‘ଆଞ୍ଚଳିକ ବିକାଶରେ ଗୋଷ୍ଠୀ ସମୂହର ଭାଗିଦାରୀ ସନ୍ତୁଳନ ରକ୍ଷା କରେ’, ମୁଖ୍ୟମନ୍ତ୍ରୀ ଆଉ କଣ କହିଲେ ଜାଣନ୍ତୁ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୋଜନା ଓ ଅଭିସରଣ ବିଭାଗ ପକ୍ଷରୁ ୫୬ ଜଣ ବରିଷ୍ଠ ଅର୍ଥନୀତିକ ପରମର୍ଶଦାତାଙ୍କୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ମତ ଦେଇଛନ୍ତି ।…