ଆଇନାରେ ନିଜକୁ ଦେଖି ଚମକି ପଡିଲା ଚିତାବାଘ: ଦେଖନ୍ତୁ କେମିତି ଦେଉଛି ରିଆକ୍ସନ

ପଶୁପକ୍ଷୀମାନଙ୍କର ଅନେକ ପ୍ରକାରର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସବୁ ଭିତରେ କିଛି ଭିଡିଓ ସେମାନଙ୍କ ଶିକାର କରୁଥିବା ବେଳେ ରେକର୍ଡ କରାଯାଇଥାଏ । ସେହିପରି ସେମାନଙ୍କର ଆଉ କିଛି ମଜାଦାର ଭିଡିଓ…

Crackers Pollution:ଗୋଟିଏ ଛୋଟ ବାଣରୁ ନିର୍ଗତ ଧୂଆଁ ୨୯୩୨ ସିଗାରେଟ ଧୂଆଁ ସହ ସମାନ ,ଜାଣନ୍ତୁ କେତେ ପ୍ରଦୂଷଣ କରୁଛି ବାଣ

ନୂଆଦିଲ୍ଳୀ: ଦୀପାବଳି ଆସିଲା ମାନେ ସର୍ବପ୍ରଥମେ ମନକୁ ଯେଉଁ ଭାବନା ଆସେ ତାହା ହେଉଛି ବାଣ ଫୁଟାଇବା । କିନ୍ତୁ ଆପଣ ଜାଣନ୍ତି କିଛି ବାଣ ଅଛି ଯାହା ବାୟୁ ପ୍ରଦୂଷଣ ବା ଆମ ଶରୀର ପାଇଁ କେତେ କ୍ଷତିକାରକ ଅଟେ ।…

ଦୀପାବଳିରେ ବାଣ ଫୁଟାଇଲେ ହୋଇପାରେ ଏହି ସାଙ୍ଘାତିକ ସମସ୍ୟା: କେମିତି ରହିବେ ସତର୍କ ଜାଣନ୍ତୁ

ଆସୁଛି ଆଲୋକର ପର୍ବ ଦୀପାବଳି । ଖୁସିର ପର୍ବ ଦୀପାବଳିରେ ପିଲାଠାରୁ ବୁଢ଼ା ପର୍ୟ୍ୟନ୍ତ ସମସ୍ତେ ମିଶି ବାଣ ଫୁଟାଇଥାନ୍ତି । କିନ୍ତୁ ଟିକକିଏ ଅନ୍ୟମନସ୍କ ହେଲେ ଏଥିରୁ ବଡ ବଡ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡାଇ…

୩୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୩୦ ଜିଲ୍ଲା; ଗୁରୁଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡିଶା ସରକାର ସର୍ବଦା ଜନସମାଜର ଉନ୍ନତି ପାଇଁ କାହିଁ କେତେ ଉନ୍ନୟନମୂଳକ ପ୍ରକଳ୍ପ ନିଜ ହାତକୁ ନେଇଛନ୍ତି। ତେବେ ଏହାକୁ ତୃଣ ମୂଳ ସ୍ତରରେ ଲୋକ ମାନଙ୍କ ପାଖରେ ପହଞ୍ଚେଇବାକୁ ରାଜ୍ୟ ସରକାର ଗୁରୁତ୍ୱ…

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲେ ରୋହିତ ଶର୍ମା: ଜାଣନ୍ତୁ Playing-11 ରେ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଭାରତ ପାକିସ୍ତାନ ମ୍ୟାଚ ପାଇଁ ଆରମ୍ଭ ହୋଇଛି ରଣହୁଙ୍କାର । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ତେବେ…

ଗାନ୍ଧୀ ପରିବାରକୁ ଝଟକା ! ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ଏକ ଅଣ ସରକାରୀ ସଂଗଠନ ଉପରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଫରେନ କଣ୍ଟ୍ରିବ୍ୟୁସନ…

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ: GRSଙ୍କ ପାଇଁ ଦାବି

ଭୁବନେଶ୍ବର: ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି କ୍ଷ ରାଜ୍ୟ ସଭାପତି ପ୍ରଭାତ କୁମାର…

ଦେଶର ଏହି ଗାଁରେ ୩୨ ଏକର ଜମିର ମାଲିକ ହେଉଛନ୍ତି ମାଙ୍କଡ, ବିବାହରେ ମିଳେ ବିଶେଷ ସମ୍ମାନ

ଔରଙ୍ଗାବାଦ: ଆଜି ସମାଜରେ ଖଣ୍ଡେ ଜମିକୁ ନେଇ ଭାଇ-ଭାଇ ଭିତରେ ହଣାକଟା ସାଧାରଣ କଥାରେ ପରିଣତ ହୋଇ ଯାଇଛି। ଏମିତି ସମୟରେ ମହାରାଷ୍ଟ୍ରର ଉସମାନାବାଦ ଜିଲ୍ଲାର ଏକ ଗାଁରେ ବିଚିତ୍ର ମାମଲା ଦେଖିବାକୁ ମିଳିଛି। ଏଠାରେ ୩୨…

ଭାରତକୁ ଫିଟ ରଖିବା ପାଇଁ CBIର କାର୍ଯ୍ୟକ୍ରମ: ସତ ହେବ ମୋଦିଙ୍କ ଆହ୍ୱାନ

ଏବେ ଭାରତ ରହିବ ସମ୍ପୂର୍ଣ୍ଣ ଫିଟ । ଦେଶର ପ୍ରତିଟି ନାଗରିକ ବି ରହିବେ ଏକଦମ ଫିଟ । ଯାହାକୁ ନେଇ ଅପରେସନ ଆରମ୍ଭ କରିଛି ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ସିବିଆଇ । ଆରମ୍ଭ କରୁଛି ସଚେତନତା କାର୍ୟ୍ୟକ୍ରମ ।…

ହାଟ୍ରିକ ରଚିଲେ ଜିନ୍‌ପିଙ୍ଗ୍‌; ତୃତୀୟ ଥର କମ୍ୟୁନିଷ୍ଟ୍‌ ପାର୍ଟିର ସାଧାରଣ ସମ୍ପାଦକ ଭାବେ ହେଲେ ନିର୍ବାଚିତ

ବେଜିଙ୍ଗ୍‌: ଥରେ ନୁହେଁ କି ଦୁଇ ଥର ନୁହେଁ ଲଗାତାର ତୃତୀୟ ଥର କମ୍ୟୁନିଷ୍ଟ୍‌ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ । ଏହା ଏକ ରେକର୍ଡ କହିଲେ ଭୁଲ ହେବ…