ବିଜେପିରେ ଯୋଗ ଦେବେ ଧୋନୀ ? ଅମିତ୍ ଶାହଙ୍କୁ ହାତ ମିଳାଇଲେ ପୂର୍ବତନ ଅଧିନାୟକ, ଫଟୋ ଭାଇରାଲ୍
ନୂଆଦିଲ୍ଲୀ: ଦେଶରେ ଖେଳାଳି ଏବଂ ନେତାଙ୍କ ଜବରଦସ୍ତ ପ୍ରଶଂସକ ବା ଅନୁଗାମୀ ରହିଛନ୍ତି। ଅନେକ ଖେଳାଳି ତ ରାଜନୀତିରେ ପାଦ ଦେଇ ସଫଳତା ହାସଲ କରିଛନ୍ତି। ଲୋକେ ନିଜ ପସନ୍ଦର ଖେଳାଳିଙ୍କୁ ବି ରାଜନୀତିରେ ଦେଖିବାକୁ…