fbpx
BSKY SKY
BSKY SKY

ଘର ଛାତ ପଡି ମା’ ଝିଅ ଗୁରୁତର: ମେଡିକାଲରେ ଭର୍ତ୍ତି

BSKY

ବଲାଙ୍ଗିର: ରାତିରେ ଶୋଇଥିବା ଅବସ୍ଥାରେ ଘଟି ଯାଇଛି ଏକ ବିରାଟ ଅଘଟଣ । ଘର ଛାତ ପଡିଯିବାରୁ ଉଭୟ ମା’ ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରୁଗିଡିପଡା ମ୍ୟୁନିସିପାଲିଟି କଲୋନୀରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ଉଭୟ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ମା’ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଝିଅଙ୍କୁ ଭୀମଭୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.