#BoycottPathaan,କାହିଁକି ହେଉଛି ଟ୍ରେଣ୍ଡ; ଜାଣନ୍ତୁ କଣ ରହିଛି କାରଣ

ମୁମ୍ବାଇ: ଶାହାରୁଖ୍ ଖାନଙ୍କ  ଫିଲ୍ମ ‘ପଠାନ’ର ଟିଜର ନଭେମ୍ବର ୨ ତାରିଖ ଅର୍ଥାତ କିଙ୍ଗ୍ ଖାନଙ୍କ ଜନ୍ମଦିନରେ ରିଲିଜ ହୋଇଛି । ଯାହାକୁ ନେଇ ଶାହାରୁଖ ଖାନଙ୍କ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ଚଳଚିତ୍ରରେ…

ଏସିଆ କପ୍-୨୦୨୩ ପାଇଁ ପାକିସ୍ତାନକୁ ଯିବ କି ଭାରତ? ଉତ୍ତର ରଖିଲେ ବିସିସିଆଇ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଏସିଆ କପ୍-୨୦୨୩ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚ ଏସବୁ…

ତେଜୁଛି ଭଦ୍ରକ ତିହିଡିର ନିର୍ବାଚନୀ ମାମଲା: ହିଂସାରେ ୨ ଗୁରୁତର

ଭଦ୍ରକ: ଭଦ୍ରକ ତିହିଡିରେ ଏବେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି । ଏବେ ମାରପିଟରୁ ଆରମ୍ଭ ହୋଇ ଘଟଣା ଆକ୍ରମଣରେ ପହଞ୍ଚି ସାରିଲାଣି । ଏହ ହିଂସାର ଶିକାର ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଧାମନଗରରେ ଉପନିର୍ବାଚନ…

ଚନ୍ଦ୍ର ଗ୍ରହଣରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ମିଳିବ ଅନେକ ସଫଳତା ହେବ ଧନ ବର୍ଷା

ହିନ୍ଦୁ ଧର୍ମରେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଅଶୁଭ ବୋଲି କୁହାଯାଇଥାଏ । ଏହି ଦିନ କୌଣସି ପ୍ରକାର ଦେବ ନିତି କିମ୍ବା ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏତତ୍ ବ୍ୟତୀତ ଏହି ଗ୍ରହଣ ରାଶିମାନଙ୍କ ଉପରେ ମଧ୍ୟ…

Happy Birthday Virat: ୩୪ ବର୍ଷରେ ପାଦ ଥାପିଲେ ରନ ମେସିନ ବିରାଟ କୋହଲି

୧୯୮୮ ମସିହା ନଭେମ୍ବର ୫ ତାରିଖ, ଭାରତର ରାଜଧାନୀ ଦିଲ୍ଲୀରେ ହୋଇଥିଲା କ୍ରିକେଟର ରାଜା । ପ୍ରେମ କୋହଲି ଏବଂ ସରୋଜ କୋହଲିଙ୍କ କୋଳରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟ ଟିମର ଭବିଷ୍ୟତ । ଗେହ୍ଲାରେ ପରିବାର ଲୋକେ ନାଁ…

ଆରମ୍ଭ ହୋଇଛି ପଞ୍ଚୁକ ବତ୍ର; ୫ ଦନରେ ଏହି ସବୁ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ପୁରୀ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ପର୍ବର ଏକ ସତନ୍ତ୍ର ଗୁରୁତ୍ୱ ଏବଂ ମହତ୍ତ୍ୱ ରହିଥାଏ । ଯାହାକି ସେହି ପୂଜା ପର୍ବକୁ ଅନ୍ୟ ପୂଜା ତୁଳନାରେ ଭିନ୍ନ କରିଥାଏ । ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ମାସ…

ଆରପାରିରେ ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି: ୩୦୦ରୁ ଅଧିକ ଗୀତର ଥିଲେ ରଚୟିତା

ବାରିପଦା: କଳାର ସହର ବାରିପଦାରୁ ବାହୁଡି ଯାଇଛନ୍ତି ଆଉ ଜଣେ ବିଶିଷ୍ଟ କଳାକାର । ସହର ପାଇଁ ଅନେକ ଗର୍ବ ଏବଂ ଗୌରବ ଆଣିଥିବା ଆଉ ଜଣେ ପ୍ରତିଭାଙ୍କୁ ହରାଇଛି ପବିତ୍ର ମାଟି । ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର…

ଘର ଛାତ ପଡି ମା’ ଝିଅ ଗୁରୁତର: ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ରାତିରେ ଶୋଇଥିବା ଅବସ୍ଥାରେ ଘଟି ଯାଇଛି ଏକ ବିରାଟ ଅଘଟଣ । ଘର ଛାତ ପଡିଯିବାରୁ ଉଭୟ ମା' ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରୁଗିଡିପଡା ମ୍ୟୁନିସିପାଲିଟି କଲୋନୀରେ ଏଭଳି ଅଘଟଣ…

FIH Men’s PRO Leagueରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଟିମ ଇଣ୍ଡିଆ: ୭-୪ରେ ମ୍ୟାଚ ଉପରେ କବଜା

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ବାଜିଛି ଭାରତର ବିଜୟ ଧ୍ୱନୀ । କଳିଙ୍ଗ ଷ୍ଟାଡିୟମରୁ ଏହି ବିଜୟ ଧ୍ୱନି ସାରା ଭାରତରେ ପ୍ରକମ୍ପିତ ହୋଇଛି । ଦମଦାର କମବ୍ୟାକ କରି ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି ଟିମ…

Alert! ରାଜଧାନୀରେ ଏହି ଗାଡି ପାଇଁ ଲାଗିଲା ନୋ ଏଣ୍ଟ୍ରି: ଜାଣନ୍ତୁ କାହିଁକି ଏମିତି ନିଷ୍ପତ୍ତି…

ନୂଆଦିଲ୍ଲୀ: ପ୍ରତିଦିନ ରାଜଧାନୀ ଦିଲ୍ଲୀକୁ ବିଭିନ୍ନ ରାଜ୍ୟରୁ ଅନେକ ଗାଡି ଯାତାୟତ କରିଥାଏ । କିନ୍ତୁ ଏବେ ସରକାର ଏହା ଉପରେ ନାନା କଟକଣା ଜାରି କରିଛନ୍ତି । କିଛି ଗାଡିକୁ ଦିଲ୍ଲୀ ସୀମା ଭିତରକୁ ପଶିବା ଉପରେ ରୋକ…