fbpx
BJD SKY
BJD SKY

ଏହି ଦେଶର ଯୁବତୀମାନେ ପିନ୍ଧନ୍ତି ରକ୍ତଭିଜା ଡ୍ରେସ୍, କପଡ଼ାରେ ଲେଖାହୋଇଥାଏ, ‘ମୁଁ ମରିବାକୁ ଚାହୁଁଛି…’

BJD

ନୂଆଦିଲ୍ଲା( ଓଡ଼ିଶା ଭାସ୍କର): ପରମ୍ପରାକୁ ଜାବୁଡ଼ି ଧରିଥିବା ଦେଶ ଜାପାନରେ ଏବେ ଆଉ ଏକ ଅଜବ ଫ୍ୟାଶନ ଟ୍ରେଣ୍ଡ କରୁଛି । ଏଠାକାର ଯୁବତୀମାନେ ରାସ୍ତାରେ ରକ୍ତଭିଜା କପଡ଼ା ପିନ୍ଧି ବୁଲୁଛନ୍ତି । ଏପରିକି ଆଖି ତଳେ କଳାଦାଗ ଏବଂ ବେକରେ ରକ୍ତଭିଜା କପଡ଼ା ପିନ୍ଧି ବୁଲୁଛନ୍ତି । ଏପରିକି ଆଖି ତଳେ କଳା ଦାଗ ଏବଂ ବେକରେ ରକ୍ତଭରା ସିରିଞ୍ଜ ରଖିଥିବା ମଧ୍ୟ ଦେଖିବାକୁ ମିଳିଛି ।

 

ଖାଲି ଏତିକି ନୁହେଁ, କପଡ଼ା ଉପରେ ଲେଖାହୋଇଛି ମୁଁ ମରିବାକୁ ଚାହୁଁଛି । ଜାପାନରେ ଟ୍ରେଣ୍ଡ କରୁଥିବା ଏହି ଫ୍ୟାଶନକୁ ‘ୟାମି କାୱାଇ’ କୁହାଯାଉଛି । ଏହି ଫ୍ୟାଶନ ବିଶେଷ କରି ଡିପ୍ରେସନ ଏବଂ ଆତ୍ମହତ୍ୟା ସହିତ ଜଡ଼ିତ ।

Get real time updates directly on you device, subscribe now.