fbpx

ଖୁବ୍‌ଶୀଘ୍ର ବିବାହ କରିବେ ଅଙ୍କିତା, ଖାଲି ତିଥି- ବାର- ଲଗ୍ନକୁ ଅପେକ୍ଷା

ମୁମ୍ବାଇ ୧୯/୦୫: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ପ୍ରେମିକ ବିକ୍କି ଜୈନଙ୍କ ସେ ହାତ ଧରିବେ । ଦୀର୍ଘ ୩ ବର୍ଷ ଧରି ଉଭୟ ଡେଟ୍‌ କରି ଆସୁଛନ୍ତି । ହେଲେ ଏବେ ଆଗକୁ ବଢ଼ିବାର ସମୟ…

ବଢ଼ିବ ମମତାଙ୍କ ମୁସ୍କିଲ ! ହାଇକୋର୍ଟରେ ଯାଚିକା ଦାଖଲା କଲା ସିବିଆଇ

କୋଲକାତା: ନାରଦା କେସ ପ୍ରତିଦିନ ନୂତନ ମୋଡ ନେବାରେ ଲାଗିଛି । ଏହି କେସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁସ୍କିଲ ବଢିବାକୁ ଯାଉଛି। ମାମଲାକୁ ପଶ୍ଚିମବଙ୍ଗରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସିବିଆଇ କଲିକତା…

ଏହି ଦେଶର ଯୁବତୀମାନେ ପିନ୍ଧନ୍ତି ରକ୍ତଭିଜା ଡ୍ରେସ୍, କପଡ଼ାରେ ଲେଖାହୋଇଥାଏ, ‘ମୁଁ ମରିବାକୁ ଚାହୁଁଛି…’

ନୂଆଦିଲ୍ଲା( ଓଡ଼ିଶା ଭାସ୍କର): ପରମ୍ପରାକୁ ଜାବୁଡ଼ି ଧରିଥିବା ଦେଶ ଜାପାନରେ ଏବେ ଆଉ ଏକ ଅଜବ ଫ୍ୟାଶନ ଟ୍ରେଣ୍ଡ କରୁଛି । ଏଠାକାର ଯୁବତୀମାନେ ରାସ୍ତାରେ ରକ୍ତଭିଜା କପଡ଼ା ପିନ୍ଧି ବୁଲୁଛନ୍ତି । ଏପରିକି ଆଖି ତଳେ…

ରଥଖଳାରେ ପଶିଲା କରୋନା, ୨ ମହାରଣା ସେବାୟତ କୋଭିଡ ପଜିଟିଭ

ପୁରୀ ୧୯/୦୫: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଚଳଚଞ୍ଚଳ ଥିବା ବେଳେ କରୋନା ଆତଙ୍କ ଖେଳାଇଛି । କୋଭିଡ କଟକଣା ମଧ୍ୟରେ ରଥଖଳାରେ କାର୍ଯ୍ୟ କରୁଥିବା ୨ ମହାରଣା ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିବା…

କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହ ମିଳିବ ରାସନ, ବଡ଼ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଦିଲ୍ଲୀରେ କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି । ଏହାସହ ପେନସନ ପାଇଁ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶିଲା କରୋନା: ୨ ଡାକ୍ତର ଓ ୩ ନର୍ସ କୋଭିଡ୍‌ ପଜିଟିଭ୍‌, ଅନ୍ୟ କର୍ମଚାରୀଙ୍କ ମନରେ କୋକୁଆ ଭୟ

ଭୁବନ (ଆ.ପ୍ର) : ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶିଲା କରୋନା  । ୨ ଜଣ ଡାକ୍ତରଙ୍କ ସମେତ ୩ ଜଣ ଷ୍ଟାପନର୍ସ କୋଭିଡ ପଜିଟିଭରେ ସଂକ୍ରମିତ ହୋଇଛନ୍ତିା ଅନ୍ୟ କେତେକ କର୍ମଚାରୀ ମଧ୍ୟ ଥଣ୍ଡା ଜରରେ ପୀଡିତ ଥିବାରୁ…

ଚୀନ ଅରବପତିଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ, ଏବେ ମୁକେଶ ଅମ୍ବାନୀଙ୍କ ପାଳି

ନୂଆଦିଲ୍ଲୀ ୧୯ ।୦୫: ଯେବେ ଦେଶର ସବୁଠୁ ବଡ ଧନୀ ବ୍ୟକ୍ତିଙ୍କ ଚର୍ଚ୍ଚା ହୁଏ ତେବେ ସ୍ୱତଃପ୍ରବୃତ ଭାବେ ସର୍ବ ପ୍ରଥମେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ନାମ ଆସିଥାଏ । ଏହା ପରେ ଆସିଥାଏ ଗୌତମ…

କରୋନା ପ୍ରଟୋକଲ ଉଲ୍ଲଂଘନ କରି ମୁସ୍କିଲରେ କୁଲଦୀପ ଯାଦବ, ଯାଂଚ ଆଦେଶ ଦେଲେ ଜିଲ୍ଲାପାଳ

କାନପୁର ୧୯ ।୦୫: ଭାରତୀୟ ଦଳରୁ ବାଦ୍‌ ପଡିଥିବା ସ୍ପିନର କୁଲଦୀପ ଯାଦବ ମୁସ୍କିଲରେ ପଡି ଯାଇଛନ୍ତି । ନିକଟରେ ଏହି ଚାଇନାମ୍ୟାନ୍ ବୋଲର ଟିକାର ପ୍ରଥମ ଡୋଜ୍ ନେଇଥିଲେ । ହେଲେ ସେ କରୋନା ନିୟମର ଉଲ୍ଲଂଘନ କରି ଲନରେ…

ଦେଶରେ ୧୫-୨୦ ଦିନରେ କେମିତି ଦୂର ହେବ ଭ୍ୟାକ୍ସିନର ଅଭାବ, ପ୍ରସ୍ତାବ ଦେଲେ ରୋଡ୍ ମ୍ୟାନ ନୀତିନ ଗଡକରୀ

ନୂଆଦିଲ୍ଲୀ ୧୯ ।୦୫: କରୋନାର ଦ୍ୱିତୀୟ ଲହରରେ ଦେଶର ସ୍ୱାସ୍ଥ୍ୟବସ୍ଥା ଭୁଷୁଡି ପଡିଛି । ଅନେକ ରାଜ୍ୟରେ ଭ୍ୟାକ୍ସିନର ଅଭାବ ଏବେ ବି ଜାରି ରହିଛି । ଏହାକୁ ନେଇ କେନ୍ଦ୍ର ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି…