaking News ମୋଦୀ ମନ୍ତ୍ରୀମଣ୍ଡଳରେ ସର୍ବକନିଷ୍ଠ ମନ୍ତ୍ରୀ; ଜାଣନ୍ତୁ କିଏ Abinash Kumar Dhal Jul 7, 2021 ନୂଆଦିଲ୍ଳୀ: ଭାରତୀୟ ରାଜନୀତିରେ ୫୦ ବର୍ଷର ନେତାଙ୍କୁ ଯୁବନେତା କୁହାଯାଉଥିବା ବେଳେ ନିଶୀଥ କୁମାର ପରମାଣିକଙ୍କୁ ହୋଇଛି ମାତ୍ର ୩୫ । ବୁଧବାର ଅନୁଷ୍ଠିତ କ୍ୟାବିନେଟ ସଂପ୍ରସାରଣରେ କୁଚବିହାର ସାଂସଦ ନିଶିଥ୍…